ଜେଲର୍କୁ କହିଲା କଏଦୀ
କାହିଁକି ଚାଲୁନି ମୋ ଏ.ସି
କାହିଁ ମୋ ମିନେରାଲ ୱାଟର?
କାହିଁ…କାହିଁ ମୋ ଚିକେନ୍ ରୋଷ୍ଟ୍..?
କେତେଥର କହିବି ମୁଁ ତୋତେ
ମନ୍ତ୍ରୀ ତ ମୁଁ ହେବି ଦିନେ… ଆଉ
ସେତେବେଳେ ଚିହ୍ନିବୁ ତୁ ମୋତେ ॥
– ବିନୟ କୁମାର ଦାସ
Comments
ବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।