ସାଗର ପ୍ରଧାନ

ସାଗର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ବିଭିନ୍ନ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ଏବଂ ଦର୍ଶକମାନଙ୍କର ମନଛୁଆଁ ହୋଇଛି ।

Basantara-agamana

ବସନ୍ତର ଆଗମନ

ନବ ବସନ୍ତର ପହିଲି ପରସେ ନାନା ପୁଷ୍ପେ ଦ୍ରୁମ ଭରା । ଶୀତୁଆ କାକର ହୋଇଯାଏ ଦୂର ପୁଲକିତ ହୁଏ ଧରା । ନବ ପଲ୍ଲବୀତ ଆମ୍ର ତରୁ ଅଙ୍ଗେ ବଉଳ ପାଉଛି ଶୋଭା ରଙ୍ଗ ବେରଙ୍ଗର କୁସୁମ ସଜାନ୍ତି ବସୁଧା ମାଆର ଗଭା । ଗହଳିଆ ବନ ତରୁ ବୃନ୍ତ ଡାଳେ କୋକିଳର ମିଠା ତାନ ପ୍ରେମର ଜୁଆରେ ହୃଦ ବିଦାରିତ ଉଲ୍ଲସିତ ତନୁ ମନ । ପ୍ରୀତି ମହକର ମଳୟ ପବନେ ପ୍ରେମ ପ୍ରଣୟର…

ଅଧିକ ପଢ଼ନ୍ତୁ
Tume Kebe

ତୁମେ କେବେ…

ତୁମେ କେବେ ମୟୁରୀପାଇଁ ଜୀମୂତ ପ୍ରେମ ବାରତା, ତୁମେ କେବେ କବିଟି ପାଇଁ କଲମ ଝରା କବିତା । ତୁମେ କେବେ ବେଙ୍ଗୁଲୀ ପାଇଁ ମେଘ ଆଗମନ ତୂରୀ, ତୁମେ କେବେ କୃଷକ ପାଇଁ ଶସ୍ୟର ଆଶାର ବାରି । ତୁମେ କେବେ ଦରଦୀ ପାଇଁ ଯନ୍ତ୍ରଣାର ଆଖି ଲୁହ, ତୁମେ କେବେ ଧରଣୀ ପାଇଁ ଆକାଶ ଛାତିର କୋହ । ତୁମେ କେବେ ନିଦାଘ ପାଇଁ ଶୀତଳ ସମୀର ସ୍ରୋତ, ତୁମେ କେବେ ଜଗତ ପାଇଁ…

ଅଧିକ ପଢ଼ନ୍ତୁ
Panthashala

ପାନ୍ଥଶାଳା

ପାନ୍ଥଶାଳା ମୁଁ ପାନ୍ଥଶାଳା ରାସ୍ତା କଡ଼ରେ ହୋଇଛି ଠିଆ ନିସଙ୍ଗତା ଚରା ଭୂଇଁରେ ସ୍ଥିତି ମୁଁ ରହିଛି ଏକୁଟିଆ । ରାତ୍ରୀ କାଳେ ଯାତ୍ରୀ ଆସନ୍ତି ରାତି ଯାପନ କରିବା ପାଇଁ ପାହାନ୍ତି ରବି କର ସ୍ପର୍ଶେ ପରଦେଶକୁ ଯାଆନ୍ତି ଧାଇଁ । ସ୍ୱାର୍ଥପର ସଂସାରେ ଆଜି ନିଃସ୍ୱାର୍ଥପର କେହି ବି ନାହିଁ ଚିହ୍ନା ଆଜି ଅଚିହ୍ନା ସାଜେ ସମ୍ପର୍କ ସେତୁ ଭାଙ୍ଗିବା ପାଇଁ । ତିଳେ ନାହିଁ ମୋ ମନେ ଦୁଃଖ ଏକାନ୍ତେ ଆଜି ରହିଛି…

ଅଧିକ ପଢ଼ନ୍ତୁ
apurna-re-purna

ଅପୂର୍ଣ୍ଣରେ ପୂର୍ଣ୍ଣ

ପଳାସ ଫୁଲକୁ ସୁନ୍ଦରତା ଦେଲା ବାସ ଟିକେ ଦେଲା ନାହିଁ କିଆ କେତକୀର ବାସ ଚହଟିଲା କଣ୍ଟା ତ’ ଦେହରେ ଛାଇ । କୋକିଳ କଣ୍ଠରେ ସୁମଧୁର ସ୍ୱର ରୂପ ଟିକେ ଦେଲା ନାହିଁ ମୟୂର ରୂପରେ ରୂପସୀ ହୋଇଲା ମନ ବୋଲି କିଛି ନାହିଁ । ମଣିଷ ଜ୍ଞାନରେ ଜଗତ ଜିଣିଲା ସନ୍ତୋଷ ମିଳିଲା ନାହିଁ । ସାଧୁ ତପ କରି ସନ୍ତୋଷ ଲଭିଲା ସଂସାର ମିଳିଲା ନାହିଁ । ଯେମିତି ବି ଅଛ ଯାହା…

ଅଧିକ ପଢ଼ନ୍ତୁ