ରାମ କଲତା

ରାମ କଲତା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

ପୁରୁଣା ସ୍ମୃତିର ସନ୍ଧାନରେ

ପୁରୁଣା ସ୍ମୃତିର ସନ୍ଧାନରେ

ଯଦି ବି ଏଇ ଜୀବନର ବାଇଶି ବର୍ଷର ଭିଡ଼ ଭିତରେ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିବା ସେଥିରେ ନିଜକୁ ଖୋଜିବା ଓ ଶୁଣିବା ଯଦିଓ ଏତେ ସହଜ ନୁହେଁ ତଥାପି ଏ ମନର ପକ୍ଷୀ ଅସୀମ ଉଡାଣ ଲାଗି ମନ ବଲଉଛି ପୁରୁଣା ସ୍ମୃତିର ସନ୍ଧାନରେ ॥ ଏହି କୋଳାହଳ ଭିଡ଼ ଭିତରେ ମୁଁ ଖୋଜିବୁଲେ ଅତୀତର ପୃଷ୍ଠାଗୁଡ଼ିକୁ କଳ୍ପନାର ପୁସ୍ତକରେ ଖୁସିର ମହକ ଥିଲା ନା ସାନ୍ତ୍ୱନାର ଚହଟ ଋତୁର ପ୍ରୀତି ଥିଲା ନା ଜହ୍ନରାତିର…

ଅଧିକ ପଢ଼ନ୍ତୁ
ନୀରବତା ମୋ ନାୟିକା

ନୀରବତା ମୋ ନାୟିକା

ନୀରବତାକୁ ମୁଁ ବେଶି ଭଲପାଏ ନୀରବତା ମୋର ପ୍ରେମିକା ନୀରବତା ମୋ ନାୟିକା ଯିଏ ମୋ ଆଖିର ସୁନେଲୀ ସପନ ଜୀବନ ଗପର ନାୟିକା ॥ ଯଦି ବି ଏଠି ରାତିଗୁଡ଼ିକ ରଙ୍ଗ‌ହୀନ ନିଦମାନେ ନିରୁଦ୍ଧିଷ୍ଟ ସଖୀ ଅଜବ ଜୀବନ ରାସ୍ତା ତଥାପି ନିଜକୁ ଏକୁଟିଆ ମନେ କରିନି ନିଦ ନ ଆସିଲେ ଚାଲିଆସେ ଛାତ ଉପରକୁ କେବଳ ଦିଶେ ଜହ୍ନର ଚିତ୍ର ଥରେ ଆଖି ବୁଲେଇ ଚାହିଁଦେଲେ କୁଆଡ଼େ ହଜିଯାଏ ଏକାପଣ ॥ ନୀରବତାରେ ଯଦି…

ଅଧିକ ପଢ଼ନ୍ତୁ
ମେଘୁଆ ପାଗରେ

ମେଘୁଆ ପାଗରେ

ମେଘୁଆ ପାଗରେ ହଜିଯିବା ଆମେ ଏମିତି ଏକ ଜାଗାରେ, ଫୁଲକୁ ଭ୍ରମର ଚୁମୁଥିବ ଖାଲି ଖୁସି ଖୁସିର ପ୍ରେମରେ । ଝରୁଥିବ ବର୍ଷା ଡାଳରୁ ମୂଳକୁ ତଳେ ଥିବା ଦୁହେଁ ବସି, ଓଠରେ ଓଠକୁ ଲଗେଇ ଦେବା ଯେ ବରଷ ବି ହେବ ଖୁସି । ଓଠ ଫାଙ୍କ ଦେଇ ନିର୍ଝର ବରଷା କ‌ହିବ କିଛି କଥାରେ, ତ‌ଥାପି ଓଠଟା ଶୁଖିଲା ଶୁଖିଲା ଥିବ ମୋ ଚୁମ୍ବନ ଆଶାରେ । ଇନ୍ଦ୍ରଧନୁ ରଙ୍ଗେ ରଙ୍ଗିଯିବା ଆମେ ହସୁଥିବ…

ଅଧିକ ପଢ଼ନ୍ତୁ