Machha-Aloo Besara (ମାଛ-ଆଳୁ ବେସର) prepared by Tapas Ranjan

ମାଛ-ଆଳୁ ବେସର

ବେସର ପ୍ରାୟ ଓଡ଼ିଆଙ୍କର ପ୍ରିୟ । ଅନେକ ସ୍ଥାନରେ ମାଛ ବେସର ଠାକୁରାଣୀଙ୍କ ପାଖରେ ଭୋଗ ଲାଗିବାର ନଜିର୍ ରହିଛି । ତେବେ ଆଜି ଆସନ୍ତୁ ପ୍ରସ୍ତୁତ କରିବା ମାଛ-ଆଳୁ ବେସର । ଅଳ୍ପ ସମୟରେ ଆଉ ଅଳ୍ପ ପରିଶ୍ରମରେ ପ୍ରସ୍ତୁତ କରିବା ଏହି ସୁଆଦିନ ଆଇଁଷିଆ ତରକାରୀଟି । ଆବଶ୍ୟକୀୟ ଉପାଦାନ ମାଛ ବେସର ଲୁଣ ହଳଦୀ ବାକି ମସଲା ପ୍ରସ୍ତୁତ ପ୍ରଣାଳୀ କଞ୍ଚା ମାଛକୁ ଲୁଣ, ହଳଦୀ, ବେସର ପକେଇ ଭଲ ଭାବରେ ଗୋଳେଇକି…

ଅଧିକ ପଢ଼ନ୍ତୁ
Amba Badi Chhecha (ଆମ୍ବ-ବଡ଼ି ଛେଚା) recipe

ଆମ୍ବ ବଡ଼ି ଛେଚା

“ଆମେ ଓଡ଼ିଆ, ଭାରି ବଢ଼ିଆ ।” ଆମର ଭାଷା ଯେମିତି ବଢ଼ିଆ, ଆମର ଖାଦ୍ୟ ବି ସେମିତି ବଢ଼ିଆ । ପତ୍ରଠାରୁ ଆରମ୍ଭ କରି ଚୋପାଯାଏଁ ବି ଆମେ ରୋଷେଇରେ ବ୍ୟବହାର କରୁ । ଆଉ ଏବେ ତ କଞ୍ଚା ଆମ୍ବର ଋତୁ ଚାଲିଛି, ତାକୁ ନେଇ ପୂର୍ବବର୍ଷ ମିଠା ଆମ୍ବ ଆଚାର କରିବା ଶିଖିଥିଲେ, ଏଥର ଚାଲନ୍ତୁ ଶିଖିବା ସହଜିଆ ଜିନିଷଟିଏ, ଆମ୍ବ ବଡ଼ି ଛେଚା (Amba Badi Chhecha) । ଆବଶ୍ୟକ ସାମଗ୍ରୀ କଞ୍ଚା…

ଅଧିକ ପଢ଼ନ୍ତୁ
Masala Manda (ମସଲା ମଣ୍ଡା) Recipe

ମସଲା ମଣ୍ଡା

ପାଶ୍ଚାତ୍ୟ ଖାଦ୍ୟଶୈଳୀରେ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟସବୁ ଆମ ନୂତନ ପିଢ଼ିଙ୍କଠାରୁ ଆସ୍ତେ ଆସ୍ତେ ଦୂରେଇ ଯିବାରେ ଲାଗିଛି । ଓଡ଼ିଆ ଘରେ ବାର ମାସରେ ତେର ପର୍ବ ଓ ପ୍ରତି ପର୍ବରେ ଛପନ ପିଠା ପଣା ମିଠା ଭୋଗ । ଏହିପରି ଏକ ପାରମ୍ପରିକ ଓଡ଼ିଆ ରୋଷେଇ ଘରର ପିଠା ହେଲା ସିଝା ମଣ୍ଡାପିଠା । ସବୁ ପର୍ବରେ ସିଝା ମଣ୍ଡାପିଠା ଘରେ ଘରେ ହୁଏ । ସୂଜି କିମ୍ବା ଚାଉଳ ଚୂନା ଜନ୍ତଣି ହେଇ…

ଅଧିକ ପଢ଼ନ୍ତୁ
Phulakobi-Palanga Besara (ଫୁଲକୋବି-ପାଳଙ୍ଗ ବେସର) recipe

ଫୁଲକୋବି-ପାଳଙ୍ଗ ବେସର

ଓଡ଼ିଆ ରୋଷେଇ ବେସରର ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ଥାଏ । ଆମେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ବେସର ତରକାରୀ ଖାଇବାକୁ ପସନ୍ଦ କରିଥାଉ । ସେମିତି ଏକ ସୁଆଦିଆ ତରକାରୀ ହେଉଛି ଫୁଲକୋବି-ପାଳଙ୍ଗ ବେସର । ତେବେ ଆସନ୍ତୁ ଜାଣିବା କେମିତି ଆମେ ସହଜରେ ଆମ ଘରେ ପ୍ରସ୍ତୁତ କରିବା । ଆବଶ୍ୟକ ସାମଗ୍ରୀ ଫୁଲକୋବି: ୪୦୦ ଗ୍ରାମ ଆଳୁ: ୧ଟା ପାଳଙ୍ଗ ଶାଗ: ୧ ବିଡ଼ା ବେସର: ୨/୩ ଚାମଚ ପ୍ରସ୍ତୁତି ପ୍ରଣାଳୀ:…

ଅଧିକ ପଢ଼ନ୍ତୁ
Kanika Recipe (କାନିକା ପ୍ରସ୍ତୁତି) by Puspita Bhutia

କାନିକା

ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ଅପାର । ସେ ପରା ବଡ଼ଖିଆ କାଳିଆ ଠାକୁର, ସେଇଥିପାଇଁ ତାଙ୍କ ପାଖରେ ୬୦ ପଉଟି ଭୋଗ ଲାଗିହୁଏ । ମହାବାହୁଙ୍କ ୫୬ ଭୋଗ ଭିତରୁ କାନିକା ହେଉଛି ଅନ୍ୟତମ । ଜଗନ୍ନାଥଙ୍କର ତିନି ଭୋଗ ମଧ୍ୟରୁ ବଡ଼ସଙ୍ଖୁଡ଼ି ଭୋଗରେ କାନିକା ଲାଗି କରାଯାଏ । ଯଦିଓ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ହେଉଥିବା କାନିକାର ପ୍ରସ୍ତୁତି ଶୈଳୀ ଭିନ୍ନ, ତଥାପି ମୁଁ ଚେଷ୍ଟା କରିଛି କାନିକା ପ୍ରସ୍ତୁତ କରିବାକୁ । ଆବଶ୍ୟକୀୟ ସାମଗ୍ରୀ:…

ଅଧିକ ପଢ଼ନ୍ତୁ