sarbasrestha-prani

ସର୍ବଶ୍ରେଷ୍ଠ ପ୍ରାଣୀ

ମୁଁ ଛଳନା, ବିଶ୍ୱାସର ମୁଖା ପିନ୍ଧି ଦିଏ ମୁଁ ଯାତନା । ମୁଁ ଯୌବନ, ମୋତେ ନେଇ ଗର୍ବୀ ମନ ଭୁଲେ ଆତ୍ମଜ୍ଞାନ । ମୁଁ ଅହଙ୍କାର, ମୋ ପାଇଁ ସୁନା ସଂସାର ହୁଏ ଛାରକାର । ମୁଁ ଲୋଭ, ଯେତେ ଧନ ପାଇଲେ ବି ପୂରେ ନାହିଁ ଗର୍ଭ । ମୁଁ କ୍ରୋଧ, ନିମିଷକେ ଧ୍ୱଂସିବା ମୋହର ମାର୍ଗ । ମୁଁ ମାନବ, ଲୋଭ, କ୍ରୋଧ, ମୋହ‌ମାୟା ମୋଠୁଁ ଉଦ୍‌ଭବ । ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ ଉଡ଼ାଏ ମୁଁ ବାନା, ଇନ୍ଦ୍ରିୟର ସଂଯମତା ନାହିଁ…

ଅଧିକ ପଢ଼ନ୍ତୁ
dubaghasa

ଦୁବଘାସ

ଘାସଟିଏ ମୁଁ ଦୁବଘାସଟିଏ ଆକାର ମୋହର ଛୋଟିଆ ଛୋଟ ଶରୀରଟି ଧରିଛି ସିନା ମୁଁ କାମଟି ମୋହର ବଢ଼ିଆ ॥ ଠାକୁର ଘରର କଳସ ସେବାରେ ଦରକାର ହୁଏ ମୁହିଁଟି ଆମ୍ବଡାଳ ବରକୋଳିର ପତରେ ସ୍ଥାନ ଯେ ମୋହର ଥାଏଟି ॥ ଆସୁ ସତେ କେତେ ବାଆ ବତାସ ଯେ କେବେ ଯାଏ ନାହିଁ ଡରିକି ଡରିବାର ଯଦି ଥାଏ ମୋ ମନରେ ଡର ଥାଏ ମୋର ହରିକି ॥ ଗୋରୁର ପାକୁଳି ମଧ୍ୟରେ ମୁହିଁ ଯେ ହରାଇ ଦିଏ ମୋ…

ଅଧିକ ପଢ଼ନ୍ତୁ
banaspati

ବନଷ୍ପତି

ଧୂଳି ମାଟି କଙ୍କରିତ ଏଇ ଧୁସର ଧରିତ୍ରୀକୁ ତୁମେଇ ତ, ସବୁଜିମାରେ ଭରିଦେଲ । ଏ ଧୂସର ଧରିତ୍ରୀକୁ ତୁମରି ରଙ୍ଗରେ ରଙ୍ଗେଇ ଦେଲ, ତୁମରି ନବ କିଶଳୟ, ତୁମରି ପୁଷ୍ପ ସମ୍ଭାରରେ କେତେଯେ ରଙ୍ଗ ବିଛାଡିଗଲ, ପ୍ରାଣେ ପ୍ରେମ ତୁମେଇ ତ ଭରିଦେଲ । ପ୍ରାଣେ ପ୍ରାଣବାୟୁ ତୁମେଇ ତ ଦେଲ, ଅନ୍ନମୟ ପିଣ୍ଡେ ପ୍ରତି କୋଷୀକାରେ, ତୁମେତ ବୋହୁଛ ପ୍ରତିକ୍ଷଣ ପ୍ରତି ମୁହୁର୍ତ୍ତରେ, ପ୍ରତିଟି ପ୍ରାଣୀର ପ୍ରତିଟି ନିଶ୍ୱାସକୁ ତୁମେ ତ ରୁଣି କରିଦେଲ । ରୁତୁ ବି…

ଅଧିକ ପଢ଼ନ୍ତୁ
Odia Poem Nua Barsa (ନୂଆ ବର୍ଷ) by Rajshekhar Chima for New Year

ନୂଆ ବର୍ଷ

ଆସୁଅଛି ନୂଆ ବର୍ଷ, ନୂଆ ସମୟ ଚକ୍ର ସ୍ୱୀକାର କରିବା ସ‌ହର୍ଷ । ଜୀବନରେ ଖୋଲିବା ନୂତନ ଅଧ୍ୟାୟ, ଚାଲିବ ଅନେକ ଅନେକ ପର୍ଯ୍ୟାୟ । ଭଲ ମନ୍ଦ ଅନେକ ପୃଷ୍ଠା, ଶ୍ରୀଜୀଉଙ୍କ ପ୍ରତି ରହୁ ସମସ୍ତଙ୍କ ନିଷ୍ଠା । ଯାଉଥିବା ବର୍ଷରୁ ମିଳିଲା ଅମୂଲ୍ୟ ଶିକ୍ଷା, ଆଗାମୀ ବର୍ଷରେ ଧୈର୍ଯ୍ୟେ ସାମନା କରିବା ନୂଆ ପରୀକ୍ଷା । ନିଜ ପ୍ରାଚୀନ ପରମ୍ପରା ର କରିବା ସୁରକ୍ଷା, ଭାଷା ସଂସ୍କୃତି ବ୍ୟବ‌ହାରରେ ତୃଟିର କରିବା ସମୀକ୍ଷା । ହୋଇପରେ କିଛି ନୂଆ କ୍ରାନ୍ତି, ପାଳନ…

ଅଧିକ ପଢ଼ନ୍ତୁ
Abhinandana Nua Barsa (ଅଭିନନ୍ଦନ ନୂଆ ବର୍ଷ): Odia Poem by Sanghamitra Kanungo

ଅଭିନନ୍ଦନ ନୂଆ ବର୍ଷ

ନୂଆ ବର୍ଷ ତମେ ଆସୁଛ ସବୁ ପୁରୁଣା ସ୍ମୃତିକୁ ଫିଙ୍ଗି ଦେଇ, ବାରମାସୀ ଚଢ଼େଇ ଭଳି କେତେ ରଙ୍ଗରେ ନିଜକୁ ସଜାଇ, ତମେ ଆସୁଛ । ଆକାଶରେ ମେଘହୀନ ଗୀତର ରାଗିଣୀ ଶୁଣାଉଛି ତମ ଆଗମନୀର ବାର୍ତ୍ତା, ତମେ ଆସୁଚ ପୌଷ ଶେଷରେ ଶୀତର ଚାଦର ଢାଙ୍କି ହୋଇ । କିନ୍ତୁ ହେ ନବବର୍ଷ, ଯଦି ମୁଁ ଠିକ୍ ଦେଖିଥାଏ, ତେବେ ତମ ମୁହଁରେ ତ’ ଦେଖିପାରୁନାହିଁ ଆଗମନୀର ଉଲ୍ଳାସ, ସତେ ଯେମିତି ତମ ଭିତରୁ ମରି ଯାଇଛି ପ୍ରାଣର…

ଅଧିକ ପଢ଼ନ୍ତୁ