Puruna Chasama

ପୁରୁଣା ଚଷମା

ଅଫିସରୁ କାମ ଶେଷ କରି ଶୀଘ୍ର ବସଷ୍ଟାଣ୍ଡ ଆସିଯାଇଥିଲି, ବସଟେ ମିଳିଗଲେ ସମୟ ପୂର୍ବରୁ ଘରେ ପହଞ୍ଚିଯିବି । ସମୟ ରାତି ୯ଟା, ଅନ୍ଧାର ରାତି ଯୋଗୁଁ ରାସ୍ତାଘାଟ କିଛି ଦିଶୁନଥାଏ । ଏପଟେ ବର୍ଷା ମଧ୍ୟ ଏମିତି ହଉଛି, କମିବାର ନାଁ ହିଁ ଧରୁନି । ବସକୁ ଅପେକ୍ଷା କରୁକରୁ ଅଧ ଘଣ୍ଟା ବିତିସାରିଥାଏ । ମନ ଭିତରେ ଗୋଟେ ଭାବନା ଆସୁଥାଏ କି ଓଡ଼ିଶାର ପବ୍ଲିକ ଟ୍ରାନ୍ସପୋର୍ଟ କେବେ ଠିକ ହେବ । ଏଇ…

ଅଧିକ ପଢ଼ନ୍ତୁ
Bayasara Aparahna

ବୟସର ଅପରାହ୍ନ

ଅମୃତମୟ ସୃଷ୍ଟିରେ ଏକ କ୍ଷୁଦ୍ରାତିକ୍ଷୁଦ୍ର ଜୀବ ଭାବେ ଜନ୍ମ ନେଇ ସ୍ରଷ୍ଟାଙ୍କ ସର୍ଜନାର ମୁକସାକ୍ଷୀ ହେବା ନିଜ ଭିତରେ ଏକ ପରିତୃପ୍ତ ଅନୁଭବ । ତା’ ପରେ ପୁଣି ଅପରିକଳ୍ପିତ ବସ୍ତୁବାଦୀ ସୃଜନତା ଓ ସମାନ୍ତରାଳରେ ଜନ୍ମ ଜନ୍ମାନ୍ତର ଧରି ଚେତନାର ଅଭିବୃଦ୍ଧି ଦିଗରେ ସାଧନାରତ ରହିବା, ସାବ୍ୟସ୍ତ କରିଛି ମଣିଷକୁ ସ୍ରଷ୍ଟାଙ୍କର ସ୍ୱତନ୍ତ୍ର ସୃଷ୍ଟି ଭାବରେ । ତର୍ଜମା ମନୁଷ୍ୟ ମସ୍ତିଷ୍କର ଅନ୍ୟ ଏକ ସୃଜନ ଶକ୍ତି, ଯଦ୍ୱାରା ବିବର୍ତ୍ତନଶୀଳ ସଭ୍ୟତାରେ ତ୍ୱରାନ୍ୱିତ ହୋଇପାରିଛି ମାନବୀୟ…

ଅଧିକ ପଢ଼ନ୍ତୁ
Sakaal

ସକାଳ

ଦୂର ଦିଗବଳୟରେ ନୂତନତ୍ୱର ଏକ ଉଦ୍ଭାସିତ ଅଭିସ୍ଫୁରଣ । ପ୍ରାରବ୍ଧରୁ ଜନମାନସରେ ଏକ ତାତ୍ତ୍ୱିକ ଏବଂ ବୈଜ୍ଞାନିକ ପ୍ରେରଣାର ଉତ୍ସ । ଆବର୍ତ୍ତନର ଚରକା ଦୋଳିରେ ମନ୍ଦ ପରେ ଭଲ, ଦୁଃଖ ପରେ ସୁଖ, ବିଶାଦ ପରେ ଉନ୍ମାଦନା ପରି ଅନ୍ଧାର ପରେ ଆଲୋକର ସମ୍ଭାର ନେଇ ଆସେ ଏହି ସକାଳ । ବିସ୍ମୟକର ସୃଷ୍ଟିରେ ଜୀବ ଓ ଉଦ୍ଭିଦ ଜଗତର ପ୍ରାଣର ଉତ୍ସ ହୁଏ ସକାଳର ଏହି ଅମୃତମୟ ଆଲୋକ । ପକ୍ଷୀ କାକଳି, କାରଖାନା…

ଅଧିକ ପଢ଼ନ୍ତୁ
Tiktata

ତିକ୍ତତା

ପ୍ରତିଦିନ ଜୀବନର ଲକ୍ଷ୍ୟ ଖୋଜେ ପୁଣି ହୁଏ ଲକ୍ଷ୍ୟହୀନ, ଦିଶାହୀନ ଆଉ ଦିଗହରା । ଚିର ପରିଚିତ ରାସ୍ତାରେ ଅପରିଚିତ । ନିର୍ଦିଷ୍ଟ ପଥରେ ନିରୁଦିଷ୍ଟ ହେଇ ପୁନର୍ବାର ତିକ୍ତ । ଆଜି ହୁଏ ଇଚ୍ଛା ଚାଲିଯାଆନ୍ତି ଅନେକ ଦୂର ଅମଡ଼ା ବାଟେ ଯହିଁ ନଥିବ ସଭ୍ୟ ସମାଜର ଅସଭ୍ୟ କଳରବ । ଅଜଣା ମହକରେ ସବୁ ଭୁଲିଯିବି କେନ୍ଦ୍ରବିନ୍ଦୁ ଏକ ଦୁର୍ବାର ଆକର୍ଷଣର । ବେଳେବେଳେ ଏମିତି ବି ହୁଏ କି ଯାହାକୁ ମନ ଭାବେ…

ଅଧିକ ପଢ଼ନ୍ତୁ
Baki Thila Mahisa Baddha

ବାକି ଥିଲା ମହିଷା ବଦ୍ଧ

ନନ୍ଦିନୀ ଭାରି ଖୁସି, ତା’ ଖୁସିର କ’ଣ ଆଉ ସୀମା ଅଛି ! ପାଦ ତ ଆଉ ତା’ର ମାଟିରେ ଲାଗୁନି, କାରଣ ସେ ଜିଦ୍ କରି ବସିବାରୁ ମମି, ପାପା ଏଥର ଦଶହରା ଦଶଦିନ ଛୁଟିରେ ସବୁ କାମ ପଛରେ ପକାଇ ଗାଆଁକୁ ଯିବା ପାଇଁ ରାଜି ହୋଇଗଲେ । ରାଜି ବା ହେବେନି କେମିତି ତାଙ୍କର ଏଇ ନନ୍ଦିନୀଟା ଏକୋଇରବଳା ବିସିକେଶନ । ଦୁନିଆଯାକର ଗେଲବସର, ଭାରି ଜିଦ୍‌ଖୋର । ଏଇ ନନ୍ଦିନୀଟା ବି…

ଅଧିକ ପଢ଼ନ୍ତୁ