
✍ ଉନତ୍ରିଂଶ ସମ୍ପାଦକୀୟ
ଦେଶ ଧୀରେଧୀରେ ମୁକୁଳୁଥିଲା ପ୍ରଥମ ଲହରର ବନ୍ଧନରୁ; ସାଧାରଣ ହେବାକୁ ଲାଗୁଥିଲା ଜୀବନ ଜୀବିକା । କଟକଣାରେ ଭୁଶୁଡି ପଡ଼ିଥିବା ଅର୍ଥନୀତି ଅଣ୍ଟା ସଳଖୁଥିଲା, ଚଳ ଚଞ୍ଚଳ ହେଉଥିଲା ରାସ୍ତାଘାଟ, ଦୋକାନ ବଜାର । ଲାଗୁଥିଲା ସତେ

ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ଦ୍ୱାରା ରଚିତ କିଛି ଗଳ୍ପ, ପ୍ରବନ୍ଧ, କବିତା, ଭ୍ରମଣ କାହାଣୀ, ଆତ୍ମକଥା, ବ୍ୟଙ୍ଗ ରଚନା ଆଦିକୁ ନେଇ ପରିକଳ୍ପନା କରାଯାଇଥିଲା ଏହି ଶୁଭପଲ୍ଲବର । ଏହି କିଛିବର୍ଷର ଯାତ୍ରାରେ, ଇ-ପତ୍ରିକାରୁ, ବିଭିନ୍ନ ଭାଷାରେ ୱେବ୍ ପୋର୍ଟାଲ୍, ପ୍ରକାଶନ, ଇ-ଷ୍ଟୋର୍ ଆଦି ଜନ୍ମନେଇଛି । ଆଗକୁ ବଢ଼ିବାର ଲକ୍ଷ୍ୟ ନେଇ ଆଗେଇ ଚାଲିଛୁ ସଭିଙ୍କୁ ସାଙ୍ଗରେ ନେଇ ।
ଅଧିକ ପଢ଼ନ୍ତୁ→
ଶୁଭପଲ୍ଲବର ସମ୍ପାଦକଙ୍କ କଲମରୁ କିବୋର୍ଡ଼ ଜରିଆରେ…..

ଦେଶ ଧୀରେଧୀରେ ମୁକୁଳୁଥିଲା ପ୍ରଥମ ଲହରର ବନ୍ଧନରୁ; ସାଧାରଣ ହେବାକୁ ଲାଗୁଥିଲା ଜୀବନ ଜୀବିକା । କଟକଣାରେ ଭୁଶୁଡି ପଡ଼ିଥିବା ଅର୍ଥନୀତି ଅଣ୍ଟା ସଳଖୁଥିଲା, ଚଳ ଚଞ୍ଚଳ ହେଉଥିଲା ରାସ୍ତାଘାଟ, ଦୋକାନ ବଜାର । ଲାଗୁଥିଲା ସତେ

ଆଷାଢ଼ ଶୁକ୍ଳ ଦ୍ଵିତୀୟା, ମହାପ୍ରଭୁଙ୍କର ନବ ଦିନାତ୍ମକ ଗୁଣ୍ଡିଚା ଯାତ୍ରା ପାଇଁ ବଡ଼ ଦାଣ୍ଡ ଚଳଚଞ୍ଚଳ, ଉତ୍ସବ ମୁଖର । ଚାରିଆଡ଼େ ଭକ୍ତିମୟ ପରିବେଶ । ବତାବରଣରେ ସତେ ଯେମିତି ଫେଣ୍ଟି ହୋଇଛି ବିଭୁକୃପାର ସୂକ୍ଷ୍ମ କଣାମାନ !

ଚାରିଆଡ଼େ ବୈଶ୍ୱିକ ମହାମାରୀର ବିଭତ୍ସ ରୂପ । ଅସହାୟ ମାନବ ସମାଜ ଆଜି ଭୀତ; ତ୍ରସ୍ତ । ହାହାକାରର ଅଦୃଶ୍ୟ ପରଦାଟିଏ ଢାଙ୍କିହୋଇଛି ବାତାବରଣରେ । ବଞ୍ଚିବାକୁ ସଂଘର୍ଷ କରୁଥିବା ମନୁଷ୍ୟର ଜୀବନ ଓ ଜୀବିକା ଦୁର୍ବିସହ । ଲାଚାର

ପଚିଶତମ ସଂଖ୍ୟା ! ତିନି ବର୍ଷର ଦୀର୍ଘ ଯାତ୍ରାକୁ ବୁଲି ଚାହିଁଲେ ଆଖି ଜକେଇ ଆସେ, ଖୁସିର ଲୁହ ଦି’ଟୋପା ଝରିଯାଏ ଆପେ ଆପେ । ସେଦିନ ଗପୁସହ (ସଂଗ୍ରାମଙ୍କୁ ଶ୍ରଦ୍ଧାରେ ମୁଁ ଏଇ ନାଁ’ରେ ଡାକେ)

ଅବସ ଫାଲ୍ଗୁନର କ୍ଲାନ୍ତ ଅପରାହ୍ଣ । ଅସ୍ତଗାମୀ ସୂର୍ଯ୍ୟକୁ ମୁହଁକରି ନିର୍ଲିପ୍ତ ନୟନରେ ପଶ୍ଚିମ ଦିଗବଳୟକୁ ଚାହିଁରହି ନଈ ଅତଡ଼ି ଉପରେ ଠିଆ ହୋଇଥିଲା ଯୁବତୀଟିଏ । ଉଦାସ ଆଖିରେ ଝୁଲି ରହିଥିବା ବିଗତ ଯନ୍ତ୍ରଣାର ଚିହ୍ନ