Odia Poem E Kemitika Nuabarsa Asichhi (ଏ କେମିତିକା ନୂଆ ବର୍ଷ ଆସିଛି) by Tara Rani Nayak

ଏ କେମିତିକା ନୂଆ ବର୍ଷ ଆସିଛି

କ୍ୟାଲେଣ୍ଡର ବଦଳିବା ସାଥିରେ ଆଉ କ’ଣ କିଛି ବଦଳିଛି? ସବୁ ଯେମିତି ଥିଲା, ଆଜିବି ସେମିତି ଅଛି । ଆଜିବି କନ୍ୟା ଭ୍ରୁଣ ହତ୍ୟା ହେଉଛି ନୂଆ ବୋହୂଟିଏ ଜଳୁଛି ରାସ୍ତା କଡ଼ରେ, କଣ୍ଟା ବୁଦାରେ ନିଷ୍ପାପ ଶିଶୁ ଗଡ଼ୁଛି ଏ କେମିତିକା ନୂଆ ବର୍ଷ ଆସିଛି? ଆଜିବି ବୃଦ୍ଧା ଆଶ୍ରମରେ ବୁଢ଼ା ବାପାମା’ ଦିନ କଟୁଛି ଯୋୖଥ ପରିବାର, ଆଇ ମା’ କାହାଣୀ ଇତିହାସେ ଲେଖା ଚାଲିଛି । ଏ କେମିତିକା ନୂଆ ବର୍ଷ ଆସିଛି? ଆଜିବି ଝିଅଟିଏ…

ଅଧିକ ପଢ଼ନ୍ତୁ
Odia Poem Ketedina Emiti (କେତେଦିନ ଏମିତି) by Ramesh Chandra Behera

କେତେଦିନ ଏମିତି

କେତେଦିନ ଏମିତି ଆଦର୍ଶର ମୁଖା ପିନ୍ଧି ଭିଆଣ ଅଭିନୟ କରି ମିଠା ମିଠା କଥା କହି ଅନ୍ୟ ଠୁଁ କାରତାଳି ଶୁଣିବାକୁ ଭଲ ପାଉଥିବ? କେତେଦିନ ଏମିତି କାମ, କ୍ରୁଧଃ, ଲୋଭ ମଦ, ମାଧୁର୍ଯ୍ୟରେ ଲିପ୍ତ ରହୁଥିବା ଲୋକ ଆଦର୍ଶର ମଣିଷର ଅଭିନୟ କରି ମିଛ ସମ୍ପର୍କ କରି ଚାଲିବ ପୁଣି ଦୂରେଇ ଯାଉଥିବ? କେତେଦିନ ଏମିତି ନାଟକ କରି ଚାଲିବ ଲୋଭ, ସ୍ୱାର୍ଥପରତାରେ ନିଜ ଆଭିଜାତ୍ୟକୁ ଭୁଲି ଯାଇ ସମସ୍ୟାରେ ସମସ୍ୟାକୁ ସୃଷ୍ଟି କରି ନିଜ…

ଅଧିକ ପଢ଼ନ୍ତୁ
Odia Story Anubhav (ଅନୁଭବ) by Purnima Lenka

ଅନୁଭବ

ବିଜୁଳିର ତୀକ୍ଷ୍ଣ ଶବ୍ଦ କାନକୁ ସ୍ପର୍ଶ କଲା ପରେ ଛାତିର ସ୍ପନ୍ଦନଟି ବଢ଼ି ଗଲା ତା’ର ପର ମୁହୂର୍ତ୍ତରେ ହଠାତ ମୋ’ ନିଦଟା ଭାଙ୍ଗିଗଲା । କିଛିକ୍ଷଣ ପାଇଁ କିଛି ବୁଝି ପାରିଲିନି, ଚିନ୍ତା କରିବାର କ୍ଷମତା ହରେଇ କିଛି ସମୟ ବିଛଣାରେ ପଡ଼ି ରହିଲି, କିଛି ସମୟ ନୀରବତା ପରେ ନିଜକୁ ଚେତନାରେ ଆଣି ଝରକା ପାଖକୁ ଯାଇ ଦେଖେ ତ ପ୍ରବଳରୁ ଅତି ପ୍ରବଳ ବର୍ଷା । ପଛକୁ ବୁଲି କାନ୍ଥ ଘଣ୍ଟାରେ ଦୃଷ୍ଟି ନିକ୍ଷପ କରୁ…

ଅଧିକ ପଢ଼ନ୍ତୁ
Odia Poem Mrutyu Apekshare (ମୃତ୍ୟୁ ଅପେକ୍ଷାରେ) by Sai Prava Sutar

ମୃତ୍ୟୁ ଅପେକ୍ଷାରେ

ମୃତ୍ୟୁର ଦ୍ୱାରଦେଶରେ ଅପେକ୍ଷାରତ ମୁଁ, ମୋ ଶୁଖିଲା ଶରୀରକୁ ନେଇ । ଅସ୍ତବ୍ୟସ୍ତ ମନକୁ ଚକୋଲେଟ୍ ଦେଇ ମନେଇ ଦେଇଛି । ତା’ ଚୁଲବୁଲି ପଣକୁ କବାଟ କଣରେ ଜାକିଦେଇ, ମୁଣ୍ଡରେ ନାଲି ଗାମୁଛାଟେ ବାନ୍ଧିଦେଇ, ଚାଲିଆସିଛି ॥ ଭେଟିବା ପାଇଁ, ମୋ ଭୟ ସହ ଛାତିରେ ଛେପ ପକାଇବାର କାରଣ ସହ ॥ ମୃତ୍ୟୁର ହିଂସ୍ରପଣ ତ କାଇଁ ଦିଶୁନାହିଁ ମୋତେ, ତା’ ତୀକ୍ଷ୍ମ ଚାବୁକ ବି ଏଯାଏଁ ସ୍ପର୍ଶ କରିନାହିଁ ମୋ ପଥୁରିଆ ପିଠିକୁ ॥ ମୋ…

ଅଧିକ ପଢ଼ନ୍ତୁ
Odia Poem Mun Jadi (ମୁଁ ଯଦି) by Arjun Das

ମୁଁ ଯଦି

ମୁଁ ଯଦି ପକ୍ଷୀଟେ ହୋଇଥାନ୍ତି ଗଗନେ ଘୂରି ଦେଖି ଆସିଥାନ୍ତି କି ସୁନ୍ଦର ଆହା ସେ ପ୍ରାକୃତିକ ଭେଷଭୂଷା ॥ ମୁଁ ଯଦି ଫୁଲଟେ ହୋଇଥାନ୍ତି ନିତି ପ୍ରଭାତେ ପ୍ରଭୁ ପାଦତଳେ ଲାଗି କରି ସତେ ମୁଁ ସ୍ଵର୍ଗୀୟ ସୁଖ ଭୋଗନ୍ତି ॥ ମୁଁ ଯଦି ଗଛଟେ ହୋଇଥାନ୍ତି ଖରା ବରଷାରେ ସାହା ହୋଇ ସତେ ମୁଁ ଛାଇ ଟିକେ ଦେଇଥାନ୍ତି ॥ – ଅର୍ଜୁନ ଦାସ

ଅଧିକ ପଢ଼ନ୍ତୁ