dudura-phula

ଦୁଦୁରା ଫୁଲ

ଘର ବଗିଚାରେ ଗୋଲାପ, ଡାଲିଆ, ଗେଣ୍ଡୁ, ରଜନୀଗନ୍ଧା ଆଦି ନାନା ପ୍ରକାର ଫୁଲ ଫୁଟି ଚାରିଆଡ଼େ ମହକି ଯାଉଛି । ବଗିଚାଟି ସ୍ଵର୍ଗର ନନ୍ଦନକାନନ ପରି ଦୂରରୁ ଦୃଶ୍ୟମାନ ହେଉଛି । ଯିଏ ବି ଏପଟେ ଯାଉଛି ଲୋଭିଲା ଆଖିରେ ଥରେ ଫୁଲଗୁଡ଼ିକୁ ନ ଅନେଇ ରହି ପାରୁନି । ବଗିଚାର ଗୋଟିଏ କଣରେ କଳା ଦୁଦୁରା ଫୁଲଟିଏ ଫୁଟିଛି । କେହି ବି ଦିନେ ତା’ ପାଖକୁ ଯିବା କି ତା’ ଆଡ଼େ କଣେଇକି ଅନେଇବା…

ଅଧିକ ପଢ଼ନ୍ତୁ
Apekshara Bata

ଅପେକ୍ଷାର ବାଟ

ବହୁ ଦିନ ପରେ ବହୁ କଷ୍ଟରେ ଘରୁ ପାଦ କାଢ଼ି ବଜାରକୁ ଆସିଥିଲା କିଛି କିଣାକିଣି କରିବ ବୋଲି । ଏତେ ଭିଡ଼ରେ ବି ନାଆଁଟା ଶୁଣି ଚମକି ପଡ଼ିଲା ମୀରା । ଏତେ ଭିଡ଼ରେ ବି ଆଖି ତା’ର ଖୋଜି ବୁଲୁଥାଏ ଆଉ ଖୋଜି ଚାଲିଥାଏ କାହାକୁ ଯେମିତି । ହେଲେ ସେ ନାଆଁଟା ପୁଣି ତାକୁ ସେହି ଅନ୍ଧାରକୁ ନେଇ ଚାଲିଗଲା । ଛଳ ଛଳ ଆଖି, ମଉଳି ଯାଇଥିବା ମୁହଁ, ପାଦରେ ଯେମିତି…

ଅଧିକ ପଢ଼ନ୍ତୁ
badhi-chhadigala-pare

ବଢ଼ି ଛାଡ଼ିଗଲାପରେ…..

(୧) ପଖାଳ ବେଲା ସାଙ୍ଗକୁ ଶାଗଭଜା, ବଡ଼ିଚୁରା ଆଉ ବିଲାତି ବାଇଗଣ ପାଗ ଥାଳିଟି ବାଢ଼ୁ ବାଢ଼ୁ ରମା କହୁଥିଲା ବିଜୁକୁ, “ହେଇଟି ଶୁଣିଲଣି ନା ନାଇଁ? ସେଇ ଯୋଉ ରିକିସାରେ ମାଇକି ବୁଲେଇ ବୁଲେଇ କ’ଣ ଗୋଟେ ଶୁଣେଇ ଶୁଣେଇ ଯାଉଥିଲା ୨୪ ଘଣ୍ଟା ଭିତରେ ନିଜ ନିଜ ଘର ଖାଲି କରି ଉଚ୍ଚା ସୁରକ୍ଷିତ ଜାଗାକୁ ପଳେଇବା । କାଳେ ନଈ ବଢ଼ିଛି !” ବିଲାତି ପାଗରେ ଲଙ୍କା ଦଳୁ ଦଳୁ ବିଜୁ କହିଲା,…

ଅଧିକ ପଢ଼ନ୍ତୁ
pishacunira-atmagatha

ପିଶାଚୁଣୀର ଆତ୍ମଗାଥା

ସହରଠାରୁ ଚାଳିଶି କିଲୋମିଟର ଦୂରରେ ମଧୁପୁରର ଥାନାରେ ବସି, ଗୁନୁ ଅପେକ୍ଷା କରିଛି ଥାନା ଅଧିକାରୀ ବଂଶୀଧର ମହାନ୍ତିଙ୍କୁ । “ବାବୁ ଆଇବେ ନା ଆଜି?” ଗୁନୁ ପଚାରିଲା ଥାନା କନେଷ୍ଟବଳ ସାହୁବାବୁଙ୍କୁ । ହଁ ଅଭିପ୍ରାୟରେ ମୁଣ୍ଡ ଟୁଙ୍ଗାରିଦେଲେ ସାହୁବାବୁ । ପାଖାପାଖି ଛଅ ଘଣ୍ଟା ଯାଏଁ ଅପେକ୍ଷା କରିରହିଲା ଗୁନୁ । ଥାନା ଅଧିକାରୀ ମହାନ୍ତି ବାବୁ ଆସି ପହଞ୍ଚିଗଲେ, ଗୁନୁ ତାଙ୍କୁ ଦେଖୁ ଦେଖୁ ବଡ଼ ନମସ୍କାରଟେ ମାରିଦେଲା । ମହାନ୍ତି ବାବୁ…

ଅଧିକ ପଢ଼ନ୍ତୁ
pranaya-santaka

ପ୍ରଣୟ ସନ୍ତକ

ସବୁ ନାରୀ ମିଛିମିଛିକା ବାଲିଘର ଖେଳିବା ସମୟରୁ ହିଁ ସ୍ୱପ୍ନ ଦେଖନ୍ତି ସୁନାର ସଂସାରଟିଏ ଗଢ଼ିବାକୁ । ଯେଉଁଠି ଥିବ ଖାଲି ମନର ମଣିଷଟିଏ, ଆଉ ତା’ ଚାରିପାଖର ପରିବେଶ । ତାକୁ ହିଁ ନିଜର ସଂସାର ମାନିନେଇ ଜୀବନ କାଟିବାକୁ ପଣ କରିଥାଏ ତରୁଣୀଟିଏ । ଆଉ ଏଇ ସ୍ୱପ୍ନ ଟିକିଏ ଅଧିକ ରଙ୍ଗେଇ ହେଇଯାଏ ଯୌବନର ମୃଦୁ ସ୍ପର୍ଶରେ । ନୂଆ ମଣିଷଟିଏ ଧସେଇ ପଶିଆସେ ମନ ଭିତରକୁ । ମାୟାଧର ମାନସିଂହଙ୍କ “ତରୁଣ…

ଅଧିକ ପଢ଼ନ୍ତୁ