ସତ୍ୟବ୍ରତ ପରିଡ଼ା

Corona Virus

କରୋନା !

କଟକ ପାରାଦ୍ୱୀପ ରାସ୍ତାର, କନ୍ଦରପୁର ଛକ; ସମୟ ସନ୍ଧ୍ୟା ସାଢ଼େ ଛଅଟା ପାଖାପାଖି ହେବ । ଟୋଲ୍ ଗେଟ୍ ପାରି ହୋଇ ଯାଉ ଯାଉ ହଠାତ୍ ରାସ୍ତା ପାର୍ଶ୍ୱରେ କରୋନା ଭାଇରସ ଲେଖା । ଆଉ ଭିଡ଼ ଦେଖି ମୁଁ ବି ଠିଆ ହୋଇଗଲି । ଟିକେ ଦୂରରେ ବାଇକ୍‌କୁ ରଖି ଚାଲିଲି ଦେଖିବାକୁ କଥା କ’ଣ? ପାଖରେ ପହଞ୍ଚି ଦେଖିଲା ବେଳକୁ ଗୋଟିଏ ମାଆ କୁକୁର, ଆଉ ତିନୋଟି ଛୋଟ କୁକୁର ଛୁଆଙ୍କ ଗୋଡ଼ ବାନ୍ଧି…

ଅଧିକ ପଢ଼ନ୍ତୁ
Chocolate-day-1st-meet

ଚକଲେଟ୍ ଦିବସ ! ପ୍ରଥମ ଦେଖା…

ସହରର ଏକ ପାର୍କରେ ଏକୁଟିଆ ବସି ବାରମ୍ବାର ନିଜ ମୋବାଇଲ ଆଉ ପାର୍କର ପ୍ରବେଶ ପଥକୁ ଅନେଇ ବସିଥାଏ ରାଜ୍ୟର ସବୁଠୁ ପ୍ରତିଭାବାନ ଯୁବ ମହିଳା ଆଥଲେଟ୍ ଖୁସି । ବୟସ ଅଠର ଉଣେଇଶ ହେବ; ମାତ୍ର ଏ ବୟସରେ ବି ରାଜ୍ୟ ପାଇଁ ଅନେକ ଗୈାରବ ଆଣି ଦେଇଥିଲା ଖୁସି । ଆଖିରେ ଅନେକ ସ୍ୱପ୍ନ, ତାହାର ଆଦର୍ଶ ମେରିକମ୍ ଭଳି ହେବ । ପ୍ରିୟ, ସାଧାରଣ ପ୍ରଶଂସକରୁ ଖୁସିକୁ ଅତି ନିଜର ହୋଇ ସାରିଥିଲା,…

ଅଧିକ ପଢ଼ନ୍ତୁ
Prema Saptaha

ପ୍ରେମ ସପ୍ତାହ !

ହେ ଗୋଲାପ ଆଜି ନା ତୁମେ ଅତୀବ ସତେଜ, ହେଲେ କାଲି, କାଲି ନଥିବ ଏ ତେଜ ପାଖୁଡ଼ା ପାଖୁଡ଼ା ଥିବ ଇତସ୍ତତଃ ଆଉ ନିସ୍ତେଜ ।। ହେ ପ୍ରିୟତମା ଆଜି ତୁମକୁ ଏ ସପ୍ରେମ ପ୍ରେମ ନିବେଦନ ଚକଲେଟ୍ ଟେଡିରେ ମୋହିବି ମନ ପ୍ରତିଶୃତି ଦେଉଛି ତୁମେ ହିଁ ମୋ ଜୀବନ ଆଉ ତା’ ପରେ, ଆଲିଙ୍ଗନ ଆଉ ଆଙ୍କି ଦେବି ଚୁମ୍ବନ, ହେଲେ କାଲି, କାଲି ନଥିବ ଏ ମିଥ୍ୟା ଆଉ ପ୍ରହସନ ଥିବ…

ଅଧିକ ପଢ଼ନ୍ତୁ
Deshapritira Paradina - ଦେଶପ୍ରୀତିର ପରଦିନ

ଦେଶପ୍ରୀତିର ପରଦିନ !

ସକାଳୁ ସକାଳୁ ସମସ୍ତେ ଉତ୍ସାହର ସହ କାର୍ଯ୍ୟାଳୟ ଅଭିମୁଖେ ବାହାରୁଥିଲେ ଆଉ ଆଲମାରୀର ଅନ୍ଧାରୀ ଜୀବନରୁ ଜାତୀୟ ପତାକା ମଧ୍ୟ ଖୋଲା ଆକାଶରେ ମନ ଭରି ଉଡ଼ିବା ଆଶାରେ ବାହାରକୁ ଆସୁଥିଲା । ବାସ୍ ସବୁ ପ୍ରସ୍ତୁତି ସରିଥିଲା, ପତାକା ମଧ୍ୟ ଉତ୍ତୋଳନ ହେଲା ଏବଂ ଜାତୀୟ ସଙ୍ଗୀତ ଗାନ ହେଲା । ବନ୍ଦେ ମାତରଂ, ଭାରତ ମାତା କି ଜୟର ଧ୍ୱନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଲା । ସ୍ଵାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କୁ ମନେ ପକାଇ…

ଅଧିକ ପଢ଼ନ୍ତୁ