Odia short story Douda (ଦୌଡ଼) by Sudhansu Shekhar Dwibedi

ଦୌଡ଼

ପଲ୍ଲବୀ ୭ମ ଶ୍ରେଣୀରେ ପଢ଼େ । ଆଜି ତା’ ବିଦ୍ୟାଳୟରେ ଦୌଡ଼ ପ୍ରତିଯୋଗିତା ହେଉଛି । ଖେଳପଡ଼ିଆ ଚାରିପାଖେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦୌଡ଼ ପ୍ରତିଯୋଗିତା ଦେଖିବା ପାଇଁ ଭିଡ଼ାଭିଡ଼ି ହୋଇ ଛିଡ଼ା ହୋଇଥାଆନ୍ତି । ପଲ୍ଲବୀ ସେମାନଙ୍କ ମଧ୍ୟରୁ ଜଣେ । ଖେଳରେ ଅଂଶଗ୍ରହଣ କରିବା ପାଇଁ ତା’ ମନ ସବୁବେଳେ ବ୍ୟାକୁଳ ହେଉଥାଏ । ହେଲେ ତା’ ଇଚ୍ଛା ଇଚ୍ଛାରେ ରହିଯାଏ କେବେ ପୂରଣ ହୋଇପାରେନାହିଁ । କାରଣ ତା’ ଡାହାଣ ଗୋଡ଼ ପୋଲିଓ…

ଅଧିକ ପଢ଼ନ୍ତୁ
Odia short story Ice Cream (ଆଇସକ୍ରିମ୍) by Indurani Sahu

ଆଇସକ୍ରିମ୍

ବୈଶାଖ ମାସର ଧୁ ଧୁ ଟାଣ ଖରା ଆଉ ତାତିଲା ପବନ କଥା କିଏ ବା ନ ଜାଣେ । ସମଗ୍ର ଧରା ତୃଷ୍ଣାର୍ତ୍ତ ଆଉ ବ୍ୟାକୁଳ, ସବୁଆଡ଼େ ଖାଲି ଅଗ୍ନି ବର୍ଷ । । ମୋ ବୟସ ସେତେବେଳେ ଛଅ କି ସାଢ଼େ ଛଅ ହୋଇଥାଏ । ଗାଁକୁ ଆଇସକ୍ରିମ୍‌ବାଲା ଆସିଲେ ମୋ ଖୁସି ଆଉ କହିଲେ ନସରେ । ଆଜି କାଲି ତ ହାତ ପାହାନ୍ତରେ ଭଳି କି ଭଳି, ରକମ ରକମ ଆଇସକ୍ରିମ୍…

ଅଧିକ ପଢ଼ନ୍ତୁ
Odia short story Apeksha (ଅପେକ୍ଷା) by Samapika Pati

ଅପେକ୍ଷା

ଚୈତ୍ର ମାସରେ ଦିନଧରା ହେଇଥିଲା ତାଙ୍କର ବାହାଘର ପାଇଁ, ମାତ୍ର ଦଶହରା ଯାଇ ଦୀପାବଳୀ ମଧ୍ୟ ଯାଇସାରିଲାଣି । ସୁମିତ୍ରା ଆଉ କେତେବାଟ ଚାହିଁବ । ଜେଜେମା ଭୋରୁ ଉଠିକି ଚଉରା ପୂଜାପରେ କାର୍ତ୍ତିକ ମାହାତ୍ମ୍ୟ ପଢ଼ିଲାବେଳେ ସୁମିତ୍ରା ସେଇଠି ପାଖରେ ବସି ଅନ୍ୟମନସ୍କ ହେଇଯାଏ । ଶରତ ଗତବର୍ଷ ଦଶହରାକୁ ଗାଆଁକୁ ଆସିଥିଲା । ସେମାନେ ଦୁଇଜଣ ପିଲାବେଳୁ ଏକାଠି ପଢ଼ିଛନ୍ତି ଓ ବଢ଼ିଛନ୍ତି । ସ୍କୁଲ୍‌ରେ ପଢ଼ିଲାବେଳୁ ପରସ୍ପାରକୁ ଭଲପା’ନ୍ତି ଓ ଏକାଠି ଜୀବନ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 5th Edition

ସମ୍ପଦବେଳେ ସର୍ବେସଖା

ନାରାୟଣ ବାବୁ ଜଣେ ଜମିଦାର ଘରର ଥିଲେ । ଗାଁରେ ସବୁ କଥା ବୁଝାବୁଝି କରନ୍ତି । ଯେତେ ମାଲିମକଦ୍ଦମା ଯେତେ ଯାହା କଳିଝଗଡ଼ା ଗାଆଁରେ ସବୁ ନାରାୟଣ ବାବୁ ବୁଝନ୍ତି । ଗାଁ ଲୋକ ମଧ୍ୟ ତାଙ୍କ କଥା ମାନନ୍ତି । ନାରାୟଣ ବାବୁ ଲୋକମାନଙ୍କୁ ବହୁତ ସାହାଯ୍ୟ କରନ୍ତି । କିନ୍ତୁ ନାରାୟଣ ବାବୁଙ୍କର ଗୋଟିଏ ଖରାପ ଅଭ୍ୟାସ ଥିଲା; ପ୍ରତିଦିନ ମଦ ପିଅନ୍ତି ସେ । ମଦ ନ ପିଇଲେ ଦିନେ ସେ…

ଅଧିକ ପଢ଼ନ୍ତୁ
Odia Short Story Manabikata (ମାନବିକତା) by Dr. Rajkumari Behera

ମାନବିକତା

ସେଦିନ ଥାଏ ମାର୍ଗଶିର ମାସ ଗୁରୁବାର, ଘରେ ଘରେ ଝିଅ ବୋହୂମାନେ ପାହାନ୍ତିଆରୁ ଉଠି ଘରଦ୍ୱାର ଲିପାପୋଛା କରି, ନାନା ରଙ୍ଗବେରଙ୍ଗର ଝୋଟିଚିତା କାଟି ଘରକୁ ସଜାଇ, ନୂଆ ଲୁଗା ପିନ୍ଧି ମାଣ ବସାଇବା ପାଇଁ ତତ୍ପର ହେଉଥାନ୍ତି । ହଠାତ୍ ଗାଆଁରେ କୋଳାହଳ ଶୁଣିବାକୁ ପାଇ, ସୀମାନାନୀ ଘରୁ ବାହାରକୁ ଆସି ଦେଖିଲା, ଗାଁ’ସାରା ଶୋକର ଛାୟା ଖେଳିଯାଇଛି, ସମସ୍ତେ କୁହାକୁହି ହେଉଥାନ୍ତି, “ଆହାଃ! ଆଠ ମାସର ଛୁଆକୁ ଛାଡ଼ି ପ୍ରଧାନ ଘର ବୋହୂ ଏ…

ଅଧିକ ପଢ଼ନ୍ତୁ