ଆମେ, ପୃଥିବୀ ଓ ପରିବେଶ
ପୃଥିବୀ ମୋହର କେଡ଼େ ସୁନ୍ଦର ଫୁଲ ଫଳ ଲତା ତା’ ଉପହାର ମାନବ ଜାତିଟି ଏଡ଼େ ନିଷ୍ଠୁର ତା’ ଉପହାରକୁ କଲା ସଂହାର । ସୁନା ରୂପା ହୀରା ଖୋଦିତ ଦେହେ ଦେଖି ପ୍ରଲୋଭିତ ମଣିଷ ମୋହେ ତାଡ଼ନା, ଯାତନା ଧରାଟି ସହେ ମାଟି ଖୋଳୁ ଖୋଳୁ ରାତିଟି ପାହେ । ନଦୀରୁ ସାଗର ବିସ୍ତୀର୍ଣ୍ଣ ସିଏ ତା’ ଜଳରେ କେତେ କ୍ରିୟା ଯେ ହୁଏ ସେ ଗଭୀରତାକୁ ମାପୁଛି ଯିଏ ପ୍ରଦୂଷିତ ତା’କୁ କରୁଛି ସିଏ । ବସନ୍ତ ମଳୟ…

