ଉତ୍କଳ ଦିବସ
ଓଡ଼ିଆ ଅମେରେ ସବୁରି ଆଗରେ, ଉର୍ଦ୍ଧେ ଆମରି ମଥା । ଗରବେ କହିବା ଓଡ଼ିଆ ଆମେରେ ଓଡ଼ିଆ ମୋ ମାତୃଭାଷା । ଆମରି ଠାକୁର ଜଗତରନାଥ ନୀଳାଦ୍ରି ନୀଳାଚଳ, ସରଗେ ସେ ମହୋଦଧି ଉତ୍କଳ ଜନନୀର ପଦଧୌତ କରେ ସରିତ୍ ସେ ମହାନଦୀ । ଆମରି ମାଟିର ଭଞ୍ଜ ଗୋପବନ୍ଧୁ ଦାୟଦ ଆମେ ତାଙ୍କରି ବଜିଆ ରକତ ବହୁଛି ଏ ଦେହେ ହେବରେ କେ ଆମ ସରି । ଚଣ୍ଡାଶୋକ ଏଠି ଧର୍ମାଶୋକ ହୋଇ ନୂଆଁଇଛି ତା’ର ମଥା ଜଗତ ଜାଣିଚି ତୁମେ…

