Odia Poem Haere Thakura (ହାଏରେ ଠାକୁର) by Dr Sachin Sarangi

ହାଏରେ ଠାକୁର

ସତରେ କ’ଣ ତୁ ଜାଣିନୁ ମୋ ମନର ଅବିଶ୍ରାନ୍ତ କୋହକୁ ଆଉ ତୋ’ ପ୍ରତି ଅହେତୁକ ଆବେଗକୁ; ଅବୁଝାର ମନ ନେଇ ଖାଲି ବୁଝିବାର, ଖାମ୍‌ଖିଆଲି ଢଙ୍ଗରେ ବଲ ବଲ ଚାହିଁ ଥାଉ ସତେ ଯେମିତି, ସବୁ କିଛି ବୁଝିଛୁ ଆଉ ବୁଝି ସାରି, ସବୁ କିଛି କରୁଛୁ । ସେଦିନ ମୁଁ କ’ଣ, ଭୁଲ କରିଥିଲି? ମୋ ଡାକ ନ ଶୁଣି, ମୋ ମନକୁ ଠିକରେ ନ ପଢ଼ି ଏତେ ବଡ଼ ପାହାଡ଼ ପରା ବୋଝ ମୋ…

ଅଧିକ ପଢ଼ନ୍ତୁ
Odia Poem Mun Je Abhinaya Karuthili (ମୁଁ ଯେ ଅଭିନୟ କରୁଥିଲି) by Subhankar Satapathy

ମୁଁ ଯେ ଅଭିନୟ କରୁଥିଲି

ଜୀବନ ଯୌବନ ପ୍ରକୃତିର ଖେଳ, ବୃଦ୍ଧ ଅବସର ନେଲି । ମୁଁ ଯେ ଅଭିନୟ କରୁଥିଲି, ମୁଁ ଯେ ଅଭିନୟ କରୁଥିଲି । କୈଶୋର ନଦୀକୂଳ ଲଙ୍ଘୁ ଥିଲା, ବଳ ଯେତେ ସାଇତିଲି । ପରାକ୍ରମର ଦ୍ୱାହି ଦେଇକି, ଅହଂକାରେ ବୁଡ଼ିଗଲି । ସ୍ୱାର୍ଥ ପର ମୋର ମନକୁ ନେଇକି, ମିଛ ମୁଁ କହି ଚାଲିଲି । ମୁଁ ଯେ ଅଭିନୟ କରୁଥିଲି, ମୁଁ ଯେ ଅଭିନୟ କରୁଥିଲି । ପାଷାଣ ପରିକା ହୃଦୟ ମୋହର, ଅନ୍ୟାୟ କେତେ ଦେଖିଲି । କ୍ରୁରତା ମନକୁ ମାପ କାଠି…

ଅଧିକ ପଢ଼ନ୍ତୁ
Odia Bhajan He Prabhu Kala Thakura (ହେ ପ୍ରଭୁ କଳା ଠାକୁର) by Sudhanshu Shekhar Patra

ହେ ପ୍ରଭୁ କଳା ଠାକୁର

ହେ ପ୍ରଭୁ କଳା ଠାକୁର ବ୍ରହ୍ମାଣ୍ଡ ଗୋସାଇଁ ତମ ଆଖିରେ ଅଲୋଡ଼ା ହେଲି କାହିଁ ପାଇଁ? ଆଜନମ ଦୁଖୀ ହୋଇ ଲୁହରେ ଭାସୁଛି ମରଣ ହେଉନି କିଆଁ ସେ କଥା ଭାବୁଛି । ନିନ୍ଦା-ଗାଳି-ବାଦ-ଅପବାଦ ପୁଞ୍ଜି କରି ଏତେବଡ଼ ଦୁନିଆରେ ଚାଲିବି କିପରି? ଯୁଆଡ଼େ ଦେଖୁଛି ମୁହିଁ ସେଆଡ଼େ ଅନ୍ଧାର କିଏ ତ ପାଖରେ ନାହିଁ ହେବାକୁ ନିଜର । ମନ ଅଶାନ୍ତ ପସରା ହୃଦୟ ଜଳଇ ଉଦ୍ଧାରି ଧର ସାଆନ୍ତେ ଶରଣ ପଶଇ । – ସୁଧାଂଶୁ ଶେଖର ପାତ୍ର…

ଅଧିକ ପଢ଼ନ୍ତୁ
Odia Poem Prema Panta Tale (ପ୍ରେମ ପଣତ ତଳେ) by Ashutosh Meher

ପ୍ରେମ ପଣତ ତଳେ

କହିବି କହିବି ଓଠେ ରହିଗଲା ହୃଦୟ ତଳର ଆଶା, ଶୁଣିବି ଶୁଣିବି କାନେ ଅଟକିଲା ପ୍ରେମ ସୁମଧୁର ଭାଷା । ଚାହିଁ ଚାହିଁ ଚାହିଁ ଆଖିରେ ମରିଲା ଲହୁ ହୁଏ ଲୁହ ଧାର, ଏକାକୀ ଏକାକୀ ଚାତକ ପରାଣେ ଠିଆ ସମୟର ଭାର । ଏମିତି ଏମିତି ସରିଯାଉ ଦିନ ଆଶାର ସମାଧି କୋଳେ, ବାସନା ବାସନା ପ୍ରେମ ମହକରେ ତୁମରି ପଣତ ତଳେ । – ଆଶୁତୋଷ ମେହେର ଆଶୁତୋଷ ମେହେରଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ…

ଅଧିକ ପଢ଼ନ୍ତୁ
Odia Poem Nirbasita (ନିର୍ବାସିତା) by Sonali Sucharita

ନିର୍ବାସିତା

ମା ! ତୁମ ଜରାୟୁର ଅନ୍ଧାରି ମୂଲକ; ଉଦ୍ଭାସିତ ହୋଇଛି ଆଜି ଏକ ନୂତନ ସୃଷ୍ଟିର ଝଲକ । କୈଶିକ ଝିଲ୍ଲୀର ଆସ୍ତରଣ ଗର୍ଭ-ନାଡ଼ର ସଂଯୋଗରେ ନିଶ୍ଚିତ ହୋଇ ଏଇତ ଆରମ୍ଭ ମାତ୍ର ମୋ ସନ୍ତରଣ । ତୁମରି ରକ୍ତ-ମାଂସରେ ଗଢ଼ା ଆରମ୍ଭ ହେଲା ମୋର ଗୋଟିଏ ପରେ ଗୋଟିଏ ଜୀବକୋଷ… ମୁଦ୍ରିତ ମୋ ଆଖିର ପତଳା ପରଦାରେ ନେଇ ଆଖିଏ ସ୍ୱପ୍ନ, ମୋ ଜୀବନ ଯେ କେବଳ ତୁମ ସ୍ନେହର ବଶ । ଆଜି ଦ୍ଵିତୀୟ ମାସରେ ତୁମର ପ୍ରଥମ ଅନୁଭବ,…

ଅଧିକ ପଢ଼ନ୍ତୁ