Odia Poem Tume (ତୁମେ) by Dr. Rajkumari Behera

ତୁମେ

ମୁଁ ଦିଗହରା ବିହଙ୍ଗଟେ ପରି ବୁଲୁଥିଲି ଇତସ୍ତତଃ ହୋଇ ନୀଳ ଆକାଶର ବୁକୁରେ ତୁମେ ପରାଗର ରେଣୁ ପରି ଉଡ଼ି ଆସି ପୁଷ୍ପ ଉଦ୍ୟାନରୁ ବିଞ୍ଚି ଦେଲ ମୋ ଦେହେ ମହକତାର ବାସ୍ନାଟିଏ । ମୁଁ ପାହାଡ଼ୀ ଝରଣାଟେ ପରି ବୋହୁଥିଲି ଅଙ୍କାବଙ୍କା ହୋଇ ସବୁଜ ବନାନୀର ଗର୍ଭରେ ତୁମେ ପୂର୍ଣ୍ଣମୀର ଚାନ୍ଦ ପରି ଭାସି ଆସି ସରଗ ରାଇଜରୁ ଭରି ଦେଲ ମୋ ହୃଦେ ଶୀତଳତାର ଜ୍ୟୋତ୍ସ୍ନାଟିଏ । ମୁଁ ଶୁଷ୍କ ନାଗଫେଣୀଟେ ପରି ପଡ଼ିଥିଲି…

ଅଧିକ ପଢ଼ନ୍ତୁ
Odia Poem Tume Au Mun (ତୁମେ ଆଉ ମୁଁ) B. Jena (Lipsy)

ତୁମେ ଆଉ ମୁଁ

ଝିଲମିଲ ରୂପେଲି ଜ୍ୟୋସ୍ନା ତୁମେ ମୁଁ ବାଲିର ଛୋଟ ଏକ କଣ ଚନ୍ଦ୍ରମା ତୁମେ ମୁଁ ତା’ର ଏକ ଉଜ୍ଵଳ କିରଣ ଫୁଲ ତୁମେ ତା’ର ସୁଗନ୍ଧ ମୁଁ ଗୀତ ତୁମେ ସ୍ୱର ମୁଁ ଜୀବନ ଗୀତିରେ ମଧୁର ସାଜ ତୁମେ ସେ ସାଜର ଝଙ୍କାର ମୁଁ ହେବ ଯଦି ଆଖି ତୁମେ ତା’ର ସ୍ୱପ୍ନ ମୁଁ ଯଦି ତୁମେ ପକ୍ଷୀ ତା’ର ଡେଣା ମୁଁ ରାଗ ମୁଁ ରାଗିଣୀ ତୁମେ ତୁମେ କ୍ଷମା ଭୁଲ ମୁଁ…

ଅଧିକ ପଢ଼ନ୍ତୁ
Amruta Phala - Eka Anubhuti (ଅମୃତ ଫଳ - ଏକ ଅନୁଭୂତି) by Nihar Kumar Dalai

ଅମୃତ ଫଳ – ଏକ ଅନୁଭୂତି

‘ଅମୃତଫଳ’ ବହିଟି ପଢ଼ିବା ସରୁ ସରୁ ମନ ଭିତରେ ନୀରବତା ଖେଳି ଯାଇଥିଲା, ସତେ ଯେମିତି ଏକ ଅଜଣା ଆସ୍ତରଣରେ ଢାଙ୍କି ହେଇଗଲା ମାନସପଟ । ଭାରି ଜଟିଳ, ଏଇ ଉପନ୍ୟାସର ବିଷୟବସ୍ତୁ । ଭାରି ଜଟିଳ, ଉପନ୍ୟାସରେ ଲେଖାଥିବା ଶବ୍ଦ-ବାକ୍ୟ-ପରିଚ୍ଛେଦର ଅନ୍ତର୍ନିହିତ ଅର୍ଥ । ତେଣୁ ଏକୁ ମାତ୍ର ଥରେ ପଢ଼ି ଏ ବିଷୟରେ କିଛି ଲେଖିବାର ଦୁଃସାହସ କ୍ଷମଣୀୟ ନହେଇପାରେ । ଏତେ ସବୁ ଜଟିଳତା ଭିତରେ, ଦୁଇ ହଜାର ବର୍ଷ ତଳର ଉଜ୍ଜୟିନୀର…

ଅଧିକ ପଢ଼ନ୍ତୁ
Odia Poem Ama Gaon Baia (ଆମ ଗାଁ ବାଇଆ) by Jagan Behera

ଆମ ଗାଁ ବାଇଆ

ଆରେ ବାଇଆ… ବସିଛୁ କାହିଁ ମନକୁ ମାରି କାମରେ ତୋର କରୁଛୁ ଡେରି, ବେଳ କାଳ ତତେ ଜଣା ପଡ଼ୁନି କିସ ଭାବୁଛୁ ବୁଝି ହଉନି । ବାପା ହୋଟେଲରେ ଖାଉଚୁୁ ନିଇତି ଟିକିଏ ପିଉଚୁ, ମୋବାଇଲ ନୀତି କେଞ୍ଚୁଚୁ ଥେଇଥେଇ ଖାଲି ହଉଚୁ । ପାଟିରେ ଗୋଟେ ଗୁଟୁଖା ଭରି ଦେହରେ ଟିକେ ଅତର ମାରି ଚାଲିଲେ ବାବୁ ଲାଇନ ମାରି… ବାଇଆ ଆମ ଭାରି ରସିକ ପ୍ରେମରେ ଗଲା ଛନ୍ଦି, ଆର ଗାଁର ମିନିକୁ…

ଅଧିକ ପଢ଼ନ୍ତୁ
Amba Badi Chhecha (ଆମ୍ବ-ବଡ଼ି ଛେଚା) recipe

ଆମ୍ବ ବଡ଼ି ଛେଚା

“ଆମେ ଓଡ଼ିଆ, ଭାରି ବଢ଼ିଆ ।” ଆମର ଭାଷା ଯେମିତି ବଢ଼ିଆ, ଆମର ଖାଦ୍ୟ ବି ସେମିତି ବଢ଼ିଆ । ପତ୍ରଠାରୁ ଆରମ୍ଭ କରି ଚୋପାଯାଏଁ ବି ଆମେ ରୋଷେଇରେ ବ୍ୟବହାର କରୁ । ଆଉ ଏବେ ତ କଞ୍ଚା ଆମ୍ବର ଋତୁ ଚାଲିଛି, ତାକୁ ନେଇ ପୂର୍ବବର୍ଷ ମିଠା ଆମ୍ବ ଆଚାର କରିବା ଶିଖିଥିଲେ, ଏଥର ଚାଲନ୍ତୁ ଶିଖିବା ସହଜିଆ ଜିନିଷଟିଏ, ଆମ୍ବ ବଡ଼ି ଛେଚା (Amba Badi Chhecha) । ଆବଶ୍ୟକ ସାମଗ୍ରୀ କଞ୍ଚା…

ଅଧିକ ପଢ଼ନ୍ତୁ