ସମିତା ସାହୁ

ସମିତା ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ କବୟତ୍ରୀ ବା ଗାଳ୍ପିକା ଯିଏକି ଓଡ଼ିଆ ଏବଂ ହିନ୍ଦୀରେ ଭାଷାରେ ବିଭିନ୍ନ ପ୍ରକାରର କବିତା ଏବଂ ଗଳ୍ପ ରଚନା କରିବା ସହ ଛୋଟ ଛୋଟ ଇଂରାଜୀ କୋଟ୍ ମଧ୍ୟ ରଚନା କରିଥାନ୍ତି ।

tuma-asibara-abhipraya

ତୁମ ଆସିବାର ଅଭିପ୍ରାୟ

ଅଳ୍ପ କିଛି ଦିନର ପରିଚୟ ଜାଣେନା ମୁଁ ତୁମ ଆସିବାର ଅଭିପ୍ରାୟ । ଲାଗୁଥିଲା ଜୀବନ ଏଇଠି ସରିଗଲା, ଏବେ ଲାଗେ ଯେମିତି ଆରମ୍ଭ ହେଲା । ଯେମିତି ରାତି ଆସିଲେ ହୁଏ ଅନ୍ଧାର କିନ୍ତୁ ନିଶ୍ଚିନ୍ତ ଯେ ଆସିବ ନୂଆ ସକାଳ । ଅଜଣା ଥିଲ ବୋଲି ଲାଗୁଥିଲା ଡର ଏବେ କାହିଁ ଲାଗ ତୁମେ ନିଜର ନିଜର । ମତେ ତୁମ ଜୀବନକୁ କରିଛ ସ୍ୱାଗତ କେମିତି ଜଣେଇବି ମୋ ମତାମତ? ଚାହେଁନା ମୁଁ…

ଅଧିକ ପଢ଼ନ୍ତୁ
anubhutira-farda

ଅନୁଭୂତିର ଫର୍ଦ୍ଦ

ପ୍ରତିଦିନ ସକାଳ ଖବର କାଗଜରେ ଏମିତି ଖବର ପ୍ରକାଶ ପାଏ । “ପୁଲିସ ଗୁଳିରେ ୩ ମାଓବାଦୀ ନିହତ । ମାଲକାନଗିରିରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ ।” ଆଉ ଏଇ ମାଓବାଦୀ ଆଦିବାସୀ ସମ୍ପ୍ରଦାୟର ବୋଲି ପ୍ରାୟ ଲେଖା ଥାଏ । ଆମ ରାଜ୍ୟର କେ.ବି.କେ ଜିଲ୍ଲା କହିଲେ ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଆଦି ଜିଲ୍ଳାକୁ ବୁଝାଏ । ଏହିସବୁ ଜିଲ୍ଲାରେ ଅଧିକ ଜଙ୍ଗଲ ଅଛି ଆଉ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରନ୍ତି ।…

ଅଧିକ ପଢ଼ନ୍ତୁ
shefali

ଶେଫାଳି

ତୁମେ ଯେମିତି ଝରିଯାଅ ସକାଳ ହେବା ପୂର୍ବରୁ ସ୍ୱପ୍ନ ମୋର ହଜିଗଲା ନିଦ ଭାଙ୍ଗିବା ଆଗରୁ । ତୁମେ ଯେମିତି ଝରିଯାଅ ପ୍ରସ୍ଫୁଟିତ ବୃନ୍ତରୁ ସ୍ୱପ୍ନ ସ୍ଵପ୍ନସବୁ ଝରିଲେଣି ଲୁହ ହେଇ ମୋ ଆଖିରୁ । ଅବଶୋଷ ନାହିଁ କି ତୁମର ବଞ୍ଚିତ ହେଲ ଅର୍ଚ୍ଚନାରୁ ମୁଁ କିନ୍ତୁ କାନ୍ଦୁଛି ଆଉ ଜିଉଁଛି ମରୁ ମରୁ । – ସମିତା ସାହୁ ସମିତା ସାହୁସମିତା ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ କବୟତ୍ରୀ ବା ଗାଳ୍ପିକା…

ଅଧିକ ପଢ଼ନ୍ତୁ