Abujha Mana by Soumyashree Tripathy

ଅବୁଝା ମନ

ଅମାନିଆ ଲୁହ ମୋର ବୋହି ଯାଉଛି ତୁମ ଅପେକ୍ଷାରେ… କ’ଣ କହି ବୁଝେଇବି ତାକୁ ଥରେ କହିଦିଅ ତୁମେ ମୋତେ । ମରୁଭୂମିର ଆକୁଳ ତୃଷ୍ଣା ଝୁରିଥାଏ ଯେପରି ଶ୍ରାବଣକୁ, ସେହିପରି ମୋ ମନ ଝୁରୁଛି ତମର ସେ ମଧୁଝରା ହସକୁ । ନିଜକୁ ଲାଗୁଛି ଆଜି ମୁଁ କାହିଁ ନିଜେ ଅଜଣା, ଭୁଲିଯାଇଛି ବୋଧେ ମୁଁ ନିଜକୁ ପାଇବାକୁ ତୁମ ପ୍ରେମର ପାଉଣା । ସମସ୍ତେ କୁହନ୍ତି ତୁମେ ଯେ କଳଙ୍କର ଚିହ୍ନ କିନ୍ତୁ ତୁମେ ଯେ ମୋ ମନର…

ଅଧିକ ପଢ଼ନ୍ତୁ
Akuha Prema - ଅକୁହା ପ୍ରେମ

ଅକୁହା ପ୍ରେମ

ସେତେବେଳେ ଫୋନ ନଥିଲା ବୋଲି ସ୍କୁଲ ଛୁଟି ପରେ ଗାଁ ମୁଣ୍ଡ ବର ଗଛ ପାଖରେ ସବୁଦିନ ଅପେକ୍ଷା କରେ ସତ୍ୟ । ସେମିତି ଚୁପ ଚାପ ହୋଇ ଗୋଟେ କଣକୁ ଆଉଜି ଠିଆ ହୋଇ ରହିଥାଏ ତା’ ମେଘାର ଆସିବା ବାଟକୁ ଚାହିଁ । କେବେ ମୁହଁ ଖୋଲି ଭଲ ପାଏ ବୋଲି କହିବାର ସାହସ ନଥିଲା ତା’ ଭିତରେ । ମେଘା ସ୍କୁଲର ସବୁଠୁ ମେଧାବୀ ଛାତ୍ରୀ; ପାଠ ପରି ଶାଠରେ ବି ବହୁତ ଆଗରେ ସେ । ସବୁ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 8th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଅଷ୍ଟମ ସମ୍ପାଦକୀୟ

ନୂତନ ଉଦ୍ଭାବନ ମନୁଷ୍ୟର ଜୀବନ ଶୈଳୀକୁ କରେ ସରଳ ତଥା ସୁବ୍ୟବସ୍ଥିତ; ପାରିପାର୍ଶ୍ୱିକ ପରିବେଶ ଓ ଜୀବଜଗତର ସଂରକ୍ଷଣ କରେ; ଦୀର୍ଘସୁତ୍ରୀ ବ୍ୟବସ୍ଥାରେ । କିନ୍ତୁ କେବେ ଭାବିଛନ୍ତି, ଯଦି ସେହି ଉଦ୍ଭାବନ ବର୍ତ୍ତମାନ ପର୍ଯ୍ୟାୟରେ ମନୁଷ୍ୟର ଜୀବନ ଶୈଳୀକୁ ସରଳୀକୃତ କରୁକରୁ ଭବିଷ୍ୟତରେ ଜୀବଜଗତ ତଥା ପରିବେଶକୁ ଧ୍ୱଂସାଭିମୁଖୀ କରୁଥାଏ ! ତେବେ? ହଁ ! ୧୯୦୭ ମସିହାର ସେମିତି ଏକ ବୈପ୍ଳବିକ ତଥା ଯୁଗାନ୍ତକାରୀ ଆବିଷ୍କାର ମନୁଷ୍ୟ ଜୀବନଶୈଳୀକୁ ସହଜ କରୁକରୁ ୨୦୦୭ ମସିହା ବେଳକୁ ସମ୍ପୂର୍ଣ୍ଣ ଜୀବଜଗତ…

ଅଧିକ ପଢ଼ନ୍ତୁ
Swarthapara Dunia - ସ୍ୱାର୍ଥପର ଦୁନିଆ

ସ୍ୱାର୍ଥପର ଦୁନିଆ

କାହିଁ କେତେଦୂର ଚାଲି ଆସିଗଲି ମୋ ପରିଚୟ ଖୋଜି ଖୋଜି କିନ୍ତୁ ପାଇଲିନି ପରିଚୟ ସିନା ପାଇଲି ମୁଁ ଅନୁଭୂତି ॥ ଚାଲୁ ଚାଲୁ ମୁଁ ଚିହ୍ନିଗଲି ଏଇ ସ୍ୱାର୍ଥପର ଦୁନିଆକୁ କେଜାଣି କାହିଁକି ଲାଗୁଛି ହେ ମତେ କାହିଁ ଜନ୍ମିଲି ଏଠି ତୁଚ୍ଛାକୁ ॥ ସ୍ୱାର୍ଥ ପାଇଁ କେବେ ପ୍ରେମ ବନ୍ଧା ପଡ଼େ ତ ପ୍ରେମ ପାଇଁ କେବେ ପରିବାର ଯଉଠି ଦେଖିଲେ ସ୍ୱାର୍ଥ ହିଁ ସ୍ୱାର୍ଥ ହାଏରେ ମୋହମାୟା ପୂର୍ଣ୍ଣ ସଂସାର !! ଏଠି ତ…

ଅଧିକ ପଢ଼ନ୍ତୁ
ସ୍ୱପ୍ନର ଦୁନିଆ - Swapnara Dunia

ସ୍ୱପ୍ନର ଦୁନିଆ

ସ୍ୱପ୍ନର ଦୁନିଆ ମୋର ଅଟେ ଯେ ନିଆରା ଫୁଲ ପରି କୋମଳ ସେ, ସୁଖର ଆସରା ଶେଯରେ ବିଛାଏ ସ୍ୱପ୍ନ କେତେ କେତେ ମୁଁ ଯେ ସୁଖର ଆସରାରେ କେବେ କେବେ ହଜେ ॥ ସ୍ୱପ୍ନ ଆଣେ ନୂଆ ସକାଳର ବାସ୍ତବତା ପୁଣି କେବେ ଆଣେ ଜୀବନରେ ନୀରବତା ଉଙ୍କିମାରେ ପ୍ରଶ୍ନ କିଛି ଏ ମନର ଭିତରେ ଘୁରି ବୁଲେ ଅଧାଭଙ୍ଗା ସ୍ୱପ୍ନ ସାକାରରେ ॥ ସ୍ୱପ୍ନ ଆଗମନରେ କେବେ ନଥାଏ ଦିନ ରାତି ସେହି ସ୍ୱପ୍ନ…

ଅଧିକ ପଢ଼ନ୍ତୁ