✍ ଚତୁର୍ଦ୍ଦଶ ସମ୍ପାଦକୀୟ
ପାହାନ୍ତି ପହରୁ ଚଳଚଞ୍ଚଳ ଦେଖିଛ କି ତୁମେ କାରେ ବର୍ଷା କାକର ଖାତିରି ନକରି ହୋଇଥାଏ ଏକାକାରେ ହସାଇ ଦେବାକୁ ଶୁଷ୍କ ଭୂମିରେ ସବୁଜିମାର ଢେଉ ପାଣି ଫଟାଇ ରକତ ନିଗାଡ଼େ କଷଣ ଯେତେ ସେ ପାଉ କେବେ ଥକେ ନାହିଁ ଦୁଇ ହାତ ତା’ର ଜଗତର ହିତ ପାଇଁ… ଶ୍ରମିକ ଭାଇ… ସେ ପରା ଆମ ଶ୍ରମିକ ଭାଇ… କେତେ ତା’ ବିତିଛି ତନ୍ଦ୍ରା ଆଖିରେ ସୁପ୍ତ ରାତି କେତେ ସେ ଦେଖିଛି ଜାଗ୍ରତ ଦିନ…