Odia Story 2 Prakara Manisha (୨ ପ୍ରକାର ମଣିଷ) by Biswanath Kinkar Rout

୨ ପ୍ରକାର ମଣିଷ

ସକାଳୁ ସକାଳୁ ପ୍ରବଳ ବର୍ଷା । କିନ୍ତୁ କ’ଣ କରିବା । ମେଡ଼ିକାଲ ତ ଯିବାକୁ ହେବ । ଅଟୋଟିଏ ଡାକି କେତେ ଟଙ୍କା ନେବ ପଚାରିଲି । ୧୫୦ ଟଙ୍କା ଶୁଣି ମଧ୍ୟବିତ୍ତ ଅହଂକାରକୁ ଧକ୍କା ଲାଗିଲା । ଛତାଟେ ଧରି ବସ୍ ଷ୍ଟାଣ୍ଡ ଅଭିମୁଖେ ଚାଲିଲି । ଯାହା ହେଉ ଅଧା ଓଦା ହୋଇ ମେଡିକାଲ୍‌ରେ ପହଞ୍ଚିଲି । କାମ ସରିଲା ବେଳକୁ ଦିନ ଗୋଟାଏ । କଳିଙ୍ଗ ହସପିଟାଲ ଛକରୁ ୧୩ ନମ୍ବର ଧରିଲି । ବସ୍ ଭିତରେ ପ୍ରବଳ ଭିଡ଼ । ବର୍ଷା ଯୋଗୁଁ କେହି…

ଅଧିକ ପଢ଼ନ୍ତୁ
Odia Story Story 2 tankara Mulya (୨ଟଙ୍କାର ମୂଲ୍ୟ) by Biswanath Kinkar Rout

୨ଟଙ୍କାର ମୂଲ୍ୟ

ମଉସା ଉଠିଲେ ୟୁନିଟ୍ ୬ ଛକରୁ । ଯିବେ ଏ.ଜି. ଛକ ପର୍ଯ୍ୟନ୍ତ । ୫ ଟଙ୍କାଟିଏ ବଢ଼େଇ ଦେଲେ ମହିଳା କଣ୍ଡକ୍ଟରକୁ । ସେ କହିଲେ, “ମଉସା ୮ ଟଙ୍କା ଦିଅ ।” “କାହିଁକି? ମୁଁ ତ ସବୁଦିନେ ୫ ଟଙ୍କା ଦିଏ !” “ମଉସା ଏଇଟା ଏସି ବସ୍ । ୧୦‌ ଟଙ୍କା ସର୍ବନିମ୍ନ ଭଡ଼ା । କିନ୍ତୁ ଆପଣ ୬୦ ବର୍ଷରୁ ଉର୍ଦ୍ଧ୍ୱ; ତେଣୁ ୮ ଟଙ୍କା ।” ଅନେକ ଯୁକ୍ତି ତର୍କ କଲା ପରେ ସେ ୧୦ ଟଙ୍କିଆ ମୁଦ୍ରାଟିଏ ବଢ଼େଇ ଦେଲେ ।…

ଅଧିକ ପଢ଼ନ୍ତୁ
Odia Poem Tini Ratha Bije Tini Thakura (ତିନି ରଥେ ବିଜେ ତିନି ଠାକୁର) by Basanti Lata Jena

ତିନି ରଥେ ବିଜେ ତିନି ଠାକୁର

ବରଷକେ ଥରେ ରଥ ଯାତରା ଲୋ ବଡ଼ ଦାଣ୍ଡ ଉଛୁଳୁଛି ଶଙ୍ଖ ଘଣ୍ଟା ଧ୍ଵନି ମୃଦଙ୍ଗ ବାଜୁଛି ତିନି ରଥ ସଜା ଅଛି । ତାଳଧ୍ଵଜ ରଥେ ବିଜେ ବଳଦେବ ରାମ କୃଷ୍ଣ ବିରଜାନ୍ତି ସାରଥୀ ମାତଳୀ ଦଉଡ଼ି ବାସୁକୀ ସୌଭାଗ୍ୟ ମନେ କରନ୍ତି । ସୁଭଦ୍ରାଙ୍କ ରଥ ଦର୍ପ ଦଳନ ଲୋ ସୁଦର୍ଶନ ବିରଜାନ୍ତି ସାରଥୀ ଅର୍ଜୁନ ରଶି ସ୍ୱର୍ଣ୍ଣଚୂଡ଼ ଦେବତା ବୋଲି କହନ୍ତି । ଜଗନ୍ନାଥଙ୍କର ନନ୍ଦିଘୋଷ ସାଥେ ବିଜେ ମଦନ ମୋହନ ସାରଥୀ ଦାରୁକ ରଶି ଶଙ୍ଖଚୂଡ଼…

ଅଧିକ ପଢ଼ନ୍ତୁ
Odia Poem Jauchhi Ratha Dekhi Muhin (ଯାଉଛି ରଥ ଦେଖି ମୁହିଁ) by Sasmita Pradhan

ଯାଉଛି ରଥ ଦେଖି ମୁହିଁ

ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ ଯିବୁ ଯଦି ମୋ ସାଥିରେ ଆ ବେଗି ବେଗି ହୋଇ ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ… ଆଷାଢ଼ ଶୁକ୍ଳପକ୍ଷ ଗୁଣ୍ଡିଚା ଦିନ କରିବେ ମହାପ୍ରଭୁ ରଥାରୋହଣ ଅପୂର୍ବ ସେ ରୂପକାନ୍ତି ଭକ୍ତ ମନ ମୋହନ୍ତି ଦେଖିଲେ ଲୀଳା ଖେଳା ତରିବୁ ଭବ ଭେଳା ଡେରି ତୁ କରନାହିଁ ଖରା ମାଡ଼ି ଆସେ ଟାଇଁ ଟାଇଁ ଲୋ ଚାନ୍ଦମୁହିଁ ଯାଉଛି ରଥ ମୁହିଁ… ନନ୍ଦିଘୋଷ ରଥରେ ଜଗତନାଥ…

ଅଧିକ ପଢ଼ନ୍ତୁ
Odia Poem Kalia Gosein (କାଳିଆ ଗୋସେଇଁ) by Debasish Mohapatra

କାଳିଆ ଗୋସେଇଁ

ଚାହିଁ ବସିଥିଲି ଅନତି ଦୂରେ କେବେ ଆସିବ ମୋର ସଖା ସେଦିନ ଆଉ ନାହିଁ କେତେ ଦୂର, ଆସୁଛି ରଥ ଯାତ୍ରା । ଚକାଡୋଳା ସାଆନ୍ତେ ଟିକେ ଦିଅ ମତେ ଦେଖା ଏ ଭବ ସାଗରରେ ଆଉ କିଛି ଲୋଡ଼ା ନାହିଁ ମୋର ଭାବୁଥିବି ଖାଲି ତମ ଚିନ୍ତା । ମହା ପ୍ରଭୁଙ୍କ ମହାପ୍ରସାଦ, ମହା ପ୍ରଭୁଙ୍କ ବଡ଼ ଯାତ୍ରା ଶରଧା ବାଲିରେ ପାଦ ନ ପଡ଼ିଲେ ଜୀବନଟି ଯାଏ ବୃଥା । – ଦେବାଶିଷ ମହାପାତ୍ର

ଅଧିକ ପଢ଼ନ୍ତୁ