ଆସ ପ୍ରଭୁ
ଆସ ପ୍ରଭୁ ବସ ମୋର ହୃଦ କନ୍ଦରେ ଛାଡ଼ିବନି କେବେ ମୋତେ ଭଲ ମନ୍ଦରେ, ଭଲ ମନ୍ଦ ସବୁ ମହାପ୍ରସାଦ ସେ ମହାପ୍ରସାଦେ ମୋ ମନ ମୋଦ ଭକତି ପୁଷ୍ପାଞ୍ଜଳି ଶ୍ରୀ-ପାଦ ଦ୍ଵନ୍ଦରେ ॥ ବୈନତେୟ ଠାରୁ ବଳି ଆସନ କାହିଁ ତାମରସ ଠାରୁ ବଳି କୁସୁମ କାହିଁ, ତୋଷେ ସରସ୍ଵତୀ ବୀଣା ଝଙ୍କାର କି ଦେଇ ପାରିବି ମୁଁ ନୁହେଁ ମୋର ତୋଷି ପାରିବି କି ମୁହିଁ ଗୀତ ଛନ୍ଦରେ ॥ ମୃଦୁ ତଳପ ଯାହାର…

