Odia Poem Bhuli Parunahin (ଭୁଲି ପାରୁନାହିଁ) by Tapas Ranjan on Shubhapallaba Odia Magazine

ଭୁଲି ପାରୁନାହିଁ

ଭଲ ଭଲ କ‌ହି ଭଲ ପାଇଗଲି ଭୁଲି ପାରୁନାହିଁ ମୁଁହିଁ, ଆଖିଯାଏ ଥକି ମନ ଯାଏ ଶୁଖି ତୁମ ବାଟ ଚାହିଁ ଚାହିଁ ॥୧॥ ତୁମ ସାଥେ ଥିବା ପ୍ରତିଟି ମୁହୂର୍ତ୍ତ ଭୁଲିପାରୁନାହିଁ ମୁହିଁ, ନିରୋଳାରେ ଥିଲେ ତୁମେ ମନେପଡ଼ ଭେଟିବାକୁ ଚାହେଁ ମୁଁହିଁ ॥୨॥ ତୁମେ ଯିବାପରେ ଅଝଡ଼ା ସ୍ମୃତିକୁ ସାଉଁଟି ବସିଛି ମୁହିଁ, ଜୀବନର ମାନେ ତୁମଠୁ ଆରମ୍ଭ ତୁମେ ସାଥେ ଯାଏ ବ‌ହି ॥୩॥ ଭୁଲିବାକୁ ଚାହିଁ ଭୁଲି ପାରୁନାହିଁ ଭାବନାରେ ଯାଅ ରହି, ମନ ଆଇନାରୁ…

ଅଧିକ ପଢ଼ନ୍ତୁ
sarbasrestha-prani

ସର୍ବଶ୍ରେଷ୍ଠ ପ୍ରାଣୀ

ମୁଁ ଛଳନା, ବିଶ୍ୱାସର ମୁଖା ପିନ୍ଧି ଦିଏ ମୁଁ ଯାତନା । ମୁଁ ଯୌବନ, ମୋତେ ନେଇ ଗର୍ବୀ ମନ ଭୁଲେ ଆତ୍ମଜ୍ଞାନ । ମୁଁ ଅହଙ୍କାର, ମୋ ପାଇଁ ସୁନା ସଂସାର ହୁଏ ଛାରକାର । ମୁଁ ଲୋଭ, ଯେତେ ଧନ ପାଇଲେ ବି ପୂରେ ନାହିଁ ଗର୍ଭ । ମୁଁ କ୍ରୋଧ, ନିମିଷକେ ଧ୍ୱଂସିବା ମୋହର ମାର୍ଗ । ମୁଁ ମାନବ, ଲୋଭ, କ୍ରୋଧ, ମୋହ‌ମାୟା ମୋଠୁଁ ଉଦ୍‌ଭବ । ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ ଉଡ଼ାଏ ମୁଁ ବାନା, ଇନ୍ଦ୍ରିୟର ସଂଯମତା ନାହିଁ…

ଅଧିକ ପଢ଼ନ୍ତୁ
dubaghasa

ଦୁବଘାସ

ଘାସଟିଏ ମୁଁ ଦୁବଘାସଟିଏ ଆକାର ମୋହର ଛୋଟିଆ ଛୋଟ ଶରୀରଟି ଧରିଛି ସିନା ମୁଁ କାମଟି ମୋହର ବଢ଼ିଆ ॥ ଠାକୁର ଘରର କଳସ ସେବାରେ ଦରକାର ହୁଏ ମୁହିଁଟି ଆମ୍ବଡାଳ ବରକୋଳିର ପତରେ ସ୍ଥାନ ଯେ ମୋହର ଥାଏଟି ॥ ଆସୁ ସତେ କେତେ ବାଆ ବତାସ ଯେ କେବେ ଯାଏ ନାହିଁ ଡରିକି ଡରିବାର ଯଦି ଥାଏ ମୋ ମନରେ ଡର ଥାଏ ମୋର ହରିକି ॥ ଗୋରୁର ପାକୁଳି ମଧ୍ୟରେ ମୁହିଁ ଯେ ହରାଇ ଦିଏ ମୋ…

ଅଧିକ ପଢ଼ନ୍ତୁ
banaspati

ବନଷ୍ପତି

ଧୂଳି ମାଟି କଙ୍କରିତ ଏଇ ଧୁସର ଧରିତ୍ରୀକୁ ତୁମେଇ ତ, ସବୁଜିମାରେ ଭରିଦେଲ । ଏ ଧୂସର ଧରିତ୍ରୀକୁ ତୁମରି ରଙ୍ଗରେ ରଙ୍ଗେଇ ଦେଲ, ତୁମରି ନବ କିଶଳୟ, ତୁମରି ପୁଷ୍ପ ସମ୍ଭାରରେ କେତେଯେ ରଙ୍ଗ ବିଛାଡିଗଲ, ପ୍ରାଣେ ପ୍ରେମ ତୁମେଇ ତ ଭରିଦେଲ । ପ୍ରାଣେ ପ୍ରାଣବାୟୁ ତୁମେଇ ତ ଦେଲ, ଅନ୍ନମୟ ପିଣ୍ଡେ ପ୍ରତି କୋଷୀକାରେ, ତୁମେତ ବୋହୁଛ ପ୍ରତିକ୍ଷଣ ପ୍ରତି ମୁହୁର୍ତ୍ତରେ, ପ୍ରତିଟି ପ୍ରାଣୀର ପ୍ରତିଟି ନିଶ୍ୱାସକୁ ତୁମେ ତ ରୁଣି କରିଦେଲ । ରୁତୁ ବି…

ଅଧିକ ପଢ଼ନ୍ତୁ
Odia Poem Nua Barsa (ନୂଆ ବର୍ଷ) by Rajshekhar Chima for New Year

ନୂଆ ବର୍ଷ

ଆସୁଅଛି ନୂଆ ବର୍ଷ, ନୂଆ ସମୟ ଚକ୍ର ସ୍ୱୀକାର କରିବା ସ‌ହର୍ଷ । ଜୀବନରେ ଖୋଲିବା ନୂତନ ଅଧ୍ୟାୟ, ଚାଲିବ ଅନେକ ଅନେକ ପର୍ଯ୍ୟାୟ । ଭଲ ମନ୍ଦ ଅନେକ ପୃଷ୍ଠା, ଶ୍ରୀଜୀଉଙ୍କ ପ୍ରତି ରହୁ ସମସ୍ତଙ୍କ ନିଷ୍ଠା । ଯାଉଥିବା ବର୍ଷରୁ ମିଳିଲା ଅମୂଲ୍ୟ ଶିକ୍ଷା, ଆଗାମୀ ବର୍ଷରେ ଧୈର୍ଯ୍ୟେ ସାମନା କରିବା ନୂଆ ପରୀକ୍ଷା । ନିଜ ପ୍ରାଚୀନ ପରମ୍ପରା ର କରିବା ସୁରକ୍ଷା, ଭାଷା ସଂସ୍କୃତି ବ୍ୟବ‌ହାରରେ ତୃଟିର କରିବା ସମୀକ୍ଷା । ହୋଇପରେ କିଛି ନୂଆ କ୍ରାନ୍ତି, ପାଳନ…

ଅଧିକ ପଢ଼ନ୍ତୁ