CMO Acknowledges Shubhapallaba

ଶୁଭପଲ୍ଲବର ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତରଫରୁ ପ୍ରଶଂସା

ଶୁଭପଲ୍ଲବ (୨ ଜୁଲାଇ ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବ ରଥଯାତ୍ରା ସଂସ୍କରଣରେ ଅନେକଗୁଡ଼ିଏ ଜଗନ୍ନାଥ ଏବଂ ରଥଯାତ୍ରା ସମ୍ବନ୍ଧୀୟ ଫଟୋ ବ୍ୟବହାର କରିଛି, ଯେଉଁଥିରୁ ଅଧିକାଂଶ ଫଟୋ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ହ୍ୟାଣ୍ଡେଲ୍‌ରୁ ନିଆଯାଇଥିଲା । କାରଣ, ଏହି ଦୁଇଟି ହ୍ୟାଣ୍ଡେଲ୍ ସମେତ କିଛି ସରକାରୀ ହ୍ୟାଣ୍ଡେଲ୍ କପିରାଇଟ୍ ଆକ୍ଟ ବାହାରେ ରହିଛି, ଯାହା ଫଳରେ ଏହାକୁ ସାଧାରଣ ଲୋକେ ବ୍ୟବହାର କରିପାରିବେ । ଏହି ବିଷୟରେ ଶୁଭପଲ୍ଲବ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଏହି…

ଅଧିକ ପଢ଼ନ୍ତୁ

ଭାଲେଣ୍ଟାଇନ୍ ସପ୍ତାହ ସମୟରେ ଶୁଭପଲ୍ଲବ ଦ୍ୱାରା ଲିଖନ ପ୍ରତିଯୋଗିତା ଆୟୋଜନ ଓ ସମ୍ମାନପତ୍ର ପ୍ରଦାନ

ଭାଲେଣ୍ଟାଇନ୍ ସପ୍ତାହ ସମୟରେ ଶୁଭପଲ୍ଲବ ତରଫରୁ ଏକ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ବିଭିନ୍ନ ପ୍ରତିଯୋଗୀମାନେ ଓଡ଼ିଆ ଏବଂ ଇଂରାଜୀରେ ଗଳ୍ପ, କବିତାଗୁଡ଼ିକ ପଠାଇଥିଲେ । ଶୁଭପଲ୍ଲବଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ,…

ଅଧିକ ପଢ଼ନ୍ତୁ
News about Nabapallaba on Samaya Paper

ଓଡ଼ିଆ ଇ-ପତ୍ରିକା ନବପଲ୍ଲବ ଉନ୍ମୋଚିତ

ନବବର୍ଷ ଅବସରରେ ଓଡ଼ିଆ ଇ-ପତ୍ରିକା ନବପଲ୍ଲବ ଉନ୍ମୋଚିତ ହୋଇଯାଇଛି । ଏହି ଇ-ପତ୍ରିକାଟି ଏବେ ନବପଲ୍ଲବ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି । OrissaDiary: Nabapallaba – New Odia e-magazine published – Original – Archived ଶୁଭପଲ୍ଲବଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା,…

ଅଧିକ ପଢ଼ନ୍ତୁ