ପ୍ରଣୟ ସନ୍ତକ
ସବୁ ନାରୀ ମିଛିମିଛିକା ବାଲିଘର ଖେଳିବା ସମୟରୁ ହିଁ ସ୍ୱପ୍ନ ଦେଖନ୍ତି ସୁନାର ସଂସାରଟିଏ ଗଢ଼ିବାକୁ । ଯେଉଁଠି ଥିବ ଖାଲି ମନର ମଣିଷଟିଏ, ଆଉ ତା’ ଚାରିପାଖର ପରିବେଶ । ତାକୁ ହିଁ ନିଜର ସଂସାର ମାନିନେଇ ଜୀବନ କାଟିବାକୁ ପଣ କରିଥାଏ ତରୁଣୀଟିଏ । ଆଉ ଏଇ ସ୍ୱପ୍ନ ଟିକିଏ ଅଧିକ ରଙ୍ଗେଇ ହେଇଯାଏ ଯୌବନର ମୃଦୁ ସ୍ପର୍ଶରେ । ନୂଆ ମଣିଷଟିଏ ଧସେଇ ପଶିଆସେ ମନ ଭିତରକୁ । ମାୟାଧର ମାନସିଂହଙ୍କ “ତରୁଣ…