Sukha Dukha - ସୁଖ ଦୁଃଖ

ସୁଖ ଦୁଃଖ

ପବନ ସୁଅରେ ବହି ଯାଉଥିବା ପ୍ରତ୍ୟେକଟି ମୁହୁର୍ତ୍ତ ପରିବର୍ତ୍ତନଶୀଳ କେବେ ଦୁଃଖର ନଦୀ ତ କେବେ ସୁଖର ସାଗର ଜୀବନର ସବୁ ପାହାଚରେ ଦୁହେଁ ଦିବ୍ୟମାନ ସୁଖ ବିନା ଦୁଃଖ ଅଧୁରା ଦୁଃଖ ବିନା ସୁଖ ଅଧୁରା ସୁଖରେ ଏ ମନ ଦି’ ପଦ ଗୀତ ଗାଏ ଦୁଃଖରେ ଏ ଆଖି ଦି’ ଟୋପା ଲୁହ ଝରାଏ । ସୁଖ ଦୁଃଖ ଦୁହେଁ ଅନ୍ତରଙ୍ଗ ବନ୍ଧୁ ଗୋଟେ ନିଶ୍ୱାସ ହେଲେ ଆଉ ଗୋଟେ ପ୍ରଶ୍ୱାସ ଦୁହେଁ ଜୀବନର ଚିରସାଥୀ…

ଅଧିକ ପଢ଼ନ୍ତୁ
Satyanumana - ସତ୍ୟାନୁମାନ

ସତ୍ୟାନୁମାନ

ଲକ୍ଷ୍ମୀଦେବୀ କହୁଛନ୍ତି ପ୍ରଭୁ ମୁଖଚାହିଁ ଏ ସୃଷ୍ଟି ବାରତା ମୋତେ କୁହ ହେ ବୁଝାଇ । ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖଚାହିଁ କର୍ଣ୍ଣଡେରି ଶୁଣ ଯାହା କହିବି ବୁଝେଇ । ଯୁଗ ମଧ୍ୟେ କଳିଯୁଗ ବଡ଼ ହିଁ ବିଚିତ୍ର ପାପଭାରେ ପୂର୍ଣ୍ଣ ଏଠି ମାନବ ଶରୀର । ମିଥ୍ୟା ବାନ୍ଧିବ ତା’ ବସା ଅଧର୍ମୀର ଘରେ ଦୁର୍ନିତୀ, ଦୁର୍ଗୁଣ ଯେତେ ରହିବେ ସାଥୀରେ । ଗୃହ ବିବାଦରେ ସର୍ବେ ହଣାକଟା ହେବେ ଆହା କହିବାକୁ ଜଣେ କେହି ନ ଆସିବେ । ଶାଶୁକୁ ବୋହୂ…

ଅଧିକ ପଢ଼ନ୍ତୁ
Download Now 32nd Edition of Shubhapallaba

୩୨ଶ ସଂସ୍କରଣ

୨୦୨୧ ମସିହାର ନଭେମ୍ବର ମାସରେ ଶୁଭପଲ୍ଲବର ୩୨ଶ ସଂସ୍କରଣ ପ୍ରକାଶ ପାଇଥିଲା । ୩୫ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୫ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Bhoka - ଭୋକ

ଭୋକ

ଭାରତ ଚାରି ଦିଗରେ ବ୍ୟାପିଛି, ସଦ୍ୟ ପୂଜିତା ଭରତ ବର୍ଷର ନାଗରିକ ଭାବେ ସବୁଜ ବନାନୀର ଶୋଭା ମଣ୍ଡନ କରି ଧରଣୀ ରାଣୀର ଏକ ଖୁସିର ମାର୍ଜନାକୁ ବଖାଣିବାକୁ ମୁଁ ବ୍ୟାକୁଳ ଥାଏ, ବସର ପଛ ସିଟରେ ବସି ଝରକା ଫାଙ୍କର ଦୃଶ୍ୟକୁ ମୁଁ ଅନୁଭବ କରେ, ହଜି ଯାଏ ସ୍ଵର୍ଗୀୟ ଆନନ୍ଦରେ….. ଦୁନିଆର ସ୍ରୁଷ୍ଟି କେଡ଼େ ମୋନୋବ୍ଲକ ଲୋଭ କଉଠି ନଦୀ ତଟ ତ କଉଠି ସମୁଦ୍ରର ଘୁ ଘୁ ଗର୍ଜନ । କଉଠି ହସଖୁସି ଭରା…

ଅଧିକ ପଢ଼ନ୍ତୁ
He Iswar

ହେ ଇଶ୍ଵର

ସେ ଦଶ ଅବତାର ମଧ୍ୟରୁ ଗୋଟିଏ ଅବତାର ନେଲ ନାହିଁ କାହିଁ ନାରୀର? ସେଥିପାଇଁ ବୋଧେ ବୂଝିପାରୁନ କେତେ ଯନ୍ତ୍ରଣା ଏ ନାରୀ ଜୀବନର । ନାରୀ ଦୂର୍ଗା ନାରୀ କାଳୀ କେବଳ ପୈାରାଣିକ କଥାବସ୍ତୁରେ ଆଜିବି ସୀତା, କୃଷ୍ଣା ଘୂରି ବୁଲୁଛନ୍ତି ତୁମଠାରୁ ନ୍ୟାୟ ଅପେକ୍ଷାରେ । ପୁରାଣର ଏତେ ଗଭୀରତାକୁ ନାହିଁ ମୋର ଜ୍ଞାନ ମୁଁ ତ ସାଧାରଣ ଝିଅଟିଏ ସାଧାରଣ ଏ ଜୀବନ । ନାଁ ଦେଇପାରିବି ମୁଁ ଅଗ୍ନି ପରୀକ୍ଷା ନାଁ ଜାଳିପାରୁଛି କୁରୁବଂଶ ହେଲେ…

ଅଧିକ ପଢ଼ନ୍ତୁ