Read more about the article ✍ ପଞ୍ଚବିଂଶ ସମ୍ପାଦକୀୟ
Editorial Page of Shubhapallaba 25th Edition

✍ ପଞ୍ଚବିଂଶ ସମ୍ପାଦକୀୟ

ପଚିଶତମ ସଂଖ୍ୟା ! ତିନି ବର୍ଷର ଦୀର୍ଘ ଯାତ୍ରାକୁ ବୁଲି ଚାହିଁଲେ ଆଖି ଜକେଇ ଆସେ, ଖୁସିର ଲୁହ ଦି'ଟୋପା ଝରିଯାଏ ଆପେ ଆପେ । ସେଦିନ ଗପୁସହ (ସଂଗ୍ରାମଙ୍କୁ ଶ୍ରଦ୍ଧାରେ ମୁଁ ଏଇ ନାଁ'ରେ ଡାକେ) ଫୋନ ଆଲୋଚନାରେ ଅଙ୍କୁରୋଦ୍ଗମ…

Continue Reading✍ ପଞ୍ଚବିଂଶ ସମ୍ପାଦକୀୟ
Read more about the article ✍ ଚତୁର୍ବିଂଶ ସମ୍ପାଦକୀୟ
Editorial Page of Shubhapallaba 24th Edition

✍ ଚତୁର୍ବିଂଶ ସମ୍ପାଦକୀୟ

ଅବସ ଫାଲ୍ଗୁନର କ୍ଲାନ୍ତ ଅପରାହ୍ଣ । ଅସ୍ତଗାମୀ ସୂର୍ଯ୍ୟକୁ ମୁହଁକରି ନିର୍ଲିପ୍ତ ନୟନରେ ପଶ୍ଚିମ ଦିଗବଳୟକୁ ଚାହିଁରହି ନଈ ଅତଡ଼ି ଉପରେ ଠିଆ ହୋଇଥିଲା ଯୁବତୀଟିଏ । ଉଦାସ ଆଖିରେ ଝୁଲି ରହିଥିବା ବିଗତ ଯନ୍ତ୍ରଣାର ଚିହ୍ନ ଦୁଇବୁନ୍ଦା ଲୁହ ଉତ୍ତପ୍ତ…

Continue Reading✍ ଚତୁର୍ବିଂଶ ସମ୍ପାଦକୀୟ
Read more about the article ✍ ତ୍ରୟୋବିଂଶ ସମ୍ପାଦକୀୟ
Editorial Page of Shubhapallaba 23rd Edition

✍ ତ୍ରୟୋବିଂଶ ସମ୍ପାଦକୀୟ

ଗୁରୁକୂଳରୁ ସଦ୍ୟ ଶିକ୍ଷା ସମାପ୍ତ କରି ସ୍ୱଗ୍ରାମକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ଜନୈକ ନବ ଯୁବକ । ମନରେ ଅଫୁରନ୍ତ ଆନନ୍ଦ ଓ ଉତ୍ସାହ । ନିଜର ନିଷ୍ଠା ଓ କଠିନ ଅଧ୍ୟବସାୟ ବଳରେ ଗୁରୁଙ୍କଠାରୁ ସମସ୍ତ ଶିକ୍ଷା ଆୟତ୍ତନ କରି ନିଜକୁ…

Continue Reading✍ ତ୍ରୟୋବିଂଶ ସମ୍ପାଦକୀୟ
Read more about the article ✍ ଦ୍ୱାବିଂଶ ସମ୍ପାଦକୀୟ
Editorial Page of Shubhapallaba 22nd Edition

✍ ଦ୍ୱାବିଂଶ ସମ୍ପାଦକୀୟ

ଆଉ ଏକ ବର୍ଷ ସରିଗଲା । ଆଶା ଓ ଆକାଂକ୍ଷାର ବର୍ଷଟିଏ ସରିଗଲା । ଭୟ, ଭ୍ରାନ୍ତି ଆଉ ଆଶଙ୍କାର ବର୍ଷଟିଏ ସରିଗଲା । ଅନେକ ଅବଶୋଷ, ବିଦ୍ୱେଷ, ପ୍ରତୀକ୍ଷା, ତିତୀକ୍ଷା ସବୁକୁ ଅବଲୋକନ କରୁ କରୁ ପୁଣି ବର୍ଷଟିଏ ସରିଗଲା…

Continue Reading✍ ଦ୍ୱାବିଂଶ ସମ୍ପାଦକୀୟ
Read more about the article ✍ ଏକବିଂଶ ସମ୍ପାଦକୀୟ
Editorial Page of Shubhapallaba 21st Edition

✍ ଏକବିଂଶ ସମ୍ପାଦକୀୟ

ପାର୍ବଣର ସମାପନ ପରେ ପରେ ପୂର୍ବାକାଶରେ ସିନ୍ଦୁରା ଫିଟି ପଡ଼ୁଥିବା ବେଳେ ହାଲ୍କା ହାଲ୍କା ଉତ୍ତରା ପବନରେ ଲୋମମୂଳ ଯେବେ ଟାଙ୍କୁରିଉଠେ, ଜଣାପଡ଼େ ଶୀତ ଆସିଲାଣି । ଘାସପତ୍ରର କୋଣରେ ସୂର୍ଯ୍ୟକିରଣରୁ ରଙ୍ଗ ଚୋରେଇ କାକର ବିନ୍ଦୁ ଯେବେ ନିଜ ଉପସ୍ଥିତି…

Continue Reading✍ ଏକବିଂଶ ସମ୍ପାଦକୀୟ