ଅବାଞ୍ଛିତ ହସ
ଅବେଳରେ ଅବାଞ୍ଛିତ ହସ ଅପଦସ୍ତ କରେ, ହସ ସଙ୍ଗେ ସମ୍ବନ୍ଧ ବିଚ୍ଛେଦ ପାଇଁ ତୀବ୍ର ଇଛାହୁଏ, ଅକାରଣେ ଆସିଯାଏ ଭୁଲ ଜାଗାରେ, ଭୁଲ ସମୟରେ । ସତେ, କାହାକୁ ସମ୍ମାନ ନାହିଁ, ଭୁଲ ଠିକର କଳନା ନାହିଁ, ତା’ ମର୍ଜୀର ସେ ମାଲିକ, କୌଣସି ଖୁସିର ବାର୍ତ୍ତା ବାହକ ନୁହେଁ, ପ୍ରହସନରେ, ଏକ ବିଦୂଷକ ପରି ମୁହଁରେ ଅନେକ ରଙ୍ଗର ପ୍ରଲେପ ବୋଳି, ନିଜ ଉପସ୍ଥିତି ଜାହିର କରେ । କେବେ ଅର୍ଦ୍ଧ ହାସ୍ୟ, କୃତ୍ରିମ ହାସ୍ୟ,…