Odia Poem Ahe Jagannath (ଆହେ ଜଗନ୍ନାଥ) by Jayanti Panda

ଆହେ ଜଗନ୍ନାଥ

ଜଗତର ନାଥ ଆହେ ଜଗନ୍ନାଥ । ଭକତ ଜନର ତୁହି ପ୍ରାଣନାଥ ॥ ତୁ ଦୟା ସାଗର ତୁ ଭାବ ମନ୍ଦିର । କୃପା କର ଆହେ ହେ କରୁଣାକର ॥ ନୀଳାଚଳ ଧାମେ ବିରାଜି ମହନ୍ତ । ଜଗତର ଦାତା କାଳିଆ ସାଆନ୍ତ ॥ ଜଗତର ନାଥ ଆହେ ଜଗନ୍ନାଥ । ଭକତ ଜନର ତୁହି ପ୍ରାଣନାଥ ॥ ତୁ ପୁଣ୍ୟ ସମୀର ଜଗତର ବୀର । ପରମ ଉଦାର କାଳିଆ ଠାକୁର ॥ ଶରଣବତ୍ସଳ ହେ ରଙ୍କରତନ । ଜଗତବାସୀର ତୁ ମନମୋହନ ॥ ଜଗତର ନାଥ ଆହେ ଜଗନ୍ନାଥ ।…

ଅଧିକ ପଢ଼ନ୍ତୁ
Odia Poem Dheu (ଢେଉ) by Sunanda Mohanty

ଢେଉ

ଆସେ ଯାଏ କହୁ କହୁ କୋଇଲି କଣ୍ଠର କୁହୁ କୁହୁ ସକାଳ ହସୁଛି ସନ୍ଧ୍ୟା ନଇଁଛି ଆସୁ ଯାଉ ଯାଉ ଗୋଠ ବାହୁଡ଼ାର ଯାତ୍ରା ପକ୍ଷୀ ନୀଡ଼ ଫେରା ମାତ୍ରା ସବୁରେ ରହିଛି କେତେ କଥା ପୁଣି ତୁଉ ମୁଉଁ ସମୁଦ୍ର ବେଳାରେ ବୁକୁ ପିଟୁଥାଉ ଯୁଦ୍ଧ ବିରତିର ଶଙ୍ଖ ଶୁଭିଯାଉ କାଉ କିନ୍ତୁ କହେ କା କା ଉଠିଥାଉ ନଈ କହେ ଆଗକୁ ଯାଉ ଯାଉ ତୁଠ ପଥରଟା ନିର୍ଜୀବ ପଡ଼ିଛି କିଏ ଆସୁ ଅବା…

ଅଧିକ ପଢ଼ନ୍ତୁ
Odia Poem Sakala Pheriba Jaen (ସକାଳ ଫେରିବା ଯାଏଁ) by Nirlipta Sethy

ସକାଳ ଫେରିବା ଯାଏଁ

ଏମିତି ହୁଅନ୍ତାନି ! ତୋ’ ସହର ନିଘୋଡ଼ ନିଦରେ ଶୋଇଗଲାପରେ, ତୋ’ ପ୍ରିୟ ସହରରେ ଖୁବ୍ ବୁଲନ୍ତେ ଆଉ “ଆମେ”କୁ ଭୋଗନ୍ତେ । କୋଉ ବାଇକ୍ କି କାର୍‌ରେ ନୁହଁ ମ ! ବାସ୍ ତୋ’ ହାତରେ ହାତ ଛନ୍ଦି ଆଉ ପାଦରେ ପାଦ ମିଶେଇ ଖୁବ୍ ଚାଲନ୍ତେ , ଟିକେ ଦୂରକୁ ହୁଏତ ଭୁବନେଶ୍ୱରର ଶେଷ ସୀମା ଯାଏଁ , ତୋ ସହରଟା ଅଳସ ଭାଙ୍ଗିବା ଯାଏ ! ଏମିତି ହୁଅନ୍ତାନି ଢେର୍ ଦୂରଯାଏଁ ଆମେ ଆମ ଆଖିଏ ସ୍ୱପ୍ନକୁ ବାସ୍ତବ…

ଅଧିକ ପଢ଼ନ୍ତୁ
Odia Poem Sishu Sie (ଶିଶୁ ସିଏ) by Sunita Patel

ଶିଶୁ ସିଏ

କାଠଖଣ୍ଡକୁ କଣ୍ଢେଇ କରି ଦୁଃଖକୁ ଭୁଲାଇ ହସି ପାରେ ଯିଏ, ଶିଶୁ ସିଏ । କେବଳ ନିଜ ଖୁସିରେ ଖୁସି ନିଜ ଦୁଃଖରେ ଦୁଃଖୀ ହୁଏ ଯିଏ ଶିଶୁ ସିଏ । ନା ଅତୀତ, ନା ଭବିଷ୍ୟତ ବୁଝେ ସିଏ ନିଜ ବର୍ତ୍ତମାନରେ ଖୁସି ରହିପାରେ ଯିଏ ଶିଶୁ ସିଏ । ନା ପଥରକୁ ଇଶ୍ୱର ନା ଇଶ୍ୱରକୁ ପଥର ମାନେ ଯିଏ ଶିଶୁ ସିଏ । କିଛି ନୂଆ ଶିଖିବାପାଇଁ ବାର୍ ବାର୍ ହାରିବାକୁ ଡରେନି ଯିଏ ଶିଶୁ ସିଏ । ମନରେ…

ଅଧିକ ପଢ଼ନ୍ତୁ
Odia Poem Laxmi Narayani (ଲକ୍ଷ୍ମୀ ନାରାୟଣୀ) by Mamata Sahu

ଲକ୍ଷ୍ମୀ ନାରାୟଣୀ

ସାଗର ଦୁହିତା ଦେବୀ ଲକ୍ଷ୍ମୀ ନାରାୟଣୀ ଧନଦାତ୍ରୀ କମଳିନୀ ବିଷ୍ଣୁଙ୍କ ଘରଣୀ ॥ ବର୍ଷ ମଧ୍ୟେ ଶ୍ରେଷ୍ଠ ମାସ ଅଟେ ମାର୍ଗଶିର ସେ ମାସର ଗୁରୁବାର ଅତି ପ୍ରିୟ ତୋ’ର ॥ ସେଦିନ ଉଷାରୁ ଉଠି କରି ଶୁଚି ମନ ଘରର ଘରଣୀ ମାନ କରନ୍ତି ପୂଜନ ॥ ଦୁବ ଚନ୍ଦନ ସିନ୍ଦୁରଗେଣ୍ଡୁ ପଦ୍ମଫୁଲ ଜାଳି ଦ୍ୟନ୍ତି ଧୂପଦୀପ ଆଳତୀ କର୍ପୂର ॥ ବଢ଼ା ହୁଏ ଭୋଗ ପାଇଁ ନାନାଦି ବ୍ୟଞ୍ଜନ ଫଳମୂଳ ଖିରି ପିଠା ଭାତ…

ଅଧିକ ପଢ଼ନ୍ତୁ