ସ୍ମୃତି
ଓଡ଼ିଆ କବିତା- ସ୍ମୃତି

ସ୍ମୃତି

ସ୍ମୃତି
ସ୍ମୃତି କେବେ ଘନ ଅନ୍ଧକାରରେ ସ୍ୱପ୍ନ ହୋଇ ଆସେ,
ସ୍ମୃତି କେବେ ସୁନେଲି ସକାଳ କିରଣେ ଆସେ ।
ସ୍ମୃତି କେବେ ପ୍ରେମର ପ୍ରଥମ ଛୁଆଁରୁ ତାଜମହଲ ଗଢ଼ିହୋଇଆସ,
ସ୍ମୃତି କେବେ ପତାରକ ମଣିଷ ଭାବନାରୁ ଆସେ ।
ସ୍ମୃତି କେବେ କୋମଳ ଶିଶୁର ହସରୁ ଝରିଆସେ,
ସ୍ମୃତି କେବେ ବେଳାଭୂମିର ବାଲି ଶଜ୍ୟାରେ ମନ୍ଦିର ଗଢ଼ିହୋଇ ଆସେ ।
ସ୍ମୃତି କେବେ ପଥଚଲା ପଥିକର ବିଶ୍ରାମ ଜାଗାରୁ ଆସେ,
ସ୍ମୃତି ମୋ ହୃଦୟ ଗହନେ ସବୁବେଳେ ରହି ଆଖି ଲୁହ ହୋଇ ଝରି ଆସେ ।

ପ୍ରମୋଦ କୁମାର ବିଶ୍ୱାଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu