ଶର୍ମିଷ୍ଠା ମଲ୍ଲ

ଶର୍ମିଷ୍ଠା ମଲ୍ଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Nua Barasa Tume Asichha (ନୂଆ ବରଷ, ତୁମେ ଆସିଛ) by Sarmistha Malla on Odia New Year and Pana Sankranti

ନୂଆ ବରଷ, ତୁମେ ଆସିଛ

ନୂଆ ବରଷ, ତୁମେ ଆସିଛ ପାଦ ଥାପି ଥାପି, ନେଇ ନୂଆ ଅଭିଳାଷ, କଅଁଳ ଖରାରେ, ବୈଶାଖ ସ୍ପର୍ଶରେ ବିହଙ୍ଗମ କଲରବେ, ଆସିଛ ତୁମେ ନବ ବରଷ । ନୂଆ ବରଷର ଆକାଶ ଆଜି ଲାଗୁଛି ନୂଆ ନୂଆ ନୂଆ ବରଷର ଏ ମଳୟ ପବନ ଲାଗେ ଆଜି ନୂଆ ନୂଆ । ନୂଆ ବରଷର ନୂତନ ସକାଳେ ଉଦୟ ହେଲେଣି ରବି ସ୍ୱାଗତ କରିବାକୁ ତାଙ୍କୁ ସଜବାଜ ହେଲେଣି ବିହଙ୍ଗମ ରାବି ରାବି । ହେ…

ଅଧିକ ପଢ଼ନ୍ତୁ
Kranti Phere (କ୍ରାନ୍ତି ଫେରେ) Odia Poem by Sarmistha Malla on Netaja Jayanti (ନେତାଜୀ ଜୟନ୍ତୀ)

କ୍ରାନ୍ତି ଫେରେ

କ୍ରାନ୍ତି ଫେରେ, ରକ୍ତ ଝରେ ପବନ ହିଲ୍ଲୋଳେ, ସାଗର ତରଙ୍ଗେ ନିନାଦିତ ହୁଏ, କଲ୍ଲୋଳିତ ହୁଏ କ୍ରାନ୍ତି ଫେରେ, ରକ୍ତ ଝରେ । ବିର ରକ୍ତେ ହୋଇଛି ଗଢ଼ା ଦେଶ ଭକ୍ତିରେ ତୁମ ପ୍ରାଣ ହୋଇଛି ସଜଡ଼ା ସ୍ୱାଧୀନତା ସଂଗ୍ରାମେ ତୁମ ବଳିଦାନ କ୍ରାନ୍ତି ପାଇଁ ନେଇଛ ଶପଥ । ତାତିଛ ତୁମେ, ତତାଇଛ ତୁମେ ଦୁର୍ଗମ ଗିରିର ଦୁର୍ଗ ପ୍ରାଚୀର ଭାଙ୍ଗି ରକ୍ତ ଦେଇ ତୁମେ ଦେଇଛ ଶକ୍ତି ତୁମେ ଆମ ପ୍ରିୟ ନେତାଜୀ ।…

ଅଧିକ ପଢ଼ନ୍ତୁ
Odia Poem on Women Empowerment (ନାରୀ ସଶକ୍ତିକରଣ)

ନାରୀ ସଶକ୍ତିକରଣ

ଏକବିଂଶ ଶତାବ୍ଦୀରେ କରୁଛି ବିଳାପ ହିସାବ କରୁଛି ସେ ପୁଣ୍ୟ ଓ ପାପ ବୋହୁଛି ଲୁହ ତା’ର ଅଜସ୍ର, ଅମାପ । ମନ ହୋଇଛି କ୍ଷତାକ୍ତ ଦେହରୁ ବହୁଛି ରକ୍ତ ସତେ କ’ଣ ନାରୀ ସଶକ୍ତ । ଆଜି ବି ସେ ଖୋଜେ ପୁରୁଷର ସାହାରା ଏକା ଏକା ସତେ ଅବା ସେ ବେସାହାରା ପାଏନି ସେ କୂଳ କି କିନାରା । ଚନ୍ଦ୍ର ପୃଷ୍ଠରେ ପାଦ ଥାପିଛି ଲଢ଼ୁଆ ବିମାନେ ଦକ୍ଷତା ପ୍ରତିପାଦିତ କରିଛି ବୃନ୍ତର…

ଅଧିକ ପଢ଼ନ୍ତୁ