
✍ ସପ୍ତଦଶ ସମ୍ପାଦକୀୟ
କ’ଣ ଏହି ସ୍ୱାଧୀନତା? ସତ୍ୟ ଯୁଗରେ ଦୈତ୍ୟ ଭାଇଙ୍କଠାରୁ ଦେବତାମାନଙ୍କୁ ଉଦ୍ଧାର କରି ଅଭୟ ପ୍ରଦାନ କରିବା କ’ଣ ସ୍ୱାଧୀନତା? ତ୍ରେତୟା ତଥା ଦ୍ୱାପର ଯୁଗରେ ରାବଣ ଆଉ କଂସର ଅତ୍ୟାଚାରରୁ ଏ ମାନବ

ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ଦ୍ୱାରା ରଚିତ କିଛି ଗଳ୍ପ, ପ୍ରବନ୍ଧ, କବିତା, ଭ୍ରମଣ କାହାଣୀ, ଆତ୍ମକଥା, ବ୍ୟଙ୍ଗ ରଚନା ଆଦିକୁ ନେଇ ପରିକଳ୍ପନା କରାଯାଇଥିଲା ଏହି ଶୁଭପଲ୍ଲବର । ଏହି କିଛିବର୍ଷର ଯାତ୍ରାରେ, ଇ-ପତ୍ରିକାରୁ, ବିଭିନ୍ନ ଭାଷାରେ ୱେବ୍ ପୋର୍ଟାଲ୍, ପ୍ରକାଶନ, ଇ-ଷ୍ଟୋର୍ ଆଦି ଜନ୍ମନେଇଛି । ଆଗକୁ ବଢ଼ିବାର ଲକ୍ଷ୍ୟ ନେଇ ଆଗେଇ ଚାଲିଛୁ ସଭିଙ୍କୁ ସାଙ୍ଗରେ ନେଇ ।
ଅଧିକ ପଢ଼ନ୍ତୁ→
ଶୁଭପଲ୍ଲବର ସମ୍ପାଦକଙ୍କ କଲମରୁ କିବୋର୍ଡ଼ ଜରିଆରେ…..

କ’ଣ ଏହି ସ୍ୱାଧୀନତା? ସତ୍ୟ ଯୁଗରେ ଦୈତ୍ୟ ଭାଇଙ୍କଠାରୁ ଦେବତାମାନଙ୍କୁ ଉଦ୍ଧାର କରି ଅଭୟ ପ୍ରଦାନ କରିବା କ’ଣ ସ୍ୱାଧୀନତା? ତ୍ରେତୟା ତଥା ଦ୍ୱାପର ଯୁଗରେ ରାବଣ ଆଉ କଂସର ଅତ୍ୟାଚାରରୁ ଏ ମାନବ

ସେ ଲୀଳାମୟ ! ଯୁଗେ ଯୁଗେ ତାଙ୍କରି ଲୀଳା ହିଁ ସଂଗଠିତ ହୋଇଆସୁଛି ଏ ସଚରାଚାର ବିଶ୍ୱ ବ୍ରହ୍ମାଣ୍ଡରେ । କେବେ ଅନ୍ତରୀକ୍ଷର ମହାଜାଗତିକ କାର୍ଯ୍ୟ ରୂପେ ତ କେବେ ଧରାପୃଷ୍ଠରେ ମାନବୀୟ ରୂପରେ । ସେ ଅବତାରୀ !

ଅନୁଭୂତିରେ ଶ୍ରୀଜଗନ୍ନାଥ ସେଦିନ ଥାଏ ରବିବାର । ଦୁଇହଜାର ତେର ମସିହା ଜୁନ ମାସ ତେଇଶି ତାରିଖ । ପବିତ୍ର ସ୍ନାନ ପୂର୍ଣ୍ଣିମା । ସେଦିନ ଖୁବ୍ ଭୋରୁ ଆମେ ସପରିବାର ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପ୍ରଭୁଙ୍କ କରୁଣାର

ପାହାନ୍ତି ପହରୁ ଚଳଚଞ୍ଚଳ ଦେଖିଛ କି ତୁମେ କାରେ ବର୍ଷା କାକର ଖାତିରି ନକରି ହୋଇଥାଏ ଏକାକାରେ ହସାଇ ଦେବାକୁ ଶୁଷ୍କ ଭୂମିରେ ସବୁଜିମାର ଢେଉ ପାଣି ଫଟାଇ ରକତ ନିଗାଡ଼େ କଷଣ ଯେତେ

ଖାଁ ଖାଁ ଚାରିଆଡ଼ । ଏକ ଅଦୃଶ୍ୟ ଆତଙ୍କର ବହଳିଆ ପରଦାଟିଏ ସତେ ଯେପରି ଢାଙ୍କି ଦେଇଛି ସାରା ବିଶ୍ୱକୁ ! ଦ୍ଵିତୀୟ ବିଶ୍ୱଯୁଦ୍ଧରେ ପରମାଣୁ ବୋମାର ଭୟାବହତା ଦେଖିଥିବା ମାନବ ସମାଜ ତା’ ପରବର୍ତ୍ତୀ ସମୟରେ

ଦିନେ ଆଶ୍ରମରେ ସାନ୍ଧ୍ୟ ପ୍ରାର୍ଥନା ପରେ ଦୈନିକ ପ୍ରବଚନ ସାରି ଉଠୁଥିବା ବେଳେ ଅନ୍ତେବାସୀ ଜଣେ ଉତ୍ସୁକ ଜିଜ୍ଞାସୁ ପ୍ରବକ୍ତାଙ୍କୁ ପ୍ରଶ୍ନ କଲେ, “ମହାଶୟ ! ଗତ ସନ୍ଧ୍ୟାରେ ଆପଣ ବୁଝାଇ କହିଥିଲେ କି ମନୁଷ୍ୟ