Rohtangh Pass

ରୋହତାଙ୍ଗ ପାସ୍

ଗୋଟେ ସାଙ୍ଗର ବଡ଼ ଭାଈ ରୋହତାଙ୍ଗ ପାସ୍ ବୁଲିବାକୁ ଯାଇଥିଲେ । ଫେରିବା ପରେ ଆମ ଆଗରେ ବହୁତଗୁଡ଼ିଏ ରୋମାଞ୍ଚକର କାହାଣୀ ବଖାଣିଥିଲେ । ସେହି ଦିନଠାରୁ ଆମେ ୪ ଜଣ ସାଙ୍ଗ ଜଗିକି ବସିଥିଲୁ କେବେ ଆମକୁ କିଛି ଦିନ ସମୟ ମିଳିବ ଆଉ ଆମେ ରୋହତାଙ୍ଗ ପାସ୍ ବୁଲିବାକୁ ଯିବୁ । ଆଗରୁ ବାସ୍ ଏତିକି ଜାଣିଥିଲୁ କି ରୋହତାଙ୍ଗ ପାସ୍ ହିମାଚଳରେ ଅବସ୍ଥିତ ଏବଂ ହିମାଚଳ ପ୍ରଦେଶ ଭାରତର ଉତ୍ତରଭାଗରେ ଅବସ୍ଥିତ ଏକ…

ଅଧିକ ପଢ଼ନ୍ତୁ
Switzerland Diary

ସୁଇଜରଲାଣ୍ଡ ଡାଏରୀ

ସୁଇଜରଲାଣ୍ଡରେ ୮ ମାସର ରହଣି ଭିତରେ ବହୁ ନୂଆ ନୂଆ ଦର୍ଶନୀୟ ସ୍ଥାନ ଦେଖିବାର ସୁଯୋଗ ମିଳିଥିଲା । ଛୁଟିଦିନ ମାନଙ୍କରେ ବିଶେଷ କାମ ନ ଥିଲେ ଆମେ ପରିବାର ସହ କୌଣସି ନା କୌଣସି ନୂଆ ଜାଗା ଦେଖିବାକୁ ଚାଲିଯାଉ । ଏ ବର୍ଷ ଖରା ଦିନରେ ମାର୍ଟିନି ସହର ନିକଟରେ ଥିବା ଓଏସ୍ଟର୍ଣ ସିଟିକୁ ଆମେ ବୁଲିବାକୁ ଯାଇଥିଲୁ । ଅବଶ୍ୟ ଯିବା ପୂର୍ବରୁ କିଛି ଖାଦ୍ୟ ସାମଗ୍ରୀ, ପାନୀୟ ସହ ଆବଶ୍ୟକ ବିବରଣୀ…

ଅଧିକ ପଢ଼ନ୍ତୁ
Martin-Tour

ମାର୍ଟିନି: ନୂଆ ସହର ନୂଆ ଅନୁଭୂତି

ପୁଣି ନୂଆ ଦେଶ, ନୂଆ ଲୋକ, ନୂଆ ପରିବେଶ- ଏମିତି ଭାବନା ମନରେ ଆସିଥିଲା ଯେବେ ସୁଇଜରଲାଣ୍ଡରେ ନୂଆ ଚାକିରି ମିଳିଥିଲା । ପୁଣି ଭାବିଲି ଏତେ ଜାଗା ତ ବୁଲି ସାରିଲିଣି, ଦେଖା ଯାଉ ନୂଆ ଜାଗାରେ କ’ଣ ଅଛି । ଅବଶ୍ୟ ହିନ୍ଦୀ ଚଳଚିତ୍ରରେ ସୁଇଜରଲାଣ୍ଡକୁ ଦେଖି ଦେଖି ଏହାକୁ ଦେଖିବାର ଇଚ୍ଛା ମନର କୋଉ କୋଣରେ ନିଶ୍ଚୟ ରହିଥିଲା । ଆସିବା ପୂର୍ବରୁ ଅଳ୍ପ କିଛିଟା ଜାଗା ବିଷୟରେ ଇଣ୍ଟେର୍ନେଟରୁ ଖୋଜି ଦେଖିଥିଲି…

ଅଧିକ ପଢ଼ନ୍ତୁ
Europe Tour

ଇଉରୋପ ଯାତ୍ରା

ଆଷାଢ଼ ମାସ ଅତିକ୍ରାନ୍ତ ପ୍ରାୟ । ସମୟ ସକାଳ ନଅଟା । ଅସଳେ ବର୍ଷା ହୋଇ ଛାଡ଼ି ଯାଇଥାଏ । ଆକାଶରେ ବାଦଲ, ବାଦଲ ଫାଙ୍କରେ ସୂର୍ଯ୍ୟଙ୍କର ଲୁଚକାଳି ଖେଳ । ଝାପ୍ସା ଆଲୋକରେ ଗଛପତ୍ର ସବୁ ଝଲସୁଥାନ୍ତି । ଏହି ସମୟରେ ଅଧ୍ୟାପକ ସୂର୍ଯ୍ୟକାନ୍ତ ବାବୁ ନିଜ ବାଇକ୍ ଧରି କଲେଜ ବାହାରିଗଲେ । ମନଟା ଟିକିଏ ଚଞ୍ଚଳ ଥାଏ । ବ୍ୟସ୍ତ ଆଉ ବିବ୍ରତ । କଲେଜରେ ଶୀଘ୍ର ପହଞ୍ଚିଲେ, କାମ ସାରି ଶୀଘ୍ର…

ଅଧିକ ପଢ଼ନ୍ତୁ
Bhargabi Kulara Se gaon

ଭାର୍ଗବୀ କୂଳର ସେହି ଗାଁ…

ନବେ ଦଶକର ଆରମ୍ଭର କଥା, ବୋଧହୁଏ ୬ଷ୍ଠ ଶ୍ରେଣୀରେ ପଢ଼ୁଥାଏ । ଚିତ୍ର ଆଙ୍କିବାରେ ଭୋକ ଶୋଷ ଭୁଲିବା ଭଳି ଗମ୍ଭୀର ନିଶାରେ ପଡ଼ିଥାଏ । ଯଦିଓ ପାଠପଢ଼ାରେ କମଜୋର୍ ନଥିଲି କିନ୍ତୁ ଚିତ୍ର ଆଙ୍କିବା ଓ ବହି ତଥା ପତ୍ରିକା ପଢ଼ା ଭଳି ଅଭ୍ୟାସ ଆପଣେଇ ନେଇଥିଲି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପରିଚାଳିତ ସହରର ଏକମାତ୍ର ପାଠାଗାର ଥିଲା ଛୁଟିଦିନିଆ ବହି ପଢ଼ାର କେନ୍ଦ୍ର । ବୟସ କମ୍ ଥିବାରୁ…

ଅଧିକ ପଢ଼ନ୍ତୁ