
ଅଦୃଶ୍ୟ ଗତାୟୁ
ଶୀତଦିନ ସକାଳ । ୧୦ଟା ବାଜି ସାରିଥାଏ । ସୂର୍ଯ୍ୟଦେବ ଏପର୍ଯ୍ୟନ୍ତ ଧୂଆଁଳିଆ କମ୍ବଳ ଘୋଡ଼ି ଆରାମ କରୁଥାନ୍ତି । ଅନୁ ପୂଜା ଥାଳି ପ୍ରସ୍ତୁତ କରିସାରିବା ପରେ ନଣନ୍ଦର ଦ୍ୱାରପାଖକୁ ଯାଇ କହିଲା, “ନେହା ! ମୁନ୍ନା ଶୋଇଛି । ତାକୁ ଟିକେ ଦେଖୁଥିବ । ମୁଁ ମନ୍ଦିର ଯାଉଛି ।” ଶୀତ ଲହଡ଼ିର ଚାପୁଡ଼ା ଖାଇ ଥରି ଥରି ସେ ମନ୍ଦିର ରାସ୍ତାରେ ପାଦ ଥୋଇ ଆଗକୁ ଆଗାଉଥାଏ । ଆଜି ତାକୁ ଜଣା…