ରଶ୍ମିରଞ୍ଜନ ନାୟକ

ରଶ୍ମି ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Aukha Katha (ଅକୁହା କଥା) by Rashmiranjan Nayak

ଅକୁହା କଥା

କେତେବେଳେ ଦେଖିଛନ୍ତି କି ସେ ହୃଦୟକୁ କେତବେଳେ ଶୁଣିବାକୁ ଚେଷ୍ଟା କରିଛନ୍ତି କି ସେ କ’ଣ କହିବାକୁ ଚାହୁଁଛି? ନା….. ସତ କହିଲି ନା??? ବାରମ୍ବାର ଅବିଶ୍ୱାସର ବହ୍ନିରେ ଜଳିବା ପରେ ଆଜି ଶେଷ ଅବସ୍ଥାରେ କୁଟାଖିଅକୁ ସହାରା କରି ଧୀରେ ଧୀରେ କମ୍ପୁଛି ଆଜି ସେ ହୃଦୟଟି । ଆଶା ଭରସା ଓ ବିଶ୍ୱାସକୁ ଭଲରେ ଦେଖିଲା ପରେ ବୁଝି ପାରିଛି ସେ ଦୁନିଆକୁ ଆଉ ଦୁନିଆର ଲୋକଙ୍କୁ । ବୁଝିପାରିଛି ଏ ସମାଜକୁ ଏବଂ…

ଅଧିକ ପଢ଼ନ୍ତୁ
Nakali Swapna

ନକଲି ସ୍ୱପ୍ନ

ବୟସ ପାଖାପାଖି ୬୫ କି ୭୦ ହେବ, ଦୁର୍ବଳ ଶରୀର, ହାତ ଦୁଇଟା ଭାରି ଜୋରରେ ଥରୁଥାନ୍ତି, ଦାନ୍ତ ଗୁଡ଼ାକ ମଧ୍ୟ ଝଡ଼ିଯାଇଥାଏ, ବାସ କିଛିଟା ରହିଯାଇଥାଏ । ଦୃଷ୍ଟି ଶକ୍ତି ମଧ୍ୟ ଶେଷ ଅବସ୍ଥାରେ, ଏତେ ମାତ୍ରାରେ ରୁଗ୍ଣ ହୋଇ ମଧ୍ୟ ଘର ବାରଣ୍ଡାରେ ବୁଢ଼ା ମଉସା ନାତି ଟୋକା ସହ ବସି ଖୁସି ଗପରେ ମସଗୁଲ ଥାଏ । ନାତି ଟୋକାକୁ ପାଇ ବୁଢ଼ାର ମନ ପୁରା କୁଣ୍ଢେମୋଟ ଯେମିତି ମୋତିମାଣିକ ପାଇଯାଇଛି ବୁଢ଼ା…

ଅଧିକ ପଢ଼ନ୍ତୁ
Pratiksha

ପ୍ରତୀକ୍ଷା !

ସେଦିନ ରବିବାର ଥାଏ ଆଉ ମୁଁ ଚୁପଚାପ ନୀରବରେ ରହି ଭାବୁଥାଏ ତୁମକଥା, ନୀରବତାରେ ଭାବୁଥିଲି ଏ ଜୀବନ ଆଉ ଏ ପରିବର୍ତ୍ତନ ବିଷୟରେ, ମୋବାଇଲ ଫୋନରେ ବାଜୁଥାଏ ଗୀତଟିଏ ସନ୍ଧ୍ୟା ସମୟ ଆଉ ହଠାତ ତୁମେ ଆସି ଉପସ୍ଥିତ ହୁଅ, କିଛି ସମୟ ପାଇଁ ନିସ୍ତେଜ ହୋଇ ମୁଁ ଭାବେ ଏ ସ୍ୱପ ନା ବାସ୍ତବତା । ତୁମର କଥା ଆରମ୍ଭ ପ୍ରଶ୍ନରୁ ହୁଏ ଏବଂ ଶେଷ ମଧ୍ୟ ପ୍ରଶ୍ନରେ । ଗୀତଟିଏ ଯାହା ବାଜୁଥାଏ…

ଅଧିକ ପଢ଼ନ୍ତୁ
Prema

ପ୍ରେମ

ସକାଳ ସୁରୁଜେ ଦେଖିଛି ପ୍ରେମକୁ ଦେଖିଛି ମୁଁ ନଦୀ କୂଳେ, କେଡ଼େ ପବିତ୍ର ଯେ ରୂପଟି ତାହାର ହଜି ନାହିଁ କାଳ ବଳେ । ଦେଖିଛି ପ୍ରେମକୁ ସାଗର ବୁକୁରେ ଦେଖିଛି ମୁଁ ଆକାଶରେ, ବସନ୍ତ ଋତୁର ସେ ଛୁଆଁରେ ଦିନେ ରହିଥିଲା ହୃଦୟରେ । ଆସିଥିଲା ପ୍ରେମ ଧାନ କିଆରିରୁ କାଦୁଅ ପଙ୍କର ବିଲେ, କହିଦେଇ ଗଲା ଆସି କେତେକଥା ଆଜି ତାକୁ ଖୋଜିବୁଲେ । ଦେଖିଥିଲି ତାକୁ ସେ ଜହ୍ନ ରାତିରେ ଶାନ୍ତ ଜୋତ୍ସ୍ନାର…

ଅଧିକ ପଢ଼ନ୍ତୁ
E Kemitika Prema

ଏ କେମିତିକା ପ୍ରେମ

ପ୍ରେମକୁ କୁହାଯାଏ ଶାଶ୍ୱତ, ସତ୍ୟ ଓ ପବିତ୍ର । ପ୍ରେମ ଦୁନିଆରେ ଏପରି ଏକ ଜିନିଷଟିଏ ଯାହା ପାଖରେ ରହିଛି ବିଶ୍ୱକୁ ପରିବର୍ତ୍ତନର ଶକ୍ତି । ହଁ ଏହା ଠିକ ଯେ ଆଜିର ଆଧୁନିକ ଯୁଗରେ ବଦଳିଯାଇଛି ପ୍ରେମର ମାନ, ବଦଳିଛି ପ୍ରେମର ରୂପ ଓ ପବିତ୍ରତା ମଧ୍ୟ । କିଛି ଭୁଲ କହୁଛି କି??? ଟିକେ ତର୍ଜମା କରିବାକୁ ତ ପଡ଼ିବ । ଆଜିର ଏ ପ୍ରେମ କେବଳ ଖେଳଣା ପରି; ଯିଏ ପାରୁଛି ଖେଳୁଛି…

ଅଧିକ ପଢ଼ନ୍ତୁ