Puni Pheri Asantani Piladina - ପୁଣି ଫେରି ଆସନ୍ତାନି ପିଲାଦିନ

ପୁଣି ଫେରି ଆସନ୍ତାନି ପିଲାଦିନ

ପୁଣି ଫେରି ଆସନ୍ତାନି ପିଲାଦିନ ପୁଣି ଶୁଭନ୍ତାନି ଜେଜେମା’ର ଗୁଲୁରୁ ଗୁଲୁରୁ ଗପ, ଜେଜେଙ୍କ ବଙ୍କୁଲୀ ବାଡ଼ି ଶବ୍ଦ । ପୁଣି ଶୁଭନ୍ତାନି ଚାଟଶାଳୀ ପାଠ ଗୁରୁଙ୍କ ଛାଟ ମାଡ଼ । ଆଇ ହାତ ପୋଡ଼ ପିଠା ପାଟିକୁ କରେ ମୋ’ର ମିଠା । ମାଇଁଙ୍କ ପିଠା ଚକୁଳି ଭାଙ୍ଗେ ମୋ ଅଳି ଅର୍ଦ୍ଦଳି । ମୋ ଗାଁ’ ମୋ ପାଇଁ ସରଗ ଭୂଇଁ । ଗାଁ’ରେ ସଞ୍ଜ ହୁଏ ଗାଈ ଗୋଠ ଫେରେ ହମ୍ବା ରଡ଼ି ଶୁଭେ କି ଚମତ୍କାର ଦୃଶ୍ୟ ଏବେ…

ଅଧିକ ପଢ଼ନ୍ତୁ
Joubanara Agamane - ଯୌବନର ଆଗମନେ

ଯୌବନର ଆଗମନେ

ଶୀତ ପରେ ଯେବେ ଆସେ ବସନ୍ତ ଆନନ୍ଦରେ ଧରଣୀ ପାଗଳିନୀ ହୁଏ ହୁଏ ତା’ର ବୁକୁ ଉଲ୍ଲସିତ । ସରଳ କିଶୋରୀ ମନରେ ଯେତେବେଳେ ଦେଖାଦିଏ କଅଁଳ ଯୌବନ ସେ ବୁଝିପାରେ ସବୁ କଥାର ଅର୍ଥ ବୁଝିପାରେ ସବୁରି ଇଙ୍ଗିତ । ମୁଁ ଯେତେବେଳେ ପହଞ୍ଚିଲି ଯୌବନର ପାଦଦେଶରେ ସବୁ ଖାଲି ଲାଗୁଥିଲା ନୂଆ ନୂଆ ସବୁତ ରଙ୍ଗୀନ । ବର୍ଷାର ଆଗମନେ କେକୀ ଯେହ୍ନେ ହୁଏ ଆତ୍ମହରା ସବୁଠାରୁ ଲାଗୁଥିଲା ଭଲ ଅତୀବ ତମର ସେ ଚୋରା ଚୋରା ଚାହାଣୀ…

ଅଧିକ ପଢ଼ନ୍ତୁ
Jibi Mun Kuade - ଯିବି ମୁଁ କୁଆଡ଼େ?

ଯିବି ମୁଁ କୁଆଡ଼େ?

ବାଟ ତ ଅଛି ଅନେକ ଚାଲିବାକୁ ଆଦ୍ୟ-ପ୍ରାନ୍ତହୀନ ଲକ୍ଷ୍ୟ ନେଇ କେବେ ଜିତିହୁଏ ପୁଣି ପଡ଼େ ହାରିବାକୁ କିଛି ପାଇହୁଏ ତ, କିଛି ପଡ଼େ ହରେଇବାକୁ । ତଥାପି ସଭିଏଁ ବାଧ୍ୟ ସେଇ ବାଟେ ଚାଲିବାକୁ ନିଜ ଇଚ୍ଛାରେ ହେଉ କି ଅନିଚ୍ଛାରେ ନିଜ ଗୋଡ଼ରେ ହେଉ କି କାହା ସାହାରାରେ ସେଇ ଲକ୍ଷ୍ୟରେ ହେବ ପହଞ୍ଚିବାକୁ । କିଏ କହିବ? କେତେ ଦିନ କେତେ ରାତି ଆଉ ଏମିତି ଚାଲିବାକୁ ହେବ? କେବେ ମିଳିବ ବିଶ୍ରାମଟିକେ ଏ ପାଦ…

ଅଧିକ ପଢ଼ନ୍ତୁ
Mo Thakura Kalia - ମୋ ଠାକୁର କାଳିଆ

ମୋ ଠାକୁର କାଳିଆ

କାଳିଆ ଆସୁଛି ଲଗାଇ ଟାହିଆ ସାଥେ ମା’ ସୁଭଦ୍ରା ଓ ପ୍ରଭୁ ବଳିଆ । ଦରଶନ ଦେବେ ସାରା ଜଗତକୁ ନୟନ ଚାହେଁ ଭୁଲି ସବୁ ଦୁଃଖକୁ । ଲୀଳାମୟ ଠାକୁର ଚକା ଡୋଳିଆ ତା’ ପରି କାହିଁ ଆଉ ବଡ଼ ଛଳିଆ । ବର୍ଷକୁ ଥରେ ଆସେ ବଡ଼ ଦାଣ୍ଡକୁ ଦର୍ଶନ ଦେବ ସେ ସାରା ଜଗତକୁ । ଯାତ ମଧ୍ୟେ ଶ୍ରେଷ୍ଠ ଶ୍ରୀ ଗୁଣ୍ଡିଚା ଯାତ ଭକ୍ତ ଦେଖି ଖୁସି ତୋ’ ଯାତର ନେତ । ପ୍ରଭୁ କହେ କେହି ତୁମେ…

ଅଧିକ ପଢ଼ନ୍ତୁ
Mamu - ମାମୁଁ

ମାମୁଁ

ସତ କହିବାରୁ ବଉଳା ଗାଈକୁ ବାଘ ଦେଲା ଯେବେ ଛାଡ଼ି ସେବେଠାରୁ ବାଘ ନାମ ପଛପଟେ ମାମୁଁ ଶବ୍ଦ ହେଲା ଯୋଡ଼ି ॥ ସୁରକ୍ଷା ସଭିଙ୍କୁ ଦିଅନ୍ତି ଆମର ଥାନାର ପୋଲିସ୍ ବାବୁ ତେଣୁ ପୋଲିସଙ୍କୁ ଥାନା ମାମୁଁ ବୋଲି ଡାକନ୍ତି ଖୁସିରେ ସବୁ ॥ ପିଲାବେଳେ ଆମେ ନଖାଇଲେ ମାଆ ଖୁଆନ୍ତି ଦେଖାଇ ଜହ୍ନ ସେଥିପାଇଁ ଆମେ ଜହ୍ନମାମୁଁ ବୋଲି କରିଥାଉ ସମ୍ବୋଧନ ॥ ବିପଦେ ଆପଦେ ପାଖରେ ଥାଆନ୍ତି ମାଆଙ୍କର ନିଜ ଭାଈ ମାମୁଁ…

ଅଧିକ ପଢ଼ନ୍ତୁ