Odia Story Nua Barsara Kishalaya (ନୂଆ ବର୍ଷର କିଶଳୟ) by Sarmistha Sahoo on New Year

ନୂଆ ବର୍ଷର କିଶଳୟ

କହୁ କହୁ ପୁଣି ଗୋଟିଏ ବର୍ଷ ବିତି ଯାଇଛି ଏହା ଭିତରେ । ବହୁତ କିଛି ବଦଳିବି ଯାଇଛି । ମୀରା ଏହା ଭିତରେ ହଜେଇ ଦେଇଛି ନିଜକୁ ନିଜର ସ୍ୱାମୀ ଓ ସୁନ୍ଦର ପିଲା ଦୁଇଟିର ମୋହମାୟା ଭରା ସଂସାର ଭିତରେ । ବାହାର ଦୁନିଆ ଖବର ଜାଣିବା, ଶୁଣିବା, ପଞ୍ଚାୟିତି କରିବା ଏ ସବୁଠାରୁ ବର୍ଷ ସାରା ନିଜକୁ ସବୁବେଳେ ଦୂରରେ ରଖିଛି । କାମବାଲୀ ଆସି କାମ ସହିତ ଆରମ୍ଭ କରି ଦେଉଚି ତା’ ଗପ ପସରା, “ଆଜି…

ଅଧିକ ପଢ଼ନ୍ତୁ
Odia Poem Dola Purnima (ଦୋଳ ପୂର୍ଣ୍ଣିମା) by Krushna Chandra Barik for Holi

ଦୋଳ ପୂର୍ଣ୍ଣିମା

ଗୋପ ଗୋପାଳୁଣୀ ଗଲେ ନୀର ଆଣି ଯମୁନା ପୁଳିନେ ମିଳି ଅଷ୍ଟ ଅଳଙ୍କାର ଦେହରୁ କାଢ଼ିଲେ ସ୍ନାହାନ କରିବେ ବୋଲି । ଚିଲ ପକ୍ଷୀ ଏକ ଖାଇବା ପଦାର୍ଥ ମଣି ନେଲା କାନ ଫୁଲ କଦମ୍ବ ଡାଳରେ ନିରତେ ଖୁମ୍ପିଲା ଭୋକରେ ହୋଇ ବିକଳ । ସୁବର୍ଣ୍ଣର ସେହି କାନଫୁଲ ଗୋଟି କୁଞ୍ଜବନେ ଫୋପାଡ଼ିଲା ଜଳରୁ ବାହାରି ଶ୍ରୀରାଧା ସୁନ୍ଦରୀ ଖୋଜି ଖୋଜି କାନ୍ଦି ମଲା । ଅନ୍ତପୁରେ ଯାଇ ଲୋତକ ଝରାଇ ରହିଲାକ ତୁନି ହୋଇ ବତ୍ସା ଚରା ବେଳେ…

ଅଧିକ ପଢ଼ନ୍ତୁ
Odia Poem Fagunara Fagu (ଫଗୁଣର ଫଗୁ) by Shushree Sangita Sethi for the Celebration of Holi in Odisha

ଫଗୁଣର ଫଗୁ

ଆସିଛି ହୋରି ଆଣି ଫଗୁ ସାଥିରେ ଫଗୁଣକୁ ସଜେଇବ ବୋଲି, ଜୀବନ ରଙ୍ଗେଇ ପ୍ରେମ ରଙ୍ଗରେ ଖୁସିର ଅଭିରକୁ ବୋଳି । ଜୀବନ ମେଳଣକୁ ରଙ୍ଗୀନ କରେଇ ଫଗୁ ଉଡ଼ାଇବ ବୋଲି ବରଷକେ ଥରେ ଆସିଛି ସେ ଖେଳିବାକୁ ମନ ଖୋଲି । ଦୋଳଗୋବିନ୍ଦଙ୍କ ଲୀଳାରେ ଭରି ଭକ୍ତିମୟ ପରିବେଶ, ରଙ୍ଗ ଖେଳରେ ମଜେଇବାକୁ ଡାକେ ହାତ ଠାରି ଆସ । ଜୀବନର ପ୍ରତି ରଙ୍ଗ ଚାଖିବାକୁ ହୁଏ କହେ ସେ ଆଖି ମାରି, ତେବେ ସିନା ଏ ଜୀବନ ରଙ୍ଗମଞ୍ଚ…

ଅଧିକ ପଢ଼ନ୍ତୁ
Odia Poem Nahua Ete Nisthura(ନହୁଅ ଏତେ ନିଷ୍ଠୁର) by Krushnendu Hota

ନହୁଅ ଏତେ ନିଷ୍ଠୁର

ଡାକ୍ତରଙ୍କ ମୁଖୁ ଝିଅଟିଏ ବୋଲି ଶୁଣିକରି ପିତାମାତା, ହଁ କହନ୍ତି ପଦେ ତଳମୁହାଁ ହୋଇ ଏଇଟା ଭାଇ କି କଥା? ଆଗରୁ ଜାଣିଲେ ଝିଅ ହେବ ବୋଲି କରିଥାନ୍ତି ଗର୍ଭ ନଷ୍ଟ, ଯଦି ବଞ୍ଚିଯିଏ ମୁଣାଟିରେ ଭରି ଫିଙ୍ଗନ୍ତି ନଲାଗେ କଷ୍ଟ । ନାଳ ନର୍ଦ୍ଦମାରେ ଦିନ କଟିଥାଏ ଶିଶୁକନ୍ୟା ସେ ନିଷ୍ପାପ, ଝିଅଟିଏ ହେଇ ଧରାକୁ ଆସିବା ହୋଇଗଲା ଅଭିଶାପ । ପିତାମାତାଙ୍କ ମନର ଭାବନା ଝିଅଟିଏ ଯଦି ହେବ, ଖୁଆଇ ପିଆଇ ପୋଷିଥିବ ସିନା ଦିନେ ସେ…

ଅଧିକ ପଢ଼ନ୍ତୁ
Odia Story Golap Phula (ଗୋଲାପ ଫୁଲ) by Soumashree Tripathy

ଗୋଲାପ ଫୁଲ

ଗୋଟେ ସପ୍ତାହେ ହେବ ସ୍ମିତାର ମନ ବହୁତ ଖୁସି । ହବନି ବି କ’ଣ ପାଇଁ ଯେ, ଆସନ୍ତା ରବିବାର ଦିନ ସ୍କୁଲର ଆଲୁମିନି ମିଟ୍ । ସବୁ ସାଙ୍ଗମାନଙ୍କ ବରାଦ, ଏଇଥର ସମସ୍ତେ ଯିଏ ଯୋଉଠି ଥାଉ ନା କାହିଁକି ସମୟ ବାହାରକରି ସମସ୍ତଙ୍କୁ ନିହାତି ଯିବାକୁ ପଡ଼ିବ, ପ୍ରତ୍ୟେକଥର ହାତଗଣତି ପିଲା ଯାଆନ୍ତି; ଆଉସବୁ କିଛି ନା କିଛି ବାହାନା କରି ଯାଆନ୍ତିନି । ହେଲେ ଏଥର ସମସ୍ତେ ଯିବାକୁ ବାଧ୍ୟ । ସାଙ୍ଗସାଥି ହେଲେ ସ୍ମିତାର ଜୀବନ, କିନ୍ତୁ…

ଅଧିକ ପଢ଼ନ୍ତୁ