ନୂଆ ବର୍ଷ
ଆସୁଅଛି ନୂଆ ବର୍ଷ, ନୂଆ ସମୟ ଚକ୍ର ସ୍ୱୀକାର କରିବା ସହର୍ଷ । ଜୀବନରେ ଖୋଲିବା ନୂତନ ଅଧ୍ୟାୟ, ଚାଲିବ ଅନେକ ଅନେକ ପର୍ଯ୍ୟାୟ । ଭଲ ମନ୍ଦ ଅନେକ ପୃଷ୍ଠା, ଶ୍ରୀଜୀଉଙ୍କ ପ୍ରତି ରହୁ ସମସ୍ତଙ୍କ ନିଷ୍ଠା । ଯାଉଥିବା ବର୍ଷରୁ ମିଳିଲା ଅମୂଲ୍ୟ ଶିକ୍ଷା, ଆଗାମୀ ବର୍ଷରେ ଧୈର୍ଯ୍ୟେ ସାମନା କରିବା ନୂଆ ପରୀକ୍ଷା । ନିଜ ପ୍ରାଚୀନ ପରମ୍ପରା ର କରିବା ସୁରକ୍ଷା, ଭାଷା ସଂସ୍କୃତି ବ୍ୟବହାରରେ ତୃଟିର କରିବା ସମୀକ୍ଷା । ହୋଇପରେ କିଛି ନୂଆ କ୍ରାନ୍ତି, ପାଳନ…

