Odia Poem Asha (ଆଶା) by Samar Bhallav Bhoi

ଆଶା

ପରିବାର ଏକ ସମ୍ପର୍କର ସହର ପିତାମାତା ସନ୍ତାନ ସନ୍ତତି ଅବା ବନ୍ଧୁ ବାନ୍ଧବୀ ଆଉ ସହୋଦର ସଭିଏଁ ବନ୍ଧନ ସ୍ନେହ ମମତାର ଭଲ ମଣିଷଟିଏ ହେଉ ସନ୍ତାନଟି ଦେଶ ମାତୃକାର ମସ୍ତକରେ ବିଜୟର ଟୀକା ଭରିଦେଉ ଆଶା ଥାଏ ସବୁ ପିତାମାତାଙ୍କର ଭିନ୍ନ ଭିନ୍ନ ଆଶାରେ ପାରି ହୁଅନ୍ତି ଏ ଜୀବନ ସଂସାର ପାରାବାର ॥ ଭ୍ରମରଟି ଘୂରିବୁଲେ ବଗିଚାରେ ଆଶା ରଖି ଫୁଲରୁ ମଧୁ ସଂଗ୍ରହର ପଞ୍ଚମ ସ୍ୱରରେ ଗୀତଟିଏ ଗାଇବାକୁ କୋଇଲିଟି ଆଶା ରଖି…

ଅଧିକ ପଢ଼ନ୍ତୁ
Odia Bhajan/Poem Karuna Heu Ahe Mahabahu (କରୁଣା ହେଉ ଆହେ ମହାବାହୁ) by Manas Das

କରୁଣା ହେଉ ଆହେ ମହାବାହୁ

ଆହେ କାକ ପକ୍ଷୀ ଅଦିନରେ ଆସି ଦେଲୁ ତୁ କି ଡାକି, ଆଉ ମୋର ଅଛି କିଛି ସୁଝିବାକୁ ବାକି । ଆହେ ମହାବାହୁ ତୁମେ କରିଦିଅ କ୍ଷମା, ଶେଷ ନିଶ୍ଵାସ ଥିବାଯାଏ ମୁଁ ଭୁଲି ପାରିବିନି ଜମା । କିଛି ସମୟ ମାଗୁଛି ପ୍ରଭୁ ଦେଇଦିଅ ତୁମେ, କିଛି ପ୍ରତିଶ୍ରୁତି ଅଛି ପୂରା କରିଦେବି ଏହି ଜନ୍ମେ । ଭୁଲ୍ ଯାହାବି କରିଛି ମତେ କରିଦେବେ କ୍ଷମା, ମୁଁ ହସ୍ତାନ୍ତର କରିଦେଇଛି ତୁମେ ଦେଇଥିବା ଜିମା । ଶେଷଇଚ୍ଛା ପ୍ରଭୁ ତୁମକୁ…

ଅଧିକ ପଢ଼ନ୍ତୁ
Alinganara Bayaprapti (ଆଲିଙ୍ଗନର ବୟଃପ୍ରାପ୍ତି): Odia Poem by Madhumita Mishra on Hug Day

ଆଲିଙ୍ଗନର ବୟଃପ୍ରାପ୍ତି

ପ୍ରଥମ ବର୍ଷ; କୋଳରେ ଧରି ବକ୍ଷ୍ୟାମୃତ ଦିଏ ନିବିଡ଼ ଆଲିଙ୍ଗନରେ ଜୀବନ ସଂଚାର ଆଗ୍ରହରେ । ଦ୍ଵିତୀୟ ବର୍ଷ; ଚାଲୁ ଚାଲୁ ପଡ଼ିଯାଉଥିବା ବେଳେ କୋଳେଇ ନିଏ ନିଜ ସୁରକ୍ଷା ବଳୟରେ । ତୃତୀୟ ବର୍ଷ; ନୂଆ କରି ପାଠ ପଢ଼ା ଆରମ୍ଭ କଲାବେଳେ ଡର ଯିବା ପାଇଁ କୋଳେଇ ନିଏ ଆଗେଇ ଯିବା ଉଦ୍ଦେଶ୍ୟରେ । ଚତୁର୍ଥ ବର୍ଷ; ସାଙ୍ଗ ପିଲାଙ୍କ ସଙ୍ଗେ ଖେଳିବାକୁ ଗଲାବେଳେ କିମ୍ବା ଶରୀର ଅସୁସ୍ଥତା ବେଳେ କୋଳେଇ ନିଏ ଶକ୍ତି ଟିକେ ଦେବା ପ୍ରୟାସରେ ।…

ଅଧିକ ପଢ଼ନ୍ତୁ
Odia Poem Sparsha (ସ୍ପର୍ଶ) by Madhumita Mishra

ସ୍ପର୍ଶ

ଆଃ.. ଶିହରୀ ଉଠିଲା ଲତା କାହାର ଏ ସ୍ପର୍ଶ..!! ଏତେ ମାଦକତା ଭରା ସତେ କାହାର ବା ଏ ସ୍ନିଗ୍ଧ ପରଶ?? ଏ ମଳୟର ସ୍ପର୍ଶ ନୁହେଁ ମଳୟ ଯେ ଏତେ ଉନ୍ମାଦନା ଆଣି ପାରେନା..!! ତା’ ସ୍ପର୍ଶରେ ଲତା ଏତେ ମାତ୍ରାରେ ତ ଶିହରୀ ଉଠେନା ! ଏ ସ୍ପର୍ଶ ନୁହେଁ ସୂର୍ଯ୍ୟାଲୋକର ଯେ କି… ଏତେ ନିବିଡ଼ କେବେ ହୋଇ ପାରେନା !! ଯାହାର ସ୍ପର୍ଶ ପାଇ କେବେ ଲତା ନିଜ ଆଖି ବନ୍ଦ କରି ଦିଏନା..!!…

ଅଧିକ ପଢ଼ନ୍ତୁ
Odia Poem Janani (ଜନନୀ) by Rajshree Khatua

ଜନନୀ

ଶ୍ରୀହୀନ ଦିଶୁଛି ଆଜି ଏ ଧରିତ୍ରୀ ମାଟିରେ ମିଶିଯାଇଛି ତା’ର ଶାନ୍ତି ଅଭିମାନ କରିଛି ତା ଝିଅ ମାନିନୀ ଅସହ୍ୟ ତା’ପାଇଁ, ସେ ପରା ଜନନୀ କାନ୍ଦୁଛି ର୍ନିଭୟା କାନ୍ଦୁଛି କୁନ୍ଦୁଲି ମାଆ ରକ୍ଷା କର ବୋଲି ଡାକି ଅସହାୟ ମାଆ ନିରୁପାୟ ଆଜି ପାରୁନି ଆଉ ସେ ସାହାରା ଖୋଜି ନାହିଁ ଆଉ ତା’ର ଦୃଢ଼ ମନୋବଳ ହୋଇଗଲାଣି ସେ ଶ୍ରୀହୀନ ଦୁର୍ବଳ କାହା ପାଖେ ଆଉ କରିବ ଗୁହାରି ନିଜ ଲୋକ ଯେବେ ଦେଉଛନ୍ତି…

ଅଧିକ ପଢ଼ନ୍ତୁ