
✍ ତ୍ରୟୋବିଂଶ ସମ୍ପାଦକୀୟ
ଗୁରୁକୂଳରୁ ସଦ୍ୟ ଶିକ୍ଷା ସମାପ୍ତ କରି ସ୍ୱଗ୍ରାମକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ଜନୈକ ନବ ଯୁବକ । ମନରେ ଅଫୁରନ୍ତ ଆନନ୍ଦ ଓ ଉତ୍ସାହ । ନିଜର ନିଷ୍ଠା ଓ କଠିନ ଅଧ୍ୟବସାୟ ବଳରେ ଗୁରୁଙ୍କଠାରୁ ସମସ୍ତ ଶିକ୍ଷା

ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ଦ୍ୱାରା ରଚିତ କିଛି ଗଳ୍ପ, ପ୍ରବନ୍ଧ, କବିତା, ଭ୍ରମଣ କାହାଣୀ, ଆତ୍ମକଥା, ବ୍ୟଙ୍ଗ ରଚନା ଆଦିକୁ ନେଇ ପରିକଳ୍ପନା କରାଯାଇଥିଲା ଏହି ଶୁଭପଲ୍ଲବର । ଏହି କିଛିବର୍ଷର ଯାତ୍ରାରେ, ଇ-ପତ୍ରିକାରୁ, ବିଭିନ୍ନ ଭାଷାରେ ୱେବ୍ ପୋର୍ଟାଲ୍, ପ୍ରକାଶନ, ଇ-ଷ୍ଟୋର୍ ଆଦି ଜନ୍ମନେଇଛି । ଆଗକୁ ବଢ଼ିବାର ଲକ୍ଷ୍ୟ ନେଇ ଆଗେଇ ଚାଲିଛୁ ସଭିଙ୍କୁ ସାଙ୍ଗରେ ନେଇ ।
ଅଧିକ ପଢ଼ନ୍ତୁ→
ଶୁଭପଲ୍ଲବର ସମ୍ପାଦକଙ୍କ କଲମରୁ କିବୋର୍ଡ଼ ଜରିଆରେ…..

ଗୁରୁକୂଳରୁ ସଦ୍ୟ ଶିକ୍ଷା ସମାପ୍ତ କରି ସ୍ୱଗ୍ରାମକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ଜନୈକ ନବ ଯୁବକ । ମନରେ ଅଫୁରନ୍ତ ଆନନ୍ଦ ଓ ଉତ୍ସାହ । ନିଜର ନିଷ୍ଠା ଓ କଠିନ ଅଧ୍ୟବସାୟ ବଳରେ ଗୁରୁଙ୍କଠାରୁ ସମସ୍ତ ଶିକ୍ଷା

ଆଉ ଏକ ବର୍ଷ ସରିଗଲା । ଆଶା ଓ ଆକାଂକ୍ଷାର ବର୍ଷଟିଏ ସରିଗଲା । ଭୟ, ଭ୍ରାନ୍ତି ଆଉ ଆଶଙ୍କାର ବର୍ଷଟିଏ ସରିଗଲା । ଅନେକ ଅବଶୋଷ, ବିଦ୍ୱେଷ, ପ୍ରତୀକ୍ଷା, ତିତୀକ୍ଷା ସବୁକୁ ଅବଲୋକନ କରୁ କରୁ ପୁଣି

ପାର୍ବଣର ସମାପନ ପରେ ପରେ ପୂର୍ବାକାଶରେ ସିନ୍ଦୁରା ଫିଟି ପଡ଼ୁଥିବା ବେଳେ ହାଲ୍କା ହାଲ୍କା ଉତ୍ତରା ପବନରେ ଲୋମମୂଳ ଯେବେ ଟାଙ୍କୁରିଉଠେ, ଜଣାପଡ଼େ ଶୀତ ଆସିଲାଣି । ଘାସପତ୍ରର କୋଣରେ ସୂର୍ଯ୍ୟକିରଣରୁ ରଙ୍ଗ ଚୋରେଇ କାକର

ପ୍ରଥମରୁ କହିରଖେ, କାହାର ଖାଦ୍ୟାଭ୍ୟାସ ବା ଧର୍ମ ଭାବନା ସହ ମୋର କୌଣସି ବିଦ୍ୱେଷ ନାହିଁ; ମୁଁ ଉଭୟକୁ ସମ୍ମାନ କରେ । କିନ୍ତୁ ଜଣେ ସନାତନୀ ହିନ୍ଦୁ ଭାବରେ ବେଳେବେଳେ ମନରେ କ୍ଷୋଭ ଆସେ ।

ଦିନେ ନା ଦିନେ ସମସ୍ତଙ୍କୁ ଫେରିଯିବାକୁ ହିଁ ହୁଏ ଏକ ଅଫେରା ପଥର ଅନ୍ତିମ ଯାତ୍ରାରେ, ସେହି ନିରାକାର, ଚିରନ୍ତନ, ଶାଶ୍ୱତ ପରଂବ୍ରହ୍ମରେ ସମାହିତ ହେବାପାଇଁ । ତାହା ତ ପ୍ରାରବ୍ଧ ! ତଥାପି ଆମେ ଆନମନା

ଗୁଶବ୍ଦତ୍ସ୍ଵନ୍ଧକାରଃ ସ୍ୟାତ୍ ରୁଶବ୍ଦସ୍ତନ୍ନିରୋଧକଃ । ଅନ୍ଧକାରନିରୋଧିତ୍ୱାତ୍ ଗୁରୁରିତ୍ୟଭିଧୀୟତେ ॥ (ଅଦ୍ୱୟତାରକ ଉପନିଷଦ – ୧୬) ‘ଗୁ’ ଶବ୍ଦର ଅର୍ଥ ଅନ୍ଧକାର, ‘ରୁ’ ଶବ୍ଦର ଅର୍ଥ ନିରୋଧକ । ଅର୍ଥାତ ଅନ୍ଧକାରକୁ ଦୂର କରିପାରିବାର କ୍ଷମତା ରଖୁଥିବାରୁ ସେ