aainka-bimana-jatra

ଆଈଙ୍କ ବିମାନଯାତ୍ରା

ଆମ ମାଉସୀ ଅଧା ବିଲାତରେ ରୁହେ ବୋଲି ଆଈ ର ସବୁବେଳେ ମନ କଷ୍ଟ। କଣ ବା କରିବ, ଭଲ ପାତ୍ର ଦେଖି ଝୁଅ ର ହାତକୁ ଦିହାତ କରିଥିଲା। ତା ଜ୍ୱାଇଁ ଟି ପୋଲିସ୍ ଚାକିରି କରିଛି ଆଉ ଝୁଅ ବି ଖୁସିରେ ଅଛି କିନ୍ତୁ ତାକୁ ଦେଖିବାକୁ ମନ କଲେ ହଠାତ୍ କିନ୍ତୁ ହୋଇପାରେ ନାହିଁ। ତା ପାଖକୁ ଯାଇ ଆସିବା ପାଇଁ ପୁଞ୍ଜାଏ ଟଙ୍କା ଦରକାର। ଅବଶ୍ୟ ଦିନି ପାକିଟି ଫୁନ୍ ରେ…

ଅଧିକ ପଢ଼ନ୍ତୁ
ପଲ୍ଲୀ-ଜନନୀ

ପଲ୍ଲୀ-ଜନନୀ

ବହୁ ପଲ୍ଲୀ-ଜନନୀ ଆଜି ସେମାନଙ୍କ ଶିକ୍ଷିତ ସନ୍ତାନଙ୍କୁ ହରାଇ ବସିଛନ୍ତି । ଅର୍ଥବଳରେ ହେଉ, ଭାଗ୍ୟବଳରେ ହେଉ ବା ଅଧ୍ୟବସାୟ ବଳରେ ହେଉ ଯେଉଁମାନେ ଶିକ୍ଷିତ ରୂପେ ଉଦୀୟମାନ ହୁଅନ୍ତି, ସେମାନଙ୍କ ସମ୍ଵନ୍ଧରେ ପଲ୍ଲୀଗ୍ରାମରେ ବହୁ କଳ୍ପନାଜଳ୍ପନା ଚାଲେ । ବିଦ୍ୟାର୍ଥୀ ଜୀବନରେ ସେମାନେ ପିତା-ମାତାଙ୍କ ଆଶା ଭରସାର ସ୍ଥଳ ହୋଇ, ଗ୍ରାମବୃଦ୍ଧମାନଙ୍କ ପ୍ରଶଂସାର ଦୃଷ୍ଟାନ୍ତ ହୋଇ ଓ କୁମାରୀମାନଙ୍କ ଅପାଙ୍ଗର କେନ୍ଦ୍ର ହୋଇ ଗ୍ରାମଭୂମି ମଣ୍ଡନ କରିଥାନ୍ତି । କିନ୍ତୁ ସମୟ ଆସେ, ଯେତେବେଳେ କି…

ଅଧିକ ପଢ଼ନ୍ତୁ
ati-lobha-bipada

ଅତି ଲୋଭ ବିପଦ

ଦେବଦତ୍ତ ନାମକ ଜଣେ ଗରିବ ବ୍ରାହ୍ମଣ ଏକ ଗାଁରେ ବାସ କରୁଥିଲେ । ସେ ଠାକୁର ପୂଜାର୍ଚ୍ଚନା ଓ ପୁରାଣପାଠ ଆଦିରୁ ଯାହା ରୋଜଗାର କରୁଥିଲେ, ଚଳିବାକୁ କଷ୍ଟ ହେଉଥିଲା । ଏହା ସହିତ ତାଙ୍କର ଅଳ୍ପ ଚାଷ ଜମିରୁ ଆୟ ମିଶି ଯାଉଥିଲା । ହେଲେ ବ୍ରାହ୍ମଣ ଜଣକ ଭାରି ଈଶ୍ୱର ବିଶ୍ୱାସୀ ଥିଲେ । ସେହି ବ୍ରାହ୍ମଣଙ୍କର ଚାଷଜମି ହୁଡ଼ାରେ ଏକ ବିରାଟ ବୃକ୍ଷମୂଳେ ଉଈ ହୁଙ୍କାଟିଏ ଥାଏ । ଜମିରେ କାମ କଲାବେଳେ…

ଅଧିକ ପଢ଼ନ୍ତୁ
କର୍ମ ଛୋଟ ନୁହେଁ କି ବଡ଼ ନୁହେଁ

କର୍ମ ଛୋଟ ନୁହେଁ କି ବଡ଼ ନୁହେଁ

ସୁଦୂର ପ୍ରସାରୀ ଅଞ୍ଚଳର ଏକ ଗାଁ । ଗାଁ’ର ନାମ ମୁକୁନ୍ଦପୁର । ଗାଁରେ ରହୁଥିଲେ ଭାସ୍କର ବାବୁ । ଭାସ୍କର ବାବୁଙ୍କର ଗୋଟେ ବୋଲି ପୁଅ ଥିଲା, ରମେଶ । ଭାସ୍କର ବାବୁ ସବୁବେଳେ ତା ପାଇଁ ଚିନ୍ତିତ ରହୁଥିଲେ, କାରଣ ତାଙ୍କର ପୁଅ କିଛି କର୍ମ ଧନ୍ଦା କରୁନଥିଲା । ସେ ଯେଉଁ କାମ ବି କରେ, କିଛି ଦିନ ପରେ ସେ ସବୁରେ ତା’ର ମନ ଲାଗେନି । ତେଣୁ ସେ କୌଣସି…

ଅଧିକ ପଢ଼ନ୍ତୁ
Chasama

ଚଷମା

ନାତିକୁ କୋଳରେ ବସାଇ ସାହୁ ବାବୁ ଦେଖାଉଥିଲେ, “ଦେଖ, ଇଏ ତୋର ମାଆ, ଜେଜେମା’.. ତୋର ମନେ ନଥିବ, ହେଲେ ସେ ତତେ ବହୁତ ଭଲ ପାଉଥିଲା, ତୋ ମାଆ, ମାନେ ତୋ ମମ୍‌ଠୁ ବି ଅଧିକ । ବହୁତ ସେବା କରିଛି ତୋର ପିଲା ଦିନେ । ଜାଣିଛୁ ତୁ ଯୋଉଦିନ ପ୍ରଥମ କରି ମା ଡାକିଲୁ ତା ଆଖି ଲୁହ ଛଳ ଛଳ ହୋଇଯାଇଥିଲା । ଯୋଉଦିନ ତୁ ପ୍ରଥମ କରି ଚାଲିଥିଲୁ ସେଦିନ…

ଅଧିକ ପଢ଼ନ୍ତୁ