Radhika on Chocolate day

ଚକୋଲଟ୍ ଡେ: ରାଧିକା…

ତମେବି ଛୁଆଟିଏ ପରି, ସେଦିନ କଅଣ କହିଦେଲି ଯେ ଚକୋଲେଟ ଖିଆ ଛାଡ଼ିଦେଲ ଅର୍ଦ୍ଧ ରାତିରେ ସୁନା ପିଲାଟିଏ ପରି । ଆଜି ଖାଇଲେ କିଛି କହିବିନି । କିଏ କହିଲା ଚକୋଲେଟ ଖାଇଲେ ମୋଟି ହେବ ବୋଲି? ତା’ଛଡ଼ା, ଯେତେ ଓଜନ ହେଲେବି ଭାର ମୁଁହିଁ ତ ବୋହିବିନା । -ଆରେ… ଆରେ ରାଗିକି କୁଆଡ଼େ ଯାଉଛ? ବାହାରେ ବର୍ଷା ହଉଛି…. -ସତରେ ତମେ ସବୁଠୁ ନିଆରା । ଗୋଟିଏ ଚକୋଲେଟରେ ବୁଝିଯାଉଥିବା ମନଟିକୁ କୋଟିଏ ଦାମୀ ଉପହାର କେବେ ଖୁସି…

ଅଧିକ ପଢ଼ନ୍ତୁ
E Kemitika Prema

ଏ କେମିତିକା ପ୍ରେମ

ପ୍ରେମକୁ କୁହାଯାଏ ଶାଶ୍ୱତ, ସତ୍ୟ ଓ ପବିତ୍ର । ପ୍ରେମ ଦୁନିଆରେ ଏପରି ଏକ ଜିନିଷଟିଏ ଯାହା ପାଖରେ ରହିଛି ବିଶ୍ୱକୁ ପରିବର୍ତ୍ତନର ଶକ୍ତି । ହଁ ଏହା ଠିକ ଯେ ଆଜିର ଆଧୁନିକ ଯୁଗରେ ବଦଳିଯାଇଛି ପ୍ରେମର ମାନ, ବଦଳିଛି ପ୍ରେମର ରୂପ ଓ ପବିତ୍ରତା ମଧ୍ୟ । କିଛି ଭୁଲ କହୁଛି କି??? ଟିକେ ତର୍ଜମା କରିବାକୁ ତ ପଡ଼ିବ । ଆଜିର ଏ ପ୍ରେମ କେବଳ ଖେଳଣା ପରି; ଯିଏ ପାରୁଛି ଖେଳୁଛି ଓ ଫିଙ୍ଗି ଦେଉଛି ଖେଳ…

ଅଧିକ ପଢ଼ନ୍ତୁ
Deshapritira Paradina - ଦେଶପ୍ରୀତିର ପରଦିନ

ଦେଶପ୍ରୀତିର ପରଦିନ !

ସକାଳୁ ସକାଳୁ ସମସ୍ତେ ଉତ୍ସାହର ସହ କାର୍ଯ୍ୟାଳୟ ଅଭିମୁଖେ ବାହାରୁଥିଲେ ଆଉ ଆଲମାରୀର ଅନ୍ଧାରୀ ଜୀବନରୁ ଜାତୀୟ ପତାକା ମଧ୍ୟ ଖୋଲା ଆକାଶରେ ମନ ଭରି ଉଡ଼ିବା ଆଶାରେ ବାହାରକୁ ଆସୁଥିଲା । ବାସ୍ ସବୁ ପ୍ରସ୍ତୁତି ସରିଥିଲା, ପତାକା ମଧ୍ୟ ଉତ୍ତୋଳନ ହେଲା ଏବଂ ଜାତୀୟ ସଙ୍ଗୀତ ଗାନ ହେଲା । ବନ୍ଦେ ମାତରଂ, ଭାରତ ମାତା କି ଜୟର ଧ୍ୱନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଲା । ସ୍ଵାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କୁ ମନେ ପକାଇ ବକ୍ତୃତା ଦିଆଯିବା ସହ…

ଅଧିକ ପଢ଼ନ୍ତୁ
ଦୂର ଆକାଶ

ଦୂର ଆକାଶ

ଥରେ ଦୂର ଆକାଶ ସହ ମୋର କଥୋପକଥନ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତରେ କିଛି ନା କିଛି ଶିଖିବାକୁ ମିଳିଥାଏ । କେତେବେଳେ ସେ ଶିକ୍ଷା ଲୋକ ଦେଇଥାନ୍ତି ତ କେତେବେଳେ ପ୍ରକୃତି ଦେଇଥାଏ । କିଛି ଲୋକ ବିଶ୍ୱାସକୁ ପାଦରେ ଦଳି ତ କିଛି ଲୋକ ବିଶ୍ୱାସର ମହାନତାକୁ ସନମାନ ଦେବାକୁ ଯାଇ ନିଜର ପ୍ରାଣବଳି ମଧ୍ୟ ଦେଇଥାନ୍ତି । ଜୀବନ ତୁ କ’ଣ ନ ଶିଖାଇଲୁ ଖୋଲା ଆକାଶକୁ ଥରେ ଦେଖିଲି ଓ ପଚାରିଲି ତୋତେ କେତେ ଲୋକ ଆପଣାର…

ଅଧିକ ପଢ଼ନ୍ତୁ
Adikanda Madhaba Odia Story on Lord Jagannath

ଆଦିକନ୍ଦ-ମାଧବ

ହେ ଆଦିକନ୍ଦ ! ଆପଣଙ୍କ ଚିନ୍ତନେ, ଅଭଙ୍ଗ ସ୍ଥିର ସମୟେ ଏକାଗ୍ରଚିତ୍ତେ, ଶୂନ୍ୟ ବିଚାର ସମାହିତ ସପ୍ତରଙ୍ଗେ ସବୁ ଦ୍ବନ୍ଦ ଉଭେଇ ଯାଏ । ସମ୍ବନ୍ଧର ଶୀର୍ଷରେ ରହିଥିବା ଅନନ୍ତଜନ୍ମର ନିଶ୍ଚିତ ସମ୍ପର୍କୀୟ ଆପଣଙ୍କୁ ଆମର ସମ୍ପ୍ରସାରିତ ଅହଙ୍କାରେ, ମୂଢ଼ମତି ଅଜ୍ଞାନୀ ଆମେ ମୁଁତ୍ବର ଜଞ୍ଜାଳରେ ଲଢ଼ୁଛୁ ସଂକ୍ଷିପ୍ତ ସମ୍ବନ୍ଧ-ସମ୍ପର୍କରେ ବାନ୍ଧିବା ପାଇଁ । କିଏ ଏହି ମୁଁ? ପୂର୍ବର ସୁନେଲୀ ମୈତ୍ରୟ କିରଣରେ ସ୍ଥିର ଅଥଚ ଉତ୍ତର-ପୂର୍ବ ଦିଗେ ସାମାନ୍ୟ ଗତିଶୀଳ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରର ତୃତୀୟ ନକ୍ଷତ୍ର କୃତ୍ତିକାର…

ଅଧିକ ପଢ଼ନ୍ତୁ