Shubhapallaba Sishuraija released on 2021 International Mother Language Day

ମାତୃଭାଷା ଦିବସ ଅବସରରେ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ‘ଶୁଭପଲ୍ଲବ ଶିଶୁରାଇଜ’ ଉନ୍ମଚିତ

ଆନ୍ତର୍ଜାତିକ ମାତୃଭାଷା ଦିବସ ଉପଲକ୍ଷେ ଶୁଭପଲ୍ଲବ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତା’ର ପ୍ରତିବଦ୍ଧତାକୁ ପ୍ରତିପାଦନ କରି ଉନ୍ମୋଚନ କରିଛି ଶିଶୁ ସାହିତ୍ୟ ପତ୍ରିକା ‘ଶୁଭପଲ୍ଲବ ଶିଶୁରାଇଜ’ । ସମ୍ପାଦିକା ସୁଶ୍ରୀ ପଲ୍ଲବୀ ପୂଜାପଣ୍ଡାଙ୍କ ଦ୍ଵାରା ସମ୍ପାଦିତ ଏହି ପ୍ରଥମ ସଂସ୍କରଣଟି ୧୮ ଗୋଟି କବିତା, କାହାଣୀ ତଥା ଶିଶୁକୃତ୍ତିରେ ସମୃଦ୍ଧ । ଭର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ଡା. ତୃପ୍ତି ରଞ୍ଜନ ଦାଶ ଯୋଗଦେଇ ମାତୃଭାଷାକୁ ତୃଣମୂଳ…

ଅଧିକ ପଢ଼ନ୍ତୁ
Shubhapallaba 23rd Edition Released now

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ୨୩ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୧ ଫେବୃଆରୀ ୨୦୨୧): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୩ଶ ସଂସ୍କରଣ ଗତ ଫେବୃଆରୀ ୧ ତାରିଖରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୨୧ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି । ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in,…

ଅଧିକ ପଢ଼ନ୍ତୁ
Shubhodaya Magazine 4th Edition

ମକର ସଂକ୍ରାନ୍ତି ଅବସରରେ ଶୁଭୋଦୟର ୪ର୍ଥ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୧୫ ଜାନୁଆରୀ ୨୦୨୧): ପବିତ୍ର ମକର ସଂକ୍ରାନ୍ତି ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭୋଦୟର ୪ର୍ଥ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାଟିର ୪ର୍ଥ ସଂସ୍କରଣର ପ୍ରଚ୍ଛଦଚିତ୍ରଟି ଅଙ୍କିଥିଲେ ସୁପ୍ରସିଦ୍ଧ ଓଡ଼ିଆ ଚିତ୍ରକର ବିଜୟ ବିଶ୍ୱାଳ, ଯାହାକୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିତ୍ରକଳା ପାଇଁ ତାଙ୍କର ମନ୍‌କି ବାତ୍ କାର୍ଯ୍ୟକ୍ରମରେ ପ୍ରସଂଶା କରିଥିଲେ । ଏହି ପ୍ରଚ୍ଛଦଟିରେ କରୋନା ଭୂତାଣୁର ଭେକ୍ସିନ୍ ସହ ୨୦୨୧କୁ ସ୍ୱାଗତ…

ଅଧିକ ପଢ଼ନ୍ତୁ
20th Edition of Shubhapallaba Online Odia Magazine Released

ଶୁଭପଲ୍ଲବର ୨୨ଶ ସଂସ୍କରଣ ଉନ୍ମୋଚିତ

ନୂଆବର୍ଷ ଅବସରରେ ଶୁଭପଲ୍ଲବର ୨୨ଶ ସଂସ୍କରଣ ଉନ୍ମୋଚିତ ଭଦ୍ରକ (୫ ଜାନୁଆରୀ ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୨ଶ ସଂସ୍କରଣ ଗତ ଜାନୁଆରୀ ୪ ତାରିଖରେ ଉନ୍ମୋଚିତ ହୋଇଯାଇଛି । ବିଗତ ନବବର୍ଷ ଅବସରରେ ଏହି ପତ୍ରିକାକୁ ଦୁଇବର୍ଷ ପୂରଣ ହୋଇଯାଇଛି । ସମୁଦାୟ ୨୧ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା…

ଅଧିକ ପଢ଼ନ୍ତୁ
Shubhodaya launches 3rd edition on Dhanu Sankranti

ଧନୁ ସଂକ୍ରାନ୍ତିରେ ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୧୬ ଡିସେମ୍ବର ୨୦୨୦): ଆଜି ଧନୁ ସଂକ୍ରାନ୍ତି ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାଟିର ୩ୟ ସଂସ୍କରଣରେ ସମୁଦାୟ ୧୫ଟି ବଛାବଛା ଗପ, କବିତା ଆଦି ପ୍ରକାଶ ପାଇଛି । ଏହି ସଂସ୍କରଣଟିର ପ୍ରଚ୍ଛଦରେ ସ୍ଥାନିତ ହୋଇଛି କୁହୁଡ଼ି ଭରା ଏକ ଶୀତ ସକାଳେ ଗାଁ’ର ଦୃଶ୍ୟ । ଏହି ସଂସ୍କରଣଟିର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ଶୁଭପଲ୍ଲବ ପ୍ରତିଷ୍ଠାତା…

ଅଧିକ ପଢ଼ନ୍ତୁ