Odia Poem Ma Pain Kabita (ମା' ପାଇଁ କବିତା) by Nirmal Sahu

ମା’ ପାଇଁ କବିତା

ତୋ’ର ଛବି ଉଙ୍କିମାରେ ଏହି ଜୀବନେ ପଥେ ମନଲୋଭା ବାତ୍ସଲ୍ୟର ମୋହ ସୁମଧୁର କରତାଳ ସହ । ଭଲ ପାଇବାର ସେ ଆତ୍ମୀୟତା ପଣତେ ତା’ର ସ୍ୱପ୍ନଭିଜା ରଙ୍ଗୀନ ଫଗୁଣ ଆଖିରେ ରହିଛି ତା’ର ଅନନ୍ତ ଇସାରା ମୋହରେ ବାନ୍ଧି ହୋଇଛି ତ୍ରିବେଣୀ ମୁହାଣ । ପରିବାରକୁ ନିଜ ସ୍ୱପ୍ନ ଦେଇ ସମ୍ଭାଳିଛି ନକରି ବେଳ-ଅବେଳ କରିନି ବାହାନା ବଞ୍ଚିବାର ସଂଘର୍ଷ ନେଇ ରହିଛି ଆମ ସହ ଚିର ତିଳ ଜଞ୍ଜାଳ ସହ । ଆଗରେ ଜୀବନର ଅନେକ ପଥ ମା’ର…

ଅଧିକ ପଢ଼ନ୍ତୁ
Odia Poem Premara Mane (ପ୍ରେମର ମାନେ) by Madhumita Mishra

ପ୍ରେମର ମାନେ

ପଚାରିଦେଲା ସେ ଫିସ୍ ଫିସ୍ କରି, “ପ୍ରେମର ମାନେଟି କ’ଣ??” କହିଦେଲି ମୁଁ ଯେ ଫୁସ୍ ଫୁସ୍ କରି, “ଆପେ ଆପେ ତୁମେ ଜାଣ…” ତା’ ପରେ ଚାଲିଲା ତମତମ ହୋଇ, ଡାକିଲି ପକେଇ ରାଣ । ପଛକୁ ବୁଲି ମୁହଁକୁ ମୋଡ଼ିଲା; କହିଲି, “ତୁମେ ତ ମୋର ଜୀବନ… ତୁମେ ମୋର ମନ ତୁମେ ତ ମୋ ପ୍ରାଣ ତୁମେ ମୋର ଗଣ୍ଠିଧନ ତୁମକୁ କହୁଛି ବୁଝେଇ ଶୁଣ ଗୋ ତୁମେ ମୋର ପ୍ରୀତି ପ୍ରେମ ।” ମନକୁ…

ଅଧିକ ପଢ଼ନ୍ତୁ
Odia Poem Boita Bandana (ବୋଇତ ବନ୍ଦାଣ) by Mamata Sahu

ବୋଇତ ବନ୍ଦାଣ

ବୋଇତ ବନ୍ଦାଣ ହୁଅଇ ପାଳନ କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆ ଘରର ପୂର୍ବ ପରମ୍ପରା ରହିଅଛି ଚିର ଦିନ ॥ ପୂରୁବ କାଳରେ ସାଧବ ମାନେ ଯେ ବୋଇତରେ ଯାଉଥିଲେ ବିଦେଶକୁ ଯାଇ ବ୍ୟବସାୟ କରି ଧନରତ୍ନ ଆଣୁଥିଲେ ॥ ଯାଉଥିଲେ ହସି କାର୍ତ୍ତିକ ମାସରେ ଫେରୁଥିଲେ ଆଷାଢ଼ରେ ହରଷ ଚିତ୍ତରେ ବାଣିଜ୍ୟ କର୍ମକୁ କରୁଥିଲେ ସୁମାର୍ଗରେ ॥ ମନାସୀ ମନରେ ଶୁଭ କାମନା ଯେ ଧରିଣ ବନ୍ଦାଣ ଥାଳି ବନ୍ଦାଉ ଥିଲେ ଝିଅ ବୋହୂ ମିଶି…

ଅଧିକ ପଢ଼ନ୍ତୁ
Odia Poem Priyatama Priti (ପ୍ରିୟତମା ପ୍ରିତୀ) bu Akshay Rath

ପ୍ରିୟତମା ପ୍ରିତୀ

ନିଝୁମ୍ ରାତିର ପ୍ରିୟତମା ପ୍ରିତୀ, ରାତିର ରାତିରେ ପ୍ରେମ ସେ କରୁଛି… ପ୍ରେମରେ ଭରା ମଧୁଚନ୍ଦ୍ରିକାର ସ୍ପର୍ଶ, ପ୍ରେମିକ ମନକୁ ମୋ ପାଗଳ କରୁଛି… ଆଖି ଖୋଲିଦେଲେ ଏକା ହୋଇଯାଏ, ପ୍ରିୟତମା ପ୍ରିତୀ ପାଖୁ ଲିଭିଯାଏ… ରଙ୍ଗଭରା ସ୍ୱପ୍ନ ବେରଙ୍ଗ ରାତିର, ଅନ୍ଧାର ଭିତରେ ତୁଟି ହଜିଯାଏ… ଝରକା ସେପାଖ ରୂପେଲି ଜହ୍ନରେ, ପ୍ରେମିକାର ମୁଖ ଖୋଜି ଖୋଜି ପ୍ରାୟ… ଅଳ୍ପ ଅଳ୍ପ ତା’ ରୂପର ବର୍ଣ୍ଣନା, କରିଚାଲେ ମୋ ପ୍ରେମିକ ହୃଦୟ… – ଅକ୍ଷୟ ରଥ…

ଅଧିକ ପଢ଼ନ୍ତୁ
Odia Poem Padoshi (ପଡ଼ୋଶୀ) by Saroj Kumar Sahoo

ପଡ଼ୋଶୀ

ଦୁଃଖକୁ ନେଇଣ ସୁଖରୁ ମୁଠାଏ ପାରେନା ସିନା ସେ ଅଜାଡ଼ି ପରିବାର ମଧ୍ୟେ ହେଲେ ମତାନ୍ତର ସହଜରେ ଦିଏ ସଜାଡ଼ି । ଭୁଲାଇ ଦିଏ ସେ କ୍ଷଣିକ ମଧ୍ୟରେ ଥାଅ ଯେତେ ଦିନ ରୁଷିକି ଭାବ ଦିଆନିଆ ହୋଇଯାଏ ଯଦି ପଦେଅଧେ କେବେ ବସିକି । ତେଲଲୁଣ ଠାରୁ ଘରକରଣା ବି ବଖାଣି ଦିଏ ସେ ଆଗରେ ଚୋରା ପିରତିର ଖୋଲେ ବି ଗୁମର ସବୁଠୁ ନିଆରା ଢଙ୍ଗରେ । ପୁନେଇଁ ପରବେ ହେଲେ ପିଠାପଣା ଖଣ୍ତେ ଅଧେ ଦିଏ ଯାଚିକି…

ଅଧିକ ପଢ଼ନ୍ତୁ