ରଶ୍ମୀ ବାଳା ଶତପଥୀ

ରଶ୍ମୀ ବାଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।

Jay Ma Durga

ଜୟ ମା’ ଦୁର୍ଗା

ମହିଷା ମର୍ଦ୍ଦିନୀ ଦୁଷ୍ଟ ନିବାରିଣୀ ଅବତରି ଆସ ମା, ସିଂହ ବାହିନୀ ଦୁର୍ଗତି ନଶିନୀ ସକଳ ଜନଙ୍କ ମା’ । ସଙ୍କଟ ହାରିଣୀ ତୁହି ମା’ ଜନନୀ ଦୁଷ୍ଟକୁ କଲ ନିପାତ ତ୍ରାହି ତ୍ରାହି ଧରା ଡାକିଲା ଯେବେ ଉଦ୍ଧାର କଲ ଜଗତ । ହସେ ଏ ପୃଥିବୀ ତୁମ୍ଭ ଆଗମନେ କାଶତଣ୍ଡୀ ଗାଏ ଗୀତ ଆଶ୍ୱିନ ମାସରେ ଘରେ ଓ ମଣ୍ଡପେ ପୂଜା କରେ ଏ ଜଗତ । ଆବାହନ କରେ ଭକତ ମା’ଙ୍କୁ ଦଶଭୂଜା…

ଅଧିକ ପଢ଼ନ୍ତୁ
Naari - Odia Poem by Rashmibala Satpathy

ନାରୀ

ନାରୀ ତମେ କେବେ ଜାୟା କେବେ ଜନନୀ ଭଗିନୀ, ସ୍ନେହମୟୀ ଦୟାମୟୀ ତୁମେ ଅଟ ଶକ୍ତିମୟୀ । କନ୍ୟା ରୂପେ କେବେ ତୁମେ ବଢ଼ାଇଥାଅ ଗୃହର ଶୋଭା, ଶୈଶବ କାଳରେ ମାତୃ ରୂପେ ମମତାମୟୀ ରୂପେ ହୁଅ ଉଭା । ଜଗତ କଲ୍ୟାଣେ ବ୍ରତୀ ଦାନ କରିଥାଅ ପୀୟୂଷ, ପତ୍ନୀ ରୂପେ ତୁମ ନିଷ୍ଠା ବଳେ ବଢ଼ାଇ ସ୍ଵାମୀଙ୍କ ଆୟୁଷ । ଜୀବନ ଥିବାଯାଏ କରିଥାଅ ଶାଶୁଶଶୁରଙ୍କ ସେବା, ଦୁଇ କୁଳର ହିତ କରିଥାଏ ସଦା ତୁମେ…

ଅଧିକ ପଢ଼ନ୍ତୁ
Bismaya Tume Gandhi

ବିସ୍ମୟ ତୁମେ ଗାନ୍ଧୀ

ବିଶ୍ଵର ବିସ୍ମୟ ଜାତିର ଜନକ ଧନ୍ୟ ହେ ମହାତ୍ମା ସତ୍ୟର ସାଧକ । ସତ୍ୟ ଅହିଂସାର ଜୀବନ୍ତ ପ୍ରତୀକ ଅଲିଭା ପ୍ରଦୀପ ତୁମେ ହେ ରାଷ୍ଟ୍ର ନାୟକ । ପୁଣ୍ୟତୟ ଭାରତର ଅମ୍ଳାନ ଜ୍ୟୋତିଷ୍କ ପ୍ରବାଦ ପୁରୁଷ ତୁମେ ଅସାଧ୍ୟ ସାଧକ । ଅହିଂସାକୁ ଅମୋଘ ଅସ୍ତ୍ର କରି ଆହ୍ୱାନ ଦେଇଥିଲ ଇଂରେଜକୁ ଯାଅ ଫେରି । ଅସହଯୋଗର ସାଜିଲ ସୂତ୍ରଧର ଆଇନ୍ ଅମାନ୍ୟ ଆନ୍ଦୋଳନ କଲ ବାରମ୍ବାର । ସାବରମତୀ ଆଶ୍ରମେ କଲ ଅହିଂସାର ପ୍ରତିଷ୍ଠା…

ଅଧିକ ପଢ଼ନ୍ତୁ
Jibana-Eka-Prasnabachi

ଜୀବନ ଏକ ପ୍ରଶ୍ନବାଚୀ??

ସମୟ ଆଜି ପଚାରେ ମୋତେ ହସିଛି କେତେ ମୁଁ କାନ୍ଦିଛି କେତେ ହସିବାଟା ସିନା ଦୁନିଆ ଦେଖେ ହେଲେ ସମୟ ତୁ ତ ଦେଖିଛୁ ରାତି ରାତି ମୁଁ କାନ୍ଦିଛି କେତେ ! ରାତି ଆଜି ପଚାରେ ମୋତେ ଶୋଇଚୁ କେତେ ତୁ ଚେଇଁଚୁ କେତେ ଶୋଇବାଟା ସିନା ଦୁନିଆ ଜାଣେ ହେଲେ ରାତି ତୁ ତ ଜାଣିଚୁ ଚେଇଁ ଚେଇଁ ରାତି କାଟିଛି କେତେ ! ମୋ ମନ ଆଜି ପଚାରେ ମୋତେ ପାଇଛୁ କେତେ…

ଅଧିକ ପଢ଼ନ୍ତୁ