Odia Poem Kanya Suraksha (କନ୍ୟା ସୁରକ୍ଷା) by Ramachandra Pradhan

କନ୍ୟା ସୁରକ୍ଷା

ଯୁଗେ ଯୁଗେ ଅଟେ କନ୍ୟା ରତ୍ନଟିଏ ଦିଅ ତା’କୁ ଶିକ୍ଷା ଦୀକ୍ଷା କନ୍ୟାଭୃଣ ହତ୍ୟା ନ କରି ସମାଜେ ସର୍ବେ କର ତା’ର ରକ୍ଷା । କନ୍ୟାଟିଏ ଥିଲେ ଘର ଲାଗୁଥାଏ ସତେ ଅବା ସ୍ୱର୍ଗପୁର ସିଏ ତ ନ ଥିଲେ ମରୁଭୂମି ପରି ଘର ଲାଗେ ଅସୁନ୍ଦର । କନ୍ୟାଟି ହସିଲେ ଦୁନିଆ ହସିବ ବଢ଼ିବ ଧନ ଜୀବନ ସିଏ ତ କାନ୍ଦିଲେ ବଂଶ ନାଶ ହେବ ନଷ୍ଟ ହେବ ସନମାନ । ନୁହେଁ ସେ ଅଲୋଡ଼ା ସେ ଖୁସି…

ଅଧିକ ପଢ଼ନ୍ତୁ
Odia Poem Eklapanara Kabita (ଏକ୍ଲାପଣର କବିତା) by Jyotiprakash Mohapatra

ଏକ୍ଲାପଣର କବିତା

ମୈତ୍ରେ ହୋ ! କୋଉଠି ରହୁଛ ଆଜିକାଲି ଶୁଣିଲଣି ନା ତମ ବନ୍ଧୁଙ୍କ ହାଲୋ ଟ୍ୟୁନ୍ କିମିତି ଶୁଣିବ ତମେ ଫୋନ ତ ଲଗାଇ ନ ଥିବ ବର୍ଷ ବର୍ଷ ଧରି । ମେଁ ଜିନ୍ଦେଗୀ କା ସାଥ୍‌ ନିଭାତା ଚଲା ଗୟା ହର ଫିକ୍ର କୋ ଧୂଏଁ ମେଁ ଉଡ଼ାତା ଚଲା ଗୟା ଆଜିକାଲି ଶୁଭୁଛି ଇଚ୍ଛା ହେଲେ ସେ ଫୋନ ଉଠୋଉଚି ଇଚ୍ଛା ହେଲେ ଫୋନ କାଟି ଦେଉଚି । ହ୍ୱାଟ୍‌ସଆପ୍‌ ବି ତ କରି ନଥିବ କୋଉ…

ଅଧିକ ପଢ଼ନ୍ତୁ
ଅର୍ଘ୍ୟଥାଳି (Arghyathali) - ଜି. କ୍ରିଷ୍ଣା ରେଡ୍ଡୀଙ୍କ ରଚନାରୁ

ଅର୍ଘ୍ୟଥାଳି

ଚାଲନ୍ତୁ ପରଖି ନେବା ଗୋଟାପଣେ ତଉଲି, ମୁଖଶାଳାର ତେଜୋବନ୍ତ ଚିତ୍ରଣସବୁକୁ, ଚରିତ୍ରସବୁକୁ, ପୁଣିଥରେ ସଜିଲ କରିବା ଆମ ଆଶା, ବିଶ୍ୱାସର, ସମସ୍ତ ନିର୍ବାପିତ ଚଉହଦି ବିଶ୍ଵ କଲ୍ୟାଣ ମନ୍ତ୍ର ବହି । ସ୍ଵାଧିନତାର ଏ ଅମୃତବେଳାରେ ନେବା ପୁଣି ଏକ ବଜ୍ର ଶପଥ, ଶଠତାର ଜତୁଗୃହେ ଏକାବାଗେ ପଣବନ୍ଦୀ ଲଭୁଥିବା, ଆମର ଯେତେସବୁ ପୌରୁଷତ୍ଵକୁ ନୂଆ ଏକ ସଞ୍ଜିବନୀ ଛୁଆଁରେ ପଲ୍ଲବିତ କରି, ଚାଲ ରଚିଦେବା ଏଥର ଭିନ୍ନ ଏକ ସକାଳ ଗୁନ୍ଥିଦେଇ ତ୍ୟାଗ ସମର୍ପଣର ଅର୍ଘ୍ୟଥାଳି । –…

ଅଧିକ ପଢ଼ନ୍ତୁ
He Mora Dura Sudurara Nisthura Bandhu

ହେ ମୋର ଦୂର ସୁଦୂରର ଅତିପ୍ରିୟ ନିଷ୍ଠୁର ବନ୍ଧୁ

ମୋ ଜୀବନର ଏଇ ଚଲା ପଥରେ ତୁମେ ମୋତେ ତୁମଠୁ ଯେତେ ଦୂରରେ ରଖିଥିଲେ ମଧ୍ୟ, ମୁଁ ମୋର ହୃଦୟର ପ୍ରତିଟି କୋଣରେ ତୁମକୁ ସାଇତି ରଖିଛି । କ’ଣ ମୁଁ ଏହିପରି ତୁମରି ସ୍ମୃତିରେ କଣ୍ଟକିତ ଶର ଶଯ୍ୟାରେ, ମୋ ଜୀବନକୁ ଅତିବାହିତ କରୁଥିବି? କେତେ ଦିନ ଏପରି ହୃଦୟରେ ଅନେକ କଷ୍ଟ ଧରି, ଏ ଅସ୍ଥିର ସମାଜ ସାମ୍ନାରେ, ଛଦ୍ମବେଶୀ ଏ ହସର ମୁଖାଟାକୁ ପିନ୍ଧି ବୁଲୁଥିବି? “ମହାପ୍ରଭୁ” ଏମିତି କେତେ ବଡ଼ ଭୁଲ କରିଦେଇଛି…

ଅଧିକ ପଢ଼ନ୍ତୁ
Odia Poem Pakhala (ପଖାଳ) by Rudra Narayan Sahoo

ପଖାଳ

ପଖାଳ ଦିବସ ବିଂଶ ମାର୍ଚ୍ଚ ମାସ ସବୁ ବର୍ଷ ନିର୍ଧାରିତ ଓଡ଼ିଆଙ୍କ ଘରେ ସବୁଠୁ ଶୀର୍ଷରେ ଅନ୍ୟ ପର୍ବ ପେକ୍ଷାକୃତ ॥ ପଖାଳ ଭୋଜନ ବହୁ ପୁରାତନ ଶ୍ରୀମନ୍ଦିରୁ ଆରମ୍ଭିଲା ବଡ଼ ଠାକୁରଙ୍କ ଭୋଗରୁ ଏକକ ଓଡ଼ିଆଙ୍କ ପ୍ରିୟ ହେଲା ॥ ଓଡ଼ିଶାରୁ ଜାତ ମୋ ପଖାଳ ଭାତ ଭାବ ବୁଝନ୍ତି ଓଡ଼ିଆ ଜଣା ପଖାଳକୁ ଅଣଓଡ଼ିଆଙ୍କୁ ଭୁଞ୍ଜିଲେ ଲାଗେ ଅଡ଼ୁଆ ॥ ରନ୍ଧା ଭାତେ ଜଳ ନାମରେ ପଖାଳ ଘରେ ଘରେ ପରିଚିତ ଭୁଜନ୍ତି ଖୁସିରେ…

ଅଧିକ ପଢ଼ନ୍ତୁ