Odia Story Manisha (ମଣିଷ) by Sudhanshu Shekhar Diwedi

ମଣିଷ

ରବିବାର ସକାଳ, ଛୁଟି ଦିନ । କାଲୁ ମିଆଁ ମାଂସ ଦୋକାନରେ ବସି ନିର୍ଜୀବ ଛେଳି ଦେହରୁ ଛାଲ ଉତାରୁଥାଏ । ରବିବାରରେ ବେଶୀ ମାଂସ ବିକ୍ରିହୁଏ ବୋଲି ଆଉ ୪ଟି ଛେଳି ନିକଟସ୍ଥ କଣ୍ଟାଯୁକ୍ତ ତାର ବାଡ଼ ନିକଟରେ ବାନ୍ଧି ରଖିଛି । ଆଗତ ମୃତ୍ୟୁର ଭୟରେ କିଏ କାଲୁ ମିଆଁ ମାଂସ ଦୋକାନକୁ ଚାହିଁ ଦୁଃଖରେ ଭାଙ୍ଗି ପଡ଼ୁଥାଏ ତ କିଏ ପୁଣି ବାଦ ବିବାଦ ମଧ୍ୟରେ ଠେଲାପେଲା ହେଉଥାଆନ୍ତି । ପଶୁ ପ୍ରକୃତି;…

ଅଧିକ ପଢ଼ନ୍ତୁ
Odia Story 2 Prakara Manisha (୨ ପ୍ରକାର ମଣିଷ) by Biswanath Kinkar Rout

୨ ପ୍ରକାର ମଣିଷ

ସକାଳୁ ସକାଳୁ ପ୍ରବଳ ବର୍ଷା । କିନ୍ତୁ କ’ଣ କରିବା । ମେଡ଼ିକାଲ ତ ଯିବାକୁ ହେବ । ଅଟୋଟିଏ ଡାକି କେତେ ଟଙ୍କା ନେବ ପଚାରିଲି । ୧୫୦ ଟଙ୍କା ଶୁଣି ମଧ୍ୟବିତ୍ତ ଅହଂକାରକୁ ଧକ୍କା ଲାଗିଲା । ଛତାଟେ ଧରି ବସ୍ ଷ୍ଟାଣ୍ଡ ଅଭିମୁଖେ ଚାଲିଲି । ଯାହା ହେଉ ଅଧା ଓଦା ହୋଇ ମେଡିକାଲ୍‌ରେ ପହଞ୍ଚିଲି । କାମ ସରିଲା ବେଳକୁ ଦିନ ଗୋଟାଏ । କଳିଙ୍ଗ ହସପିଟାଲ ଛକରୁ ୧୩ ନମ୍ବର…

ଅଧିକ ପଢ଼ନ୍ତୁ
Odia Story Story 2 tankara Mulya (୨ଟଙ୍କାର ମୂଲ୍ୟ) by Biswanath Kinkar Rout

୨ଟଙ୍କାର ମୂଲ୍ୟ

ମଉସା ଉଠିଲେ ୟୁନିଟ୍ ୬ ଛକରୁ । ଯିବେ ଏ.ଜି. ଛକ ପର୍ଯ୍ୟନ୍ତ । ୫ ଟଙ୍କାଟିଏ ବଢ଼େଇ ଦେଲେ ମହିଳା କଣ୍ଡକ୍ଟରକୁ । ସେ କହିଲେ, “ମଉସା ୮ ଟଙ୍କା ଦିଅ ।” “କାହିଁକି? ମୁଁ ତ ସବୁଦିନେ ୫ ଟଙ୍କା ଦିଏ !” “ମଉସା ଏଇଟା ଏସି ବସ୍ । ୧୦‌ ଟଙ୍କା ସର୍ବନିମ୍ନ ଭଡ଼ା । କିନ୍ତୁ ଆପଣ ୬୦ ବର୍ଷରୁ ଉର୍ଦ୍ଧ୍ୱ; ତେଣୁ ୮ ଟଙ୍କା ।” ଅନେକ ଯୁକ୍ତି ତର୍କ…

ଅଧିକ ପଢ଼ନ୍ତୁ
Odia Short story Gotie Dinara Raja (ଗୋଟିଏ ଦିନର ରାଜା) by Chinmaya Mahapatra

ଗୋଟିଏ ଦିନର ରାଜା

୧୦/୧୨ ବର୍ଷର ପିଲାଟିଏ, ଗୋଟେ ଛୋଟ ହୋଟେଲରେ କାମ କରେ । ତା’ର କ’ଣ ମନ ହେଲା ଯେ ସେ ଗୋଟେ ଦିନ ଛୁଟି ନେଲା… ସେଦିନ ସକାଳୁ ଦୋକାନରୁ ଗୋଟେ ୨ ଟଙ୍କିଆ ସାମ୍ପୁ କିଣି ଭଲକରି ଗାଧୋଇଲା । ପୂର୍ବ ଦିନରୁ ଆଇରନ୍ କରି ରଖିଥିବା ତା’ର ମାତ୍ର ଗୋଟେ ହଳ ପ୍ୟାଣ୍ଟସାର୍ଟ ପିନ୍ଧିଲା । ପକେଟରେ ଦରମା ଟଙ୍କା ତକ ରଖି ବୁଲିବାକୁ ବାହାରିଲା । ପାର୍କ ବୁଲିଲା, ବଜାର ବୁଲିଲା, ସିନେମା…

ଅଧିକ ପଢ଼ନ୍ତୁ
Odia Story Sabitri Brata (ସାବିତ୍ରୀ ବ୍ରତ) by Rajesh Kumar Barik

ସାବିତ୍ରୀ ବ୍ରତ

ସକାଳୁ ସକାଳୁ ଭୁବନେଶ୍ୱରର ଏକ ନମ୍ୱର ମାର୍କେଟ୍‌ଟା ଖଚାଖଚ୍ ଭିଡ଼ରେ ଭରି ରହିଥାଏ । ଦୋକାନୀ ସବୁ ଜୋର୍‌ଜୋର୍‌ରେ ଚିଲାଇ ଚିଲାଇ ଡାକ ଛାଡ଼ୁଥାନ୍ତି, “ନେଇଯାଅ ଭାଇ ଆମ୍ୱ କିଲକୁ ୧୦୦ ନେଇଯାଅ ଭାଇ ତାଜା ତାଜା କାଶ୍ମିରୀ ଆମ୍ୱ… ପଣଷ ଗୋଟା ଦୁଇଶହ… ସଜତୋଳା ଗୋଟା ପଣଷ… ହାତକୁ ଅଠା ପାଟିକୁ ମିଠା ନେଇଯାଅ ଭାଇ ନେଇ ଯାଅ… ଭାଇ ।” ହୋ ହାଲ୍ଲା ଶବ୍ଦରେ କାନ ଫାଟି ପଡ଼ୁଥାଏ । ଲୋକମାନେ ବି ସବୁ ଯିଏ…

ଅଧିକ ପଢ଼ନ୍ତୁ