Odia Poem Mun Jadi (ମୁଁ ଯଦି) by Arjun Das

ମୁଁ ଯଦି

ମୁଁ ଯଦି ପକ୍ଷୀଟେ ହୋଇଥାନ୍ତି ଗଗନେ ଘୂରି ଦେଖି ଆସିଥାନ୍ତି କି ସୁନ୍ଦର ଆହା ସେ ପ୍ରାକୃତିକ ଭେଷଭୂଷା ॥ ମୁଁ ଯଦି ଫୁଲଟେ ହୋଇଥାନ୍ତି ନିତି ପ୍ରଭାତେ ପ୍ରଭୁ ପାଦତଳେ ଲାଗି କରି ସତେ ମୁଁ ସ୍ଵର୍ଗୀୟ ସୁଖ ଭୋଗନ୍ତି ॥ ମୁଁ ଯଦି ଗଛଟେ ହୋଇଥାନ୍ତି ଖରା ବରଷାରେ ସାହା ହୋଇ ସତେ ମୁଁ ଛାଇ ଟିକେ ଦେଇଥାନ୍ତି ॥ – ଅର୍ଜୁନ ଦାସ ଅର୍ଜୁନ ଦାସଅର୍ଜୁନ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର…

ଅଧିକ ପଢ଼ନ୍ତୁ
Odia Poem Saphalata (ସଫଳତା) by Tika Govind

ସଫଳତା

ଆଖିକୁ ଦିଶେ କେବଳ ସଫଳତାର ରଙ୍ଗ ରୋଷଣୀ ସଜ, ଦିଶେନା କେବେ ବିଜୟପଥେ ଲହୁ ଲୁହ ଆଉ ସ୍ୱେଦ । ସଫଳତା କେବେ ସୁଲଭ୍ୟ ନୁହଁ ଇଚ୍ଛାକଲେ ମିଳିଯିବ, ପଥ ଏ ଯେ ଭାରି କଠିନ ବନ୍ଧୁର ହାସିଲ ହିଁ କରିହେବ । ସଫଳତାଠୁ ବି ସୁନ୍ଦର ଲାଗେ ରାସ୍ତା ସେ ସଫଳତାର, ଖୁସି ସେ ସଦା ରହୁ ବା ନରହୁ ସ୍ମୃତି ରହେ ସେ ଯାତ୍ରାର । ଶୀର୍ଷକୁ ଯିବା ବଡ଼କଥା ନୁହେଁ ବଡ଼କଥା ଶୀର୍ଷରେ ରହିବା, ଏଇ କଥାଟିକୁ…

ଅଧିକ ପଢ଼ନ୍ତୁ
Odia Poem Sthitaprajna (ସ୍ଥିତପ୍ରଜ୍ଞ) by Satya Ranjan Mishra

ସ୍ଥିତପ୍ରଜ୍ଞ

ଦୁନିଆଟା ତା’ ପାଇଁ ଅସରନ୍ତି ନାଟକ ବାକି ସବୁ ଅଭିନେତା ଏକେଲା ସେ ଦର୍ଶକ ଦୁଃଖ ସୁଖ ମୁଖା ତଳେ ଦିଶେ ତା’ର ମୁହଁ ସ୍ଥିତପ୍ରଜ୍ଞ ଅଟେ ସିଏ ନାହିଁ ତା’ଠି ଭୟ ତପେ ମତି, ଅଳ୍ପେ ତୃପ୍ତି ବିଶେଷତ୍ୱ ତାହାର ମାୟା ତାକୁ ଛୁଁଏ ନାହିଁ ନୁହେଁ ସିଏ କାହାର ପ୍ରାପ୍ତିର ଲାଳସା ନାହିଁ ନାହିଁ ଅବଶୋଷ ପ୍ରାର୍ଥନା ଯାଚନା ନାହିଁ ମାନେନାହିଁ ଈଶ ବ୍ୟୁହ ଭେଦ ଜାଣି ମଧ୍ୟ ବ୍ୟୁହ ମଧ୍ୟେ ପଶେନି ଯୁଦ୍ଧ…

ଅଧିକ ପଢ଼ନ୍ତୁ
Odia Poem Manara Daraja (ମନର ଦରଜ) by Pramod Behera

ମନର ଦରଜ

ହସିବା ଆଗରୁ ହସେଇ ସାରିଥିଲା ମୋ ମନର ଦରଜ… ଦରଜ ଭିତରେ ଦେଖିଥିଲି ହସିବାର କାମନା… କାମନାର ମୋହ ଆସିବା ଆଗରୁ ସରିଯାଇଥିଲା ନବ ଯୌବନର ଦରଜ… ପ୍ରେମ କରିବା ପୂର୍ବରୁ ସରିଯାଇ ଥିଲା ମୋହର ଦୁଃଖ କିନ୍ତୁ ଭାଗ୍ୟରେ ନଥିଲା ପ୍ରେମିକାର ପ୍ରେମ… ଲୁହର ଲୁହା ଶିକୁଳି ଦେଖିବା ଆଗରୁ ଚାଳି ଯାଇଥିଲା ଏ ଜୀବନ… – ପ୍ରମୋଦ ବେହେରା ପ୍ରମୋଦ ବେହେରାପ୍ରମୋଦ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି…

ଅଧିକ ପଢ଼ନ୍ତୁ
Odia Poem Tumari Srmrutire (ତୁମ ସ୍ମୃତିରେ) by Pradeep Kumar Rana

ତୁମ ସ୍ମୃତିରେ

ଶୂନ୍ୟତାର କୋଠରୀରେ ବଞ୍ଚି ରୁହେ ମୁହିଁ ସ୍ଵପ୍ନର ନିଶ୍ଵାସ “ତୁମେ” ତୁମକୁ ଭଲ ପାଏ ମୁଁ ଏମିତି ଜହ୍ନ ଜ୍ୟୋତ୍ସ୍ନାରେ ଛାଇ ଚାଲିଥାଏ ଯେମିତି ॥ ଭାବନା ବ୍ୟଥା ରଖିପାରେ ନାହିଁ ଏଇ ମୋ ଛାତି ତଳେ ସେଥିପାଇଁ କାଗଜ ଧାଡ଼ିରେ ଲେଖି ଦିଏ ତୁମ ସ୍ମୃତିରେ ॥ କିଛି ତ ଅଛି ସମ୍ପର୍କ ତୁମର ମୋର କାହିଁକି ଝଲସି ଉଠେ ତୁମ ଛବି ମୋ ଆଖିରେ ବାରମ୍ବାର ॥ ଗୋଧୂଳିର ଏହି ଗୋଲାପି ବେଳାରେ ସ୍ମୃତି…

ଅଧିକ ପଢ଼ନ୍ତୁ