Odia Poem Basantara Amantrana (ବସନ୍ତର ଆମନ୍ତ୍ରଣ) by Anasuya Panda

ବସନ୍ତର ଆମନ୍ତ୍ରଣ

କୋଇଲିର କୁହୁତାନରେ ବସନ୍ତର ଆମନ୍ତ୍ରଣ ନବପଲ୍ଲବିତ ତରୁ ଡାଳେ ପ୍ରଣୟର ପ୍ରୀତି ପତ୍ର ଫୁଲର ରଙ୍ଗରେ ଅଭୀକ ସମ୍ମୋହନ ବସନ୍ତର ମଳୟରେ ଭାସି ଆସେ ଅଭିସାର ପ୍ରେମର ଲଗନ ଭିଜିବାକୁ ମନ କୁହେ କଳ୍ପନାରେ ଲମ୍ବିଥିବା ଅକୁହା ଜୀବନ । ଭାସି ଆସେ ମନର ଦେହଳୀ ଡେଇଁ ଅସଂଯତ ଅନେକ ସପନ ସମସ୍ତଙ୍କ ଅଲକ୍ଷରେ ମନ ହଜିଯାଏ ଲାଜେଇ ଲାଜେଇ ହାତେଇ ନିଏ ଆବେଗସ୍ନାତ ଚଉଠେ ଜୀବନ ଅଧପାଏ ଖୁସିର ଫଗୁଣ । ଝରା ବଉଳର ଶେଯରେ…

ଅଧିକ ପଢ଼ନ୍ତୁ
The Power of Your Subconscious Mind Book Review in Odia (ପୁସ୍ତକ ସମୀକ୍ଷା: ମନ ଜଗତର ଗହନ କଥା)

ପୁସ୍ତକ ସମୀକ୍ଷା: ମନ ଜଗତର ଗହନ କଥା

ଆପଣ ଯଦି ଜଣେ ପୁସ୍ତକ ପ୍ରିୟ ମଣିଷ ହେଇଥିବେ, ତା’ହେଲେ Joseph Murphy “The Power of Your Subconscious Mind” ପୁସ୍ତକ ବିଷୟରେ ତ ନିଶ୍ଚିତ ଜାଣିଥିବେ । ଶ୍ରୀଯୁକ୍ତ ଅନନ୍ତ ଚରଣ ସ୍ୱାଇଁ ମହୋଦୟ ଏହି ପୁସ୍ତକଟିର ଓଡ଼ିଆ ଅନୁବାଦ କରିଛନ୍ତି, ଯାହାକି ପ୍ରକାଶ ପାଇଛି ପ୍ରଜ୍ଞାନ ପବ୍ଲିକେଶନ୍ ଦ୍ୱାରା । ଯଦିଓ ବହିଟି ଅନେକ ଦିନ ଧରି ମୋ ପାଖରେ ରହିଥିଲା ଏବଂ ଆମ ଆଖପାଖର ଲୋକମାନେ ଏହାକୁ ପଢ଼ିସାରିଥିଲେ, ତଥାପି ସମୟ…

ଅଧିକ ପଢ଼ନ୍ତୁ
Odia Poem Palsha (ପଳାଶ) by Sarmistha Malla

ପଳାଶ

ସେ ଅସ୍ପୃଶ୍ୟ, ଅଲୋଡ଼ା ତଥାପି ଫୁଟେ ପ୍ରତି ଫଗୁଣରେ ଜୀବନରେ ଟିକିଏ ରଙ୍ଗ ମାଖିବାକୁ । ଜାଣେ ସେ ଅଲୋଡ଼ା, ଅସ୍ପୃଶ୍ୟ, କିନ୍ତୁ ସେ ଫୁଟେ ନିଜସ୍ୱ ଭଙ୍ଗୀରେ, ନିଜସ୍ୱ ଠାଣୀରେ, ଖୁବ ଉଲ୍ଲାସରେ ମାଦକତା ଭରି ଉଛ୍ୱାସରେ, ସ୍ରଷ୍ଟାଙ୍କ ଇଙ୍ଗିତରେ, ଭରି ଦେବା ପାଇଁ ରଙ୍ଗ ତାଙ୍କରି ସୃଷ୍ଟିରେ । ଜୀବନ ଓ ଯୌବନର ପରିସୀମାର ଉର୍ଦ୍ଧ୍ୱରେ, ଚିନ୍ମୟ ସତ୍ତାର ପରିପ୍ରକାଶ ପାଇଁ ଚେତନା ଓ ଚିନ୍ତନ ସବୁଠି ଭରି ଦେବା ପାଇଁ ଚିନ୍ମୟତ୍ୱର ରଙ୍ଗ…

ଅଧିକ ପଢ଼ନ୍ତୁ
Odia Poem Patha Sama (ପଥ ସମ) by Dushmant Behera

ପଥ ସମ

ସମୟ ବାଟରେ ମୁଁ ପଥସମ ଆଗେଇବା ଆଗରୁ ଭାବନା ବୁଡ଼େ ସ୍ୱପ୍ନ ତୁଠରେ !! ଦୁଇ ପାଦର ବାଟ ସାକ୍ଷୀ ମୁହିଁ ଛାଇ ଛଇଳକୁ ଦେଖି ପବନ ଭସେଇ ନିଏ !! ମୋ ମଧୁର ମହକ ରାଶି ମଉନ ମନ ମୋର ବସିଛି ଚାହିଁ ସମୟ ପଥ !! ସାଙ୍ଗେ ସଙ୍ଗାତ କରି ଠେଲି ଦେଉଛି ମୋ ଅତୀତର ଅତୀତ ହସି ଦେଇ !! ପ୍ରାଣ ଅଛି ବୋଲି ଆଗକୁ ଚାଲେ ବଞ୍ଚିବା ନାଁରେ ଅଭିନୟ କରି…

ଅଧିକ ପଢ଼ନ୍ତୁ
Odia Poem Sapanara Saudagara (ସପନର ସୌଦାଗର) by Sandhyarani Dash

ସପନର ସୌଦାଗର

ଗହଳ ନିଦରେ ହୃଦ୍ ସ୍ପନ୍ଦନରେ କରି ଦେଲ ନୂଆ ଘର ଖରା ଛାଇ ମିଶା ଆଲୋକ ଭିତରେ ସପନର ସୌଦାଗର । କେବେ ପାଶେ ଥାଅ କେବେ ଦୂରେ ଦୂରେ ତୁମକୁ କି ଭୁଲି ପାରେ ତୁମ ପାଇଁ ମୋର ହୃଦୟ କୋଣଟି ଭରେ ନିତି ସପନରେ । ତଥାପି କାହିଁକି ବୁଝେ ନାହିଁ ମନ ମନେ ପଡ଼ ବାର ବାର । ମିଛ ପ୍ରତାରଣା କରେ ବାଟ ବଣା ସ୍ମୃତି ସବୁ ଅପାଶୋରା ମଧୁ ଶୋଷି…

ଅଧିକ ପଢ଼ନ୍ତୁ