
✍ ପଞ୍ଚମ ସମ୍ପାଦକୀୟ
‘ପୁଷୁ ତୋଣି‘ “ବାଲି ବାପା ଶୁଣୁଛ ! ନାହାକଘରୁ ଯାଇ ଗଉଣିଏ ମୟୂର କଣ୍ଟା ଧାନ ଆଣ ବା । ଝିଅ ଘରକୁ ଖଈ ଗଣ୍ଡେ ଉଖୁଡ଼ା କରି ପଠେଇବାକୁ ହେବ ନା । ବେହେରାଘରୁ କିଲେ ଗୁଆ

ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ଦ୍ୱାରା ରଚିତ କିଛି ଗଳ୍ପ, ପ୍ରବନ୍ଧ, କବିତା, ଭ୍ରମଣ କାହାଣୀ, ଆତ୍ମକଥା, ବ୍ୟଙ୍ଗ ରଚନା ଆଦିକୁ ନେଇ ପରିକଳ୍ପନା କରାଯାଇଥିଲା ଏହି ଶୁଭପଲ୍ଲବର । ଏହି କିଛିବର୍ଷର ଯାତ୍ରାରେ, ଇ-ପତ୍ରିକାରୁ, ବିଭିନ୍ନ ଭାଷାରେ ୱେବ୍ ପୋର୍ଟାଲ୍, ପ୍ରକାଶନ, ଇ-ଷ୍ଟୋର୍ ଆଦି ଜନ୍ମନେଇଛି । ଆଗକୁ ବଢ଼ିବାର ଲକ୍ଷ୍ୟ ନେଇ ଆଗେଇ ଚାଲିଛୁ ସଭିଙ୍କୁ ସାଙ୍ଗରେ ନେଇ ।
ଅଧିକ ପଢ଼ନ୍ତୁ→
ଶୁଭପଲ୍ଲବର ସମ୍ପାଦକଙ୍କ କଲମରୁ କିବୋର୍ଡ଼ ଜରିଆରେ…..

‘ପୁଷୁ ତୋଣି‘ “ବାଲି ବାପା ଶୁଣୁଛ ! ନାହାକଘରୁ ଯାଇ ଗଉଣିଏ ମୟୂର କଣ୍ଟା ଧାନ ଆଣ ବା । ଝିଅ ଘରକୁ ଖଈ ଗଣ୍ଡେ ଉଖୁଡ଼ା କରି ପଠେଇବାକୁ ହେବ ନା । ବେହେରାଘରୁ କିଲେ ଗୁଆ

“ତୁମେ ଫେରିଯାଅ ଭିକ୍ଷୁ ! ମୁଁ ଜୀବନ ଚାହେଁ, ନିର୍ବାଣ ନୁହେଁ ।” ମାତା ରୂପଶ୍ରୀଙ୍କ କଣ୍ଠରେ ଦୃଢ଼ ପ୍ରତ୍ୟାଖ୍ୟାନ । କିଛି କ୍ଷଣର ନିଷ୍ଫଳ ପ୍ରତୀକ୍ଷା ପରେ ରିକ୍ତ ହସ୍ତରେ ନିରୁତ୍ସାହିତ ତଥା ଭଗ୍ନ ହୃଦୟ ଘେନି

“ନମସ୍ତେ ଦାରୁ ରୂପାୟ ମହାପିପ୍ପଳ ମେବ ଚ, ସାକ୍ଷାତ ବ୍ରହ୍ମତରୋ ଦେବ ବ୍ରହ୍ମାକ୍ଷରସମନ୍ୱିତମ ।” ଓଡ଼ିଆ ଘରେ ଶୁଭ କାମଟିଏ ହେଲେ ପ୍ରଥମେ ଖୋଜାଯାଏ ନୀଳାଦ୍ରିବିହାରୀ ନୀଳକନ୍ଦରବାସୀ ପୁରୁଷୋତ୍ତମ ଶ୍ରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କୁ । ସେ

ମହାଶୟ/ମହାଶୟା, ପବିତ୍ର ଉତ୍କଳ ଦିବସରେ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଏପରି ଏକ ମହାନ ତଥା ପବିତ୍ର ଦିନରେ ନବପଲ୍ଲବର ଦ୍ଵିତୀୟ ସଂସ୍କରଣକୁ ଟେକି ଦେଉଛୁ ଆପଣମାନଙ୍କ ହାତରେ । ପ୍ରଥମ ସଂସ୍କରଣର ଅପାର

ପହିଲି ଫଗୁଣରେ ସ୍ନିଗ୍ଧ ମଳୟର କୋମଳ ସ୍ପର୍ଶରେ ଡାଳେ ଡାଳେ ଅଙ୍କୁରି ଉଠେ ନୂତନ ଭବିଷ୍ୟତ, ନୂତନ ସମ୍ଭାବନା ଆଉ ଅସୁମାରୀ ସ୍ୱପ୍ନକୁ ନେଇ ନବପଲ୍ଲବ…. ଏଇ ତ‘ ଅୟମାରମ୍ଭ ଗୋଟେ ନୂତନ ସୃଷ୍ଟିର !