ଭାସିଯା ମୋ ଡଙ୍ଗା
ଆ କା ମା ବୈ ଗୀତ ଗାଇ ଗାଇ ଭସେଇଲି ଡଙ୍ଗା ମୋର ଭୁଲିଯିବୁ ନାହିଁ ଦିନକର ପର୍ବ ତୋର ମାସକ ଧର୍ମ ମୋର ପାନ, ଗୁଆ, ଦୀପେ ସଜାଇ ଦେଲି ବିଦାୟ ଭାର । ବର୍ଷକେ ଥରେ ଆସୁ ବଢ଼ାଇ ଓଡ଼ିଆର ଗର୍ବ ଐତିହକୁ ମନେ ପକାଇ ପାଳେ ଓଡ଼ିଆ ଏ ପର୍ବ କାହିଁ କେତେ ଦୂର ଅବା ସାତ ଦରିଆ ଡେଇଁ ଯାଉଥିଲେ ଆମ ସାଧବ ପୁଅ ବାଣିଜ୍ୟ ବେପାର ପାଇଁ । ସେହି…