A note about Priyanka Rape Case

ପ୍ରିୟଙ୍କା ତୁମେ ଭୁଲ ଥିଲ

ପ୍ରିୟଙ୍କା ତୁମେ ଭୁଲ ଥିଲ, ଭୁଲିଯାଇଥିଲ କ’ଣ ତୁମେ ଜଣେ ନାରୀ । ରାତିରେ ଏକାକୀ ଅନ୍ଧାର ଶୁନ୍‌ଶାନ୍ ରାସ୍ତାରେ ଯିବାକୁ ସାହସ କିଏ ଦେଲା ତୁମକୁ ! ପାଶୋରି ଗଲ କ’ଣ ନାରୀ ଅବଳା ଦୁର୍ବଳା, ପୁରୁଷ ସମଶକ୍ତି ତା’ର ନାହିଁ । ମନେ ପଡ଼ିଲାନି କ’ଣ ଲକ୍ଷ୍ମଣରେଖା କଥା? ରେଖା ପାର ହେଲେ ଛଦ୍ମବେଶୀ ରାବଣ । ହଁ, ଏବେ ଯୁକ୍ତି କରିପାର ରାବଣ ତ ସୀତାଙ୍କ ସତୀତ୍ୱକୁ ଆକ୍ରମଣ କରିନଥିଲା । ଭଉଣୀ, ରାବଣ ରାକ୍ଷସ ଥିଲା ପରା, ଏଗୁଡ଼ାକ…

ଅଧିକ ପଢ଼ନ୍ତୁ
ମୃତ୍ୟୁର ସ୍ୱର

ମୃତ୍ୟୁର ସ୍ୱର

ସୁଖ ଦୁଃଖ ମଣିଷ ଜୀବନର ଦୁଇଟି ମୁଖ୍ୟ ଅତିଥି । ଜୀବନର ଆରମ୍ଭ ଜନ୍ମ ଏବଂ ଶେଷ ହେଉଛି ମୃତ୍ୟୁ । କଥାଟି ଶୁଣିବା ପାଇଁ ଭୟଙ୍କର ଲାଗିପାରେ ସତ କିନ୍ତୁ ଏହା ହିଁ ହେଉଛି ଜୀବନର ଏକ ନିରାଟ ସତ୍ୟ ଯାହା ସଭିଙ୍କୁ ଭଲଭାବେ ଜଣା । ଦୂର ଅନ୍ଧକାର ରାତି, ଜହ୍ନର କେଉଁଠି ଝଲକ ଟିକେବି ନାହିଁ, ଭୟଙ୍କର ପ୍ରାକୃତିକ ଦୃଶ୍ୟ ଏମିତି ମୃତ୍ୟୁ ଆସେନା ଏହାକୁ କେବଳ କଳ୍ପନା କରାଯାଏ । ସତକଥା ହେଉଛି ଏହାର ନା ସଠିକ…

ଅଧିକ ପଢ଼ନ୍ତୁ
ଜଣେ ସହୀଦଙ୍କ ଆତ୍ମାର କୋହ.....

ଜଣେ ସହୀଦଙ୍କ ଆତ୍ମାର କୋହ…..

(କାହାକୁ ଆକ୍ଷେପ କିମ୍ୱା କାହାର ସମ୍ନାନହାନୀ କରିବା ମୋର ଏହି ଲେଖାର ଉଦ୍ଦେଶ୍ଯ ନୁହେଁ । କେବଳ ଯାହା ହୃଦୟଙ୍ଗମ କରିଛି ସେଇ ସବୁ କଥା ଏଠାରେ ରଖିଛି ।) ଗତ ତା ୧୪/୦୨/୨୦୧୯ରିଖରେ ପାକିସ୍ତାନରେ ପରିଚାଳିତ ଜୈଶ୍-ଏ-ମହମ୍ମଦ ସଂଗଠନର ଆତଙ୍କି ଅତ୍ମଘାତୀ ଅକ୍ରମଣରେ ଜାମ୍ମୁକାଶ୍ମୀରର ପୁଲଓ୍ୱାମାଠାରେ ଭାରତ ମାଟିର ୪୪ ଜଣ ବୀର ପୁତ୍ର ପ୍ରାଣବଳୀ ଦେଇଥିଲେ । ସେଇ ଘଟଣାକୁ ଚିନ୍ତା କଲେ ମଧ୍ୟ ମନରେ କୋହ ଉଠୁଛି । ସାରା ଦେଶ କାନ୍ଦୁଛି, ସହୀଦ ପରିବାରଙ୍କ ପ୍ରତିଟି ସଦସ୍ୟ,…

ଅଧିକ ପଢ଼ନ୍ତୁ
adhyatmita-dharma

ଆଧ୍ୟାତ୍ମିକ ଧର୍ମର କବଳରୁ ମୁକ୍ତିର ପ୍ରୟାସ

ସାରା ଦୁନିଆରେ ଆଜି ତଥାକଥିତ ଈଶ୍ୱର ଓ ଆଧ୍ୟାତ୍ମିକଧର୍ମର କବଳରୁ ମୁକ୍ତ ହେବା ପାଇଁ ଅନେକ ସଚେତନ ମଣିଷ ପ୍ରୟାସ କରୁଛନ୍ତି । କାରଣ, ଦିନକୁ ଦିନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହେଉଥିବାରୁ, ତଥାକଥିତ ଐଶ୍ୱରୀୟ ଶକ୍ତି ଉପରୁ ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସ କମ ହେବାକୁ ଲାଗିଛି । ମଣିଷ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ନିର୍ମିତ ସାଧନଗୁଡ଼ିକ ହିଁ ସବୁ ପ୍ରକାର ସୁଖ ଏବଂ ସୁରକ୍ଷା ପ୍ରଦାନ କରୁଛି ।…

ଅଧିକ ପଢ଼ନ୍ତୁ
Ganjam Danda Jatra

ଦଣ୍ଡ ଯାତ୍ରା

“ବାର ମାସରେ ତେର ପର୍ବ” କଥାଟି ରହିଆସିଛି ଆମ ପୂର୍ବପୁରୁଷଙ୍କ ଅମଳରୁ । ଓଡ଼ିଆମାନଙ୍କର ବାରମାସରେ ତେର ପର୍ବ । ସେଇ ପର୍ବମାନଙ୍କୁ ନେଇ ତ ଜଣେ ଓଡ଼ିଆ ଗର୍ବ କରେ । ଓଡି଼ଶା ଭିତରେ ହେଉ କି ଓଡି଼ଶା ବାହାରେ ଓଡି଼ଆ ପୁଅ କେବେ ତା’ର ପରମ୍ପରାକୁ ଭୁଲିଯାଏନି । ରଜ ପର୍ବଠାରୁ ଆରମ୍ଭ କରି ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା, ଶୀତଳ ଷଷ୍ଠିରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ବିବାହ ଉତ୍ସବ ଆଦି । ଦୀପାବଳିରେ, “ବଡ଼ ବଡ଼ୁଆ ହେ ! ଗଙ୍ଗା…

ଅଧିକ ପଢ଼ନ୍ତୁ